କେଦାର ମିଶ୍ର ଏକ ଭୂତାଣୁ ଜନିତ ରୋଗ ସଂକ୍ରାମକ ରୋଗ ଯେ ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ବଦଳାଇ ଦେଇପାରେ, କରୋନା ତାର ଏକ ବଡ ଉଦାହରଣ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ଭୂତାଣୁ କେବଳ ଯେ […]
ସମୀକ୍ଷା ବ୍ୟୁରୋ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ଆପଣ ପଇସା ଜମା କରିଛନ୍ତି କି? ତେବେ ଆପଣଙ୍କ ମୁଣ୍ଡରେ ଚଡକ ପଡିଲା ଜାଣନ୍ତୁ। ଆସନ୍ତା ଏପ୍ରିଲ ୩ ତାରିଖ ପର୍ୟନ୍ତ ଆପଣଙ୍କ ଖାତାରୁ ଆପଣ ୫୦ ହଜାର […]
ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି। ଏହି ରୋଗର ନିରାକରଣ ପାଇଁ କୌଣସି ଔଷଧ ନ ଥିବାରୁ […]
ଭୁବନେଶ୍ବର, ରାଜନୀତି କରିବାରେ ପୂର୍ବରୁ କେବେ ଆଗ୍ରହ ନ ଥିଲା କି ବର୍ତ୍ତମାନ ମଧ୍ୟ ନାହିଁ। ଯଦି ରାଜନୀତି କରିବାର ଥିଲା ତେବେ ବହୁ ବର୍ଷ ପୂର୍ବରୁ କରିପାରିଥାନ୍ତି। ଏହା କହିଛନ୍ତି ସମ ହସପିଟାଲ, ସମ ଅଲଟିମେଟ ଏବଂ ଶିକ୍ଷା ଓ […]
କେଦାର ମିଶ୍ର ଓଡିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ତଥା ନବୀନ ପଟ୍ଟନାୟକ ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ଖବରଟି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ତା ହେଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ […]
କେଦାର ମିଶ୍ର ଓଡିଶାର ଇତିହାସରେ ଠିକ କୋଡିଏ ବର୍ଷ ତଳେ ଆଜିର ଦିନରେ (୫, ମାର୍ଚ୍ଚ, ୨୦୦୦) ଓଡିଶା ରାଜନୀତିରେ ନିତାନ୍ତ ନବାଗତ ନବୀନ ପଟ୍ଟନାୟକ ଓଡିଶାର ୧୫ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ବିଜୁ ଜନତା ଦଳ ଓ ଭାରତୀୟ […]
ପ୍ରଭୁକଲ୍ୟାଣ ମହାପାତ୍ର ବିଧାନସଭାରେ ପ୍ରଥମ ଅଭିଭାଷଣ : ଗତାନୁତିକ ବଜେଟ ଦ୍ବାରା ଗରିବଙ୍କୁ ସୁଫଳ ମିଳିବ ନାହିଁ : ବିଜୁ ବିଧାନସଭାର ପ୍ରଥମ ଅଭିଭାଷଣରୁ ହିଁ ବିଜୁ ପଟ୍ଟନାୟକଙ୍କ ମନରେ କୁହୁଳିଥିବା ବିଦ୍ରୋହ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ସେହି ବିଦ୍ରୋହ […]
କେଦାର ମିଶ୍ର ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ […]
କେଦାର ମିଶ୍ର ଆପଣ ରାଜ୍ୟସଭାକୁ ସତରେ ଯାଉଛନ୍ତି- ବର୍ତ୍ତମାନ ରାଜ୍ୟସଭା ଦୌଡରେ ଅଛନ୍ତି ବୋଲି କୁହାଯାଉଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏ ପ୍ରଶ୍ନ ଆମେ ପଚାରିଥିଲୁ। ଗତ ପନ୍ଦର ଦିନ ହେଲା ସବୁ ଛୋଟ ବଡ ଗଣମାଧ୍ୟମରେ ଯେ ହେତୁ ଉକ୍ତ […]
ଲୋପାମୁଦ୍ରା ମିଶ୍ର କଲେଜରେ ମୁଁ ବିଜ୍ଞାନର ଛାତ୍ରୀ ଥିଲି l ପ୍ରାଣୀ ବିଜ୍ଞାନ ସମ୍ମାନ ନେଇ ଗ୍ରାଜୁଏସନ୍ କରୁଥିଲି l ଏତିକି ତ ମୋତେ ଜଣାଥିଲା ମଣିଷର ଜୁଲୋଜିକାଲ୍ ନାମ ‘ହୋମୋସାପିଏନ୍ସ୍’ l ଏହି ନାମ ବ୍ୟତୀତ ମଣିଷ ମାନଙ୍କୁ ଯେ […]
