ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଘୋଷଣା କରାଯାଇଛି। ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସ୍ତାବ ଦେଇଛନ୍ତି। କଟକ ଜିଲ୍ଲାର […]
କେଦାର ମିଶ୍ର ୨୦୧୯ରେ ପଞ୍ଚମ ଥର ଲାଗି ବିପୁଳ ଆସନ ପାଇ ପୁଣିଥରେ ବିଜେଡି ସରକାର ଗଠିତ ହେବା ପରେ, ହଠାତ ନବୀନ ପଟ୍ଟନାୟକ ସରକାରଙ୍କ ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଗତ ୧୯ ବର୍ଷ ଶାସନରେ ଥିବା ବେଳେ […]
ନୂଆଦିଲ୍ଲୀ, କୃଷକମାନଙ୍କୁ ଆର୍ଥିକ ସୁଧାରର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଅନୁଯାୟୀ ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହଗୁଡିକରେ ଏଣିକି ବିଜୁବାବୁଙ୍କ ଫଟୋ ଥିବା ବିଜୁ ପକ୍କା ଘର ‘ଲୋଗୋ’ ହିତାଧିକାରୀଙ୍କ କବାଟରେ ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ରାଜ୍ୟ ସରକାରଙ୍କର ଏହି ସିଦ୍ଧାନ୍ତ ଯଥାର୍ଥ ବୋଲି […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ରାଜ୍ୟର ଢାବାଗୁଡ଼ିକ କଞ୍ଚା କୋଇଲା ବ୍ୟବହାର ନ କରିବା ଲାଗି ଜାରି ସରକାରୀ ନିର୍ଦ୍ଦେଶକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଧାନସଭାରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠିଥିଲା। ଶାସକ ଦଳ […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ସଂସ୍କୃତି ମନ୍ତ୍ରୀ ବକ୍ତବ୍ୟକୁ ନେଇ ଆଜି ବିଧାନସଭାରେ ବିରୋଧୀ ସଭ୍ୟମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ମନ୍ତ୍ରୀଙ୍କ ବକ୍ତବ୍ୟରେ ସେମାନଙ୍କ ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ନାହିଁ । କେଉଁ କାରଣରୁ ଓଡ଼ିଆ […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଧାନକିଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଜିଲ୍ଲାଓ୍ବାରୀ ବିଧାୟକମାନଙ୍କ ସହିତ ଆଲୋଚନା କରିବେ ଏବଂ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଗୃହକୁ ଜଣାଇବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ବିଧାନସଭାରେ ନିର୍ଦ୍ଦେଶ ଦେଇଛନ୍ତି। […]
କେଦାର ମିଶ୍ର ବଜେଟ ସହିତ ଆମ ସାମାଜିକ ଜୀବନର କିଛି ନିର୍ଦ୍ଦିଷ୍ଟ ଭାଷା ରହିଛି, ଯାହାକି କେବେ ବି ବଦଳିବାର ସମ୍ଭାବନା ନାହିଁ। ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ କହିବେ, ଏହା ରାଜ୍ୟର ବିକାଶ ଲାଗି ଏକ ଐତିହାସିକ […]
କେଦାର ମିଶ୍ର ଏବେ ଦିଲ୍ଲୀର ରାଜ୍ୟ ସରକାର ନିଜ ଶାସନର ମଡେଲକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଓ ଲୋକେ ତାଙ୍କୁ ତାଙ୍କ କାମ ଆଧାରରେ ଆଉ ପାଞ୍ଚ ବର୍ଷ ଶାସନ କରିବାର ସୁଯୋଗ ଦେଲେ। ଦିଲ୍ଲୀ ସରକାରଙ୍କର ଦୁଇଟି କଥାକୁ […]
ଭୁବନେଶ୍ବର, ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଚଳିତ 2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ କେତେକ କ୍ଷେତ୍ରରେ ବିଗତ ବଜେଟଠାରୁ ଟିକିଏ ଅଲଗା ରହିଛି। ପ୍ରଥମତଃ ଏଥର ବଜେଟ ସଂପୂର୍ଣ୍ଣ ହାଇଟେକ୍ ହୋଇଛି। ପରଂପରା ଅନୁସାରେ ବଜେଟ […]
ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ସମ୍ପୂର୍ଣ୍ଣ ଇ- ବଜେଟ୍କୁ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଥର ବଜେଟ୍କୁ ପେପରଲେସ କରି ଆଇପ୍ୟାଡ୍ ମାଧ୍ୟମରେ ବଜେଟ୍ ଭାଷଣକୁ ପଢିଛନ୍ତି ଅର୍ଥମନ୍ତ୍ରୀ । ରାଜ୍ୟ ବଜେଟ୍ର […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଏଣିକି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତାହତ ହେଉଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାରୀ ସାହାଯ୍ୟ ମିଳିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣାଇଛନ୍ତି। ଅନ୍ୟପକ୍ଷରେ ଏଥିଯୋଗୁଁ ମୃତ୍ୟୁ ଘଟୁଥିବା ଗୃହପାଳିତ ପଶୁପକ୍ଷୀଙ୍କ ପଇଁ ମଧ୍ୟ କ୍ଷତିପୂରଣ […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ହଙ୍ଗମା କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ବିଭିନ୍ନ ପ୍ରାଦେଶିକ ଭାଷା ଓ ସଂସ୍କୃତିର ଉନ୍ନତି ଲାଗି […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଜନଗଣନାରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସର୍ବେକ୍ଷଣ କରିବ। ଏହି ପ୍ରସ୍ତାବ ସୋମବାର ଦିନ ବିଧାନସଭାର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ […]
କେଦାର ମିଶ୍ର ଭାରତର ରାଜନୀତି ହେଉଛି ମୂଳତଃ ସ୍ଲୋଗାନ ସର୍ବସ୍ଵ ରାଜନୀତି। ଗୋଟେ ଗୋଟେ ସ୍ଲୋଗାନ ଭାରତର ରାଜନୀତିକୁ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀଙ୍କର “ଗରିବୀ ହଟାଓ”, ଅଶି ଦଶକରେ ରାଜୀବ ଗାନ୍ଧୀଙ୍କର “ମେରା […]
କେଦାର ମିଶ୍ର ପଚାଶରୁ ଅଧିକ ଦିନ ଶାହୀନ ବାଗରେ ଧାରଣା ଦେବାପରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନେ ନିଜ ତରଫରୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଚାହିଁଛନ୍ତି। ଏଥିଲାଗି ସେମାନେ ଏକ ଶୋଭାଯାତ୍ରାରେ ବାହାରିଥିବା ବେଳେ ପୋଲିସ […]
କେଦାର ମିଶ୍ର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଅରବିନ୍ଦ କେଜ୍ରିୱାଲ ଲଗାତାର ତୃତୀୟ ଥର ଶପଥ ନେଇଛନ୍ତି। ରାମଳୀଳା ମଇଦାନରେ ଶପଥ ନେବା ପରେ ୨୨ ମିନିଟ ଧରି ସେ ଯେଉଁ ଭାଷଣ ଦେଇଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ […]
କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ” ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ […]
କେଦାର ମିଶ୍ର ବର୍ତ୍ତମାନ ସମୟରେ ଇତିହାସକୁ ନେଇ ଚର୍ଚ୍ଚା କରିବା ନୂଆ ରାଜନୈତିକ ଫେସନ ପାଲଟିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏକ ସହଜ ସମାଲୋଚନାର ପାତ୍ର। ଅନେକ ସମୟରେ […]
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୦ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ […]
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ ନିର୍ବାଚନକୁ ଅପରାଧମୁକ୍ତ କରିବାଲାଗି ନିର୍ଦ୍ଦେଶ ଦେଇ ଆସୁଛନ୍ତି। ହେଲେ ସୁପ୍ରିମ କୋର୍ଟଙ୍କ ଆଦେଶ ଶୁଣୁଛି କିଏ ବା ମାନୁଛି କିଏ? ଦେଶର ରାଜନୈତିକ ଦଳଗୁଡିକ ଅନେକ ସମୟରେ ଆଇନର ଶାସନକୁ ନିଜର […]