ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଅମ୍ଫାନ୍ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ଏସ୍ଆରସି ପ୍ରଦୀପ୍ ଜେନାଙ୍କ ପକ୍ଷରୁ ଏକ […]
ଭୁବନେଶ୍ବର : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏକ ପ୍ରେସ୍ମିଟ୍ ଜରିଆରେ ଲକ୍ଡାଉନ୍ 4.0ର ଗାଇଡ୍ଲାଇନ୍କୁ ସ୍ପଷ୍ଟ କରିଛନ୍ତି । ଲକ୍ଡାଉନ୍କର ଗାଇଡ୍ଲାଇନ୍ ପୂର୍ବରୁ ରାଜ୍ୟରେ କରୋନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ […]
କେଦାର ମିଶ୍ର ଯେତେବେଳେ କରୋନା ଗ୍ରାଫରେ ଯୁକ୍ତରାଷ୍ଟ୍ର ଆମେରିକା ସବୁଠୁ ଅଧିକ କରୋନା ଆକ୍ରାନ୍ତ, ସେତେବେଳେ ଏହାର ରାଷ୍ଟ୍ରପତି କରୋନାକୁ ଏକ କୌତୁକ ବୋଲି ଭାବୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଚରଣ ଓ ଉଚ୍ଚାରଣ ରେ ଆମେରିକାର ମୃତ ତଥା ଆକ୍ରାନ୍ତ ନାଗରିକଙ୍କ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବଢାଯାଇଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି। ନୂତନ ଗାଇଡ୍ଲାଇନ୍ ଅନୁଯାୟୀ କରୋନା ହଟ୍ସ୍ପଟ ଗୁଡିକରେ ପୂର୍ବବତ ନିୟମ କଡାକଡି ରହିବ। ଏହି ସମୟରେ ସମସ୍ତ […]
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ […]
କେଦାର ମିଶ୍ର ଏଇ କିଛି ଦିନ ହେଲା, ପ୍ରତିଦିନ ଟେଲିଭିଜନ ଖୋଲିଲେ, ଗୋଟେ ଖବର ନିଶ୍ଚୟ ଆଖିରେ ପଡୁଛି। ରାସ୍ତାରେ ଚାଲୁଥିବା ଶ୍ରମିକ ଓ ଶହ ଶହ ସଂଖ୍ୟା ରେ ସେମାନଙ୍କର ଅପମୃତ୍ୟୁ। କରୋନା ଭୂତାଣୁକୁ ରୋକିବା ପାଇଁ ଭାରତ ସରକାର […]
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ 20 ଲକ୍ଷ କୋଟି ଟଙ୍କାର ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ଚତୁର୍ଥ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥକ ସଚିବ […]
କେଦାର ମିଶ୍ର ଭାରତର ମାନ୍ୟବର ସୁପ୍ରିମକୋର୍ଟ କହିଲେ, କିଏ କେଉଁଠି ଚାଲିବାକୁ ଚାହିଁଲେ, ତାଙ୍କୁ ଅଟକାଇବାର ଦାୟିତ୍ୱ ଆମର ନୁହଁ। ସେ ଦାୟିତ୍ୱ ରାଜ୍ୟ ସରକାରମାନେ ବୁଝନ୍ତୁ। ଆମ ଦେଶର ସର୍ବୋଚ୍ଚ ଅଦାଲତ ଯାହା କହିବେ, ତାହା ହିଁ ଚୂଡାନ୍ତ। ତେଣୁ […]
କେଦାର ମିଶ୍ର ଆମ ଭାରତୀୟମାନେ ଅର୍ଥନୀତି ତଥା ରାଜନୀତିର ଗହନ କଥା ବୁଝିବାକୁ ସବୁବେଳେ ପଛଘୁଞ୍ଚା ଦେଇଥାଉ। ଆମକୁ ପୁରାଣର ସେଇ ଗୋଟିଏ କଥା କାଳକାଳରୁ ପ୍ରଭାବିତ କରି ଆସିଛି-ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂର। ତେଣୁ ତର୍କ ଓ […]
ଭୁବନେଶ୍ବର, ଏଣିକି ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍ କଲେଜ୍ରେ ଖୁବ୍ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ । […]
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାର ଦ୍ବିତୀୟ ଦିବସରେ ପ୍ରବାସୀ ଶ୍ରମିକଙ୍କ ପାଇଁ 11 ହଜାର କୋଟିର ସହାୟତା ରାଶିର ଘୋଷଣା କରିଛନ୍ତି ସୀତାରମଣ। ବିଭିନ୍ନ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା […]
ବିଜନ କୁମାର ମହାପାତ୍ର ପୁଣି ଥରେ ରିମିକ୍ସ ଗୀତକୁ ନେଇ ସୃଷ୍ଟି ହୋଇଛି ବିବାଦ। ରିମିକ୍ସ ଗୀତର ଆବଶ୍ୟକତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ୨୦୦୬ରେ ରିଲିଜ ହୋଇଥିବା ରାକେଶ ଓମପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଦିଲ୍ଲୀ -୬ର ଏକ ଲୋକପ୍ରିୟ ଓ […]
ରଙ୍ଗାଚରଣ ପ୍ରଧାନ ଗତ 12 ତାରିଖ ରାତି 8ଟାରେ ପ୍ରଧାନମନ୍ତ୍ରୀ ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧନ କରିବା ସମୟରେ ଯେଉଁ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ କଥା କହିଲେ ତାହା ଅନେକଙ୍କ ମନରେ ଆଶା ସଞ୍ଚାର କରିଥିଲା । […]
କେଦାର ମିଶ୍ର ଏଷୋ ପନ୍ଥାଃ…ଏହା ହିଁ ଏକମାତ୍ର ମାର୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖ ସନ୍ଧ୍ୟା ୮ ଟା ସମୟରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ଯାଇ ମୁଣ୍ଡକ ଉପନିଷଦର ଏହି ଖଣ୍ଡ ବାକ୍ୟର ପ୍ରୟୋଗ କରିଥିଲେ। ତାଙ୍କ […]
ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍ମିଟ୍ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ […]
ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ଜିଲ୍ଲା ନେତୃତ୍ୱରେ ଆଗୁଆ, ବିକାଶରେ ପଛୁଆ ଶୀର୍ଷକରେ ଅନୁଷ୍ଠିତ ହୋଇଛି ଅନେକ ଆଲୋଚନା ଚକ୍ର। ଏଠାକାର ସହରରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ପରିଚୟରେ ଆଗଧାଡ଼ିର କିଛି ନାମ ଯୋଡ଼ି ହୋଇ ଅନେକ ବିକାଶ ମଂଚ ଅନେକ ଫୋରମ୍ […]
କେଦାର ମିଶ୍ର ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା […]
ନୂଆଦିଲ୍ଲୀ, ଓଡିଶା ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତିଷ୍ଠିତ ଶିକ୍ଷା କେନ୍ଦ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନ ବା ସିବିଏସଇ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା। ମନୋଜ ହେଉଛନ୍ତି […]
ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀ ସମ୍ବୋଧିତ କରି ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି। କରୋନା ସଂକଟକୁ ସାମ୍ନା କରିବା ସହିତ ନୂତନ ସଂକଳ୍ପ ସହିତ ଏକ ବିଶେଷ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି […]
ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ କରୋନା ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯିବା ସହିତ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଆଲୋଚନା କରାଯାଇଥିଲା । […]
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ କହିଥିଲେ, କରୋନା ପୂର୍ବର ସମାଜ ଓ ପରବର୍ତ୍ତୀ ସମାଜ ଭିତରେ ଆକାଶ ପାତାଳ ପ୍ରଭେଦ ରହିବ। ତେବେ ତାଙ୍କ କଥା କରୋନା ପ୍ରକୋପ ସମୟରେ ହିଁ ସତ ହୋଇ ଯାଇଛି। କରୋନା ଭୂତାଣୁର […]