କେଦାର ମିଶ୍ର ଦେଶର ଅଭିବୃଦ୍ଧି ଖସୁଛି ତ ଖସୁ, କାହାର କି ଯାଏ! ଗତ ଶୁକ୍ରବାର ଯେତେବେଳେ ଦେଶର ତ୍ରୈମାସିକି ଅଭିବୃଦ୍ଧି ହାର ପ୍ରକାଶ ପାଉଥିଲା ସେତେବେଳେ, ସାରା ଦେଶ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ପୂରା ଦେଶ ଶୁଣୁଥିଲା। ଦିଲ୍ଲୀ […]
କେଦାର ମିଶ୍ର ସାରା ପୃଥିବୀରେ ଓ ଗତ ଶତାବ୍ଦୀର ସମୟଖଣ୍ଡରେ ଜଣେ ମାତ୍ର ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲେ ଯାହାଙ୍କୁ ପୁରା ପୃଥିବୀ ମହାତ୍ମା ଗାନ୍ଧୀ ବୋଲି ଜାଣେ। ସବୁ ଶତ୍ରୁତା ଓ ମିତ୍ରତାର ଉର୍ଦ୍ଧ୍ଵରେ, ସବୁ ବିଚାର ଓ ମତଭେଦର […]
ପ୍ରଭୁକଲ୍ୟାଣ ମହାପାତ୍ର ନିକଟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଏହି ଅପ୍ରତିଦ୍ବନ୍ଦ୍ବୀ କଣ୍ଠଶିଳ୍ପୀଙ୍କ ବିୟୋଗରେ ସମଗ୍ର ଓଡ଼ିଆରେ ଗଭୀର ଶୋକର ଉଚ୍ଛ୍ବାସ ପ୍ରକାଶ ପାଇଲା। ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ […]
ଭୁବନେଶ୍ବର, କେନ୍ଦ୍ର ସରକାର ଜିଏସଟିର ରାଜ୍ୟ ଭାଗ ଯାହା ତାହା ଠିକ ସମୟରେ ପ୍ରଦାନ କରାଯାଉ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହିପରି ଦାବୀ କରିଛନ୍ତି 4 ରାଜ୍ୟର […]
ଜ୍ୟୋତି ନନ୍ଦ ଗୋଟିଏ ସରଳ ଓ ସଂକ୍ଷିପ୍ତ ପ୍ରଶ୍ନ ପ୍ରଶ୍ନଟି ଅତି ସରଳ ଓ ସାଧାରଣ। ସିଏଏ ବା ନାଗରିକତା ସଂଶୋଧନ ଆଇନର ସପକ୍ଷରେ କୌଣସି ଜନସମର୍ଥନ ରାଲି କରିବାର ଆବଶ୍ୟକତା ଅଛି କି? କହିବା କଥା ହେଉଛି ଆମର ନିର୍ବାଚିତ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଲୋକସେବା ଭବନରେ 24ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେଉଛି । ଜାତୀୟ ସଂହତି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି ବୈଠକର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା […]
କେଦାର ମିଶ୍ର ଦିନ ସାରା ଦିଲ୍ଲୀ ଦଙ୍ଗାର ଶୁଣାଣି ସାରି ଘରକୁ ଫେରିଥିବା ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ବଦଳି ଆଦେଶ ଅପେକ୍ଷା କରି ରହିଥିଲା। ଦିଲ୍ଲୀ ଜଳୁଥିବା ସମୟରେ ଜଷ୍ଟିସ […]
ନୂଆଦିଲ୍ଲୀ, ପୁଣିଥରେ କେନ୍ଦ୍ର ସରକାର ଓଡିଶାକୁ ପ୍ରଶଂସା କରିଛନ୍ତି। ସେ ପ୍ରଶଂସା ହେଲା ଜମିଜମା ଡିଜିଟାଇସନ କରିବାରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ବୋଲି କେନ୍ଦ୍ରୀୟ ସଂସ୍ଥା କହିଛି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନିମିକ୍ ରିସର୍ଚ୍ଚ ବା […]
ଭୁବନେଶ୍ବର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଂଚାୟତିରାଜ ସଂସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର […]
ନୂଆଦିଲ୍ଲୀ, ଜାପାନରୁ ୧୧୯ ଜଣ, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁରୁ ଜଣେ ଜଣେ କରି ଏହି ପରି ମୋଟ ୧୨୪ ଜଣ ଭାରତୀୟ ନାଗରିକଙ୍କୁ ଏୟାର ଇଣ୍ଡିଆ ଉଦ୍ଧାର କରିଛି। କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଜିଲ୍ଲାରେ […]