ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ […]
କେଦାର ମିଶ୍ର ଜାତୀୟ ଅର୍ଥନୀତି ଓ ବ୍ୟବସାୟ-ବାଣିଜ୍ୟ ବେଳେ ବେଳେ ଉପନ୍ୟାସର କାହାଣୀ ଭଳି ଲାଗେ। ଖାଲି ଉପନ୍ୟାସ ନୁହେଁ, ଏହା ଅନେକ ସମୟରେ ରୂପକଥା ଭଳି ହଠାତ ଆମକୁ ଚମକାଇ ଦିଏ। ରାଜକୁମାର, ରାଜକୁମାରୀ ଓ ବୁଢୀ ଅସୁରୁଣୀ ର […]
ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି […]
କେଦାର ମିଶ୍ର ଦେଶରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ଟପିଛି। ଗତ ଦୁଇ ଦିନ ଭିତରେ ପ୍ରାୟ ଲକ୍ଷେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଦେଶର ନୂଆ ହଟସ୍ପଟ ରାଜ୍ୟ ଭାବରେ ଗତ […]
ତାମିଲନାଡୁ : ପକ୍ଷୀରାଜନ୍ଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କର ଶେଷ ଫିଲ୍ମ ’ଦିଲ୍ ବେଚେରା’ ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମଟି ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଛି। ଜୀବନକୁ ନୂଆ ଢଙ୍ଗରେ ବଞ୍ଚାଇବା […]
ଭୁବନେଶ୍ୱର, କୋଭିଡ୍ ପ୍ରଭାବିତ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଓଡ଼ିଶା ସରକାର ରାଜ୍ୟ ପାଇଁ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିପାରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୪ ଟି […]
କେଦାର ମିଶ୍ର କରୋନା ସମୟରେ ମୃତ୍ୟୁକୁ ନେଇ ବହୁ ହୃଦୟଥରା କାହାଣୀ ଓ ଚିତ୍ର ଆମ ଆଗକୁ ଆସୁଛି। ଏ ସମ୍ପର୍କରେ ଆଗରୁ ମଧ୍ୟ ଆମେ ଲେଖିଛୁ। ତେବେ ଏ ପ୍ରକାର ଖବର ଦିନୁଦିନ ବଢିଚାଲିଛି। ଗତକାଲି କନ୍ଧମାଳ ଜିଲାର ବରିଷ୍ଠ […]
ନୂଆଦିଲ୍ଲୀ, କ୍ରମାଗତ ଭାବେ ଦେଶରେ ସୁସ୍ଥତା ହାରରେ ବୃଦ୍ଧି ଘଟିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨୯,୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ […]
କେଦାର ମିଶ୍ର ଟିକେ ପଛକୁ ଫେରି ଚାହିଁଲେ, ଆମକୁ ଆଶ୍ଚର୍ଯ୍ୟ ଲାଗିବ। ମାର୍ଚ୍ଚ- ଏପ୍ରିଲ ବେଳକୁ ଯେତେବେଳେ ମହାରାଷ୍ଟ୍ର କିମ୍ବା ରାଜସ୍ଥାନରେ ୫୦୦/୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ତାକୁ ଦେଖି ଆମେ ଆଶ୍ଵସ୍ତ ହେଉଥିଲୁ। କାରଣ ଓଡିଶାରେ ସେତେବେଳେ ୪୦/୫୦ […]
ଭୁବନେଶ୍ବର, ରାଉରକେଲାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି। ରାଉରକେଲା ଆଇଡିଏଚରେ ଏହି ଥେରାପି ବ୍ୟବସ୍ଥା ଆରମ୍ଭ କରାଯିବ। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା […]
କେଦାର ମିଶ୍ର ସୁସ୍ଥ ଲୋକ ବାହାରକୁ ଗଲାବେଳେ ମୁଖା ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ- ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ବେଳକୁ ଭାରତର ପ୍ରାୟ ସବୁ ଡାକ୍ତର ଏକଥା କହୁଥିଲେ। ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ନିର୍ଦ୍ଦିଷ୍ଟ […]
ସୁଶାନ୍ତ କୁମାର ମହାରଣା କରୋନା ମହାମାରୀ ଦେଶରେ ଏମିତି ସମୟରେ ପ୍ରକୋପ ଦେଖାଇଛି ଯେ, ଲାଗୁଛି ସବୁ କିଛି ଅଟକି ଯାଇଛି। ମହାମାରୀ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ବଡ ବଡ ଆହ୍ୱାନ ସୃଷ୍ଟି ହେବା ସହ ଆମ ଶିକ୍ଷା ବ୍ୟବସ୍ଥାକୁ ବି […]
କେଦାର ମିଶ୍ର ଗତ ରବିବାର ଆମେରିକାର ଗଣମାଧ୍ୟମ ଇତିହାସରେ ଏକ ଐତିହାସିକ ଦିନ ଥିଲା। ଯେଉଁମାନେ ଆମେରିକା ଗଣମାଧ୍ୟମକୁ ଜାଣନ୍ତି ସେମାନଙ୍କ ପାଇଁ “ଫକ୍ସ ନ୍ଯୁଜ” ଏକ ରକ୍ଷଣଶୀଳ-ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିର ଦୃଢ ସମର୍ଥକ […]
ଅସୀତ ମହାନ୍ତି ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ, ଅଣସର ଘରେ ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ ତିନି ଠାକୁର, ସେହି ଚିତା ଆଜି ସେମାନେ ଲାଗି ହେଲେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ। ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। […]
ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର […]
ଭୁବନେଶ୍ବର, ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ଜଟିଳ ଓ ଭୟଙ୍କର ରୂପ ଧାରଣ କରୁଛି । ସେଠାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ଗଲାଣି । ମଣିଷମାନଙ୍କ ଜୀବନ ପୋକ ମାଛି ପରି ଝଡ଼ି ପଡ଼ୁଥିବା […]
କେଦାର ମିଶ୍ର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ […]
କେଦାର ମିଶ୍ର ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ […]
କେଦାର ମିଶ୍ର ଓଡିଶା ସରକାର ପୁଣିଥରେ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ଆସନ୍ତା ଦୁଇ ସପ୍ତାହ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ […]