ଭୁବନେଶ୍ବର, ଗତକାଲି ବିଳମ୍ବିତ ରାତ୍ରୀରେ ଓଡିଶା ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା ଘଟିଛି। ଘଟଣାଟି ହେଉଛି କଟକ ଏସସିବି ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଭୁବନେଶ୍ବରରେ ବ୍ରେନ ଡେଡ୍ ଥିବା ଜଣଙ୍କ କିଡନୀକୁ ନିଆଯାଇ ପ୍ରତିରୋପଣ କରାଯାଇଛି। […]
କେଦାର ମିଶ୍ର “ଗୋଲି ମାରୋ” ବା “ଚଲାଅ ଗୁଳି” ଏହା ବୋଧେ ନୂଆ ଭାରତର ନୂଆ ରାଜନୈତିକ ସ୍ଲୋଗାନ। ନା, କେବଳ ସ୍ଲୋଗାନ ନୁହେଁ, ଏହା ଭାରତର ନୂଆ ରାଜନୈତିକ କାର୍ୟକ୍ରମ। ଗୁଳି ମାରିଦେବାର ରାଜନୈତିକ ସ୍ଲୋଗାନବାଜିର ପରିଣତିରେ ଆଜି ଦିଲ୍ଲୀ […]
ଭୁବନେଶ୍ବର, ଜଣେ ଶ୍ରମିକଙ୍କ ପାଖକୁ ବର୍ଷକର ଆୟ ବାବଦରେ 2 ଲକ୍ଷ 59 ହଜାର ଟଙ୍କା ଆୟକର ବା ଆଇଟି ବାବଦକୁ ଜମା କରିବା ପାଇଁ ଏକ ନୋଟିସ ମିଳିଛି। ଏହି ନୋଟିସଟି ଆୟକର ବିଭାଗ ଦେଇଛି। ସେଥିରେ ଉଲ୍ଲେଖ ରହିଛି […]
କେଦାର ମିଶ୍ର ବିଜୁ ଜନତା ଦଳ ଭିତରେ ବିଜେପିକୁ ସମର୍ଥନ କରୁଥିବା ଓ ଦରକାର ପଡିଲେ ବିଜେପିକୁ ଡେଇଁ ପଡିବା ଭଳି ନେତାଙ୍କର ଅଭାବ ନାହିଁ। ତାର ଏକ ବଡ ଉଦାହରଣ ହେଉଛନ୍ତି କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ […]
ସମୀକ୍ଷା ବ୍ୟୁରୋ ଚଳିତ ବଜେଟ୍ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍ରେ ଲମ୍ବା […]
କେଦାର ମିଶ୍ର ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦ୍ଵିତୀୟ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କଲେ। ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଯେଉଁ ବଜେଟ ଆସେ ତାକୁ ନେଇ ଅନେକ ଉଦବିଗ୍ନତା ଓ ଆଶଙ୍କା ରହିଥାଏ। ହେଲେ ନିର୍ମଲାଙ୍କ […]
ସମୀକ୍ଷା ବ୍ୟୁରୋ କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ * ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା * ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା * ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ * ବିତିୟ ନିଅଂଟ ୩.୫% ଅର୍ଥମନ୍ତ୍ରୀ ଶ୍ରୀମତୀ […]
ସମୀକ୍ଷା ବ୍ୟୁରୋ ଆଜିର ସମୟରେ ଶବ୍ଦର ଯେଉଁ ପ୍ରଚଣ୍ଡ ଶକ୍ତି ରହିଛି ତାକୁ ଭାରତ ସମେତ ପୃଥିବୀର ବହୁ ରାଜନେତାମାନେ ଦୁରୁପଯୋଗ କରି ମଣିଷ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ମଣିଷ ସମାଜକୁ ଏହି ସଙ୍କଟରୁ ରକ୍ଷା କରିବା ସାହିତ୍ୟର ପ୍ରଥମ ଧର୍ମ […]
ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ […]
ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବାବେଳେ ସ୍ବଚ୍ଛତା ପାଇଁ 12ହଜାର 300 କୋଟି ଟଙ୍କର ବ୍ୟୟ ବରାଦ […]
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା […]
ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ। କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ […]
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ […]
ସମୀକ୍ଷା ବ୍ୟୁରୋ ଅର୍ଥନୈତିକ ସର୍ବେକ୍ଷଣରେ ଅନେକ କଥା ଥାଏ ଯାହାକି ସହଜରେ ସାଧାରଣ ଲୋକ ବୁଝି ପାରନ୍ତି ନାହିଁ। ଗତ କିଛି ବର୍ଷର ଅନୁଭବରୁ ଆମେ ଜାଣିଛୁ ଯେ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ଭବିଷ୍ୟବାଣୀ କେବେ ହେଲେ ଠିକ ହେଉନାହିଁ। ଗତବର୍ଷ […]
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ଙ୍କ ଦ୍ବାରା ପ୍ରସ୍ତୁତ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି ସୀତାରମଣ । ସର୍ବେକ୍ଷଣ ରିପୋର୍ଟରେ 2025 […]
କେଦାର ମିଶ୍ର ଏକଥା ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳର ସମର୍ଥନ ବିନା ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହିତ ହୋଇ ପାରି ନଥାନ୍ତା। କେବଳ ଏହି ବିଲ ନୁହଁ, ଗତ ଛଅ ମାସ ଭିତରେ ସଂସଦରେ ଅନେକ ବିଲ […]
କେଦାର ମିଶ୍ର ‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା […]
ଦେବ ରଞ୍ଜନ ଆଜି କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ […]
କେଦାର ମିଶ୍ର ଦିଲ୍ଲୀ ବିଧାନସଭା ନିର୍ବାଚନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ବୋଲି କହିବାକୁ ଆମେ ବାଧ୍ୟ। ପୂର୍ବରୁ ସବୁ ବିଧାନସଭା ନିର୍ବାଚନରେ ବିଜେପି ନିଜର ଏକମାତ୍ର ଚେହେରା […]
କେଦାର ମିଶ୍ର ଶାସକ ଭାରତୀୟ ଜନତା ପାର୍ଟି ଆଜିକାଲି ଏକ ନୂଆ ସ୍ଲୋଗାନର ଆବିଷ୍କାର କରିଛି। ଏ ସ୍ଲୋଗାନ କୌଣସି ଭଦ୍ରଲୋକ ବା ସାମାନ୍ୟ ମାନବିକତା ଥିବା ଲୋକ ଶୁଣି ପାରିବ ନାହିଁ। “ଦେଶ କେ ଗଦ୍ଦାରୋଂ କୋ, ଗୋଲି ମାରୋ […]
କେଦାର ମିଶ୍ର ଗତ ଛଅ ମାସ ଭିତରେ ଭାରତ ବାହାରେ ଭାରତର ଭାବମୂର୍ତ୍ତି କେମିତି ଅଛି? ଏ ପ୍ରଶ୍ନର ଉତ୍ତରରେ ଆମକୁ ଯେଉଁ ସବୁ ଜିନିଷ ଦିଶିବ ତାକୁ ଦେଖି ଲଜ୍ଜା ଓ ଅପମାନ ଛଡା ଅଧିକ କିଛି ମିଳିବ ନାହିଁ। […]