କେଦାର ମିଶ୍ର ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଅଡିଟୋରିୟମରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁଯୋଗ ଦେଇ କହିଥିଲେ ଯେ, […]
କେଦାର ମିଶ୍ର ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି…. ଏ ଗୀତ ଓଡିଆ ସିନେମାର ଇତିହାସରେ ଏକ କାଳଜୟୀ ରଚନା। ଗୀତଟିକୁ ଗାଇଥିଲେ ମହମ୍ମଦ ରଫି। ଲେଖିଥିଲେ ଜୀବନ ପାଣି। ସୁର କରିଥିଲେ ଶାନ୍ତନୁ ମହାପାତ୍ର। […]
ସମୀକ୍ଷା ବ୍ୟୁରୋ ଜେଏନ୍ୟୁରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଦେଶବ୍ୟାପୀ ହଙ୍ଗାମା ଚାଲିଛି । ଦିଲ୍ଲୀଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନେଇ ଦେଶର […]
କେଦାର ମିଶ୍ର ଆଜି ନୁହେଁ, ଗତ ପାଞ୍ଚବର୍ଷ ହେଲା ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଉପରେ ଭାରତର ଶାସକ ଦଳ ଓ ତାର ଛାମୁଆ ସଙ୍ଗଠନ ଗୁଡିକ ନିରନ୍ତର ଆକ୍ରମଣ କରି ଆସୁଛନ୍ତି। ହେଲେ ଗତକାଲି ସନ୍ଧ୍ୟାରେ […]
କେଦାର ମିଶ୍ର ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧର କାରଣ ଭାବରେ ଯେଉଁ […]
ସମ୍ବିତ ତ୍ରିପାଠୀ ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ।ସାଧାରଣତଃ […]
କେଦାର ମିଶ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି, ଆମେ ଦେଶବାସୀ ପାକିସ୍ତାନ ବିଷୟରେ ଅଧିକ ଚର୍ଚ୍ଚା କରୁ। ଆମେ ଗତ ସତୁରୀ ବର୍ଷ ଭିତରେ ପାକିସ୍ତାନ ସଙ୍ଖ୍ୟାଲଘୁଙ୍କ ଉପରେ କଣ କରିଛି ତାକୁ ନେଇ ଚର୍ଚ୍ଚା କାହିଁକି କରୁନାହୁଁ ବୋଲି […]
ସବ୍ୟସାଚୀ ମହାପାତ୍ର ଏଥରର ନୂଆ ବର୍ଷ କାହା ପାଇଁ କଣ ହେବ କେଜାଣି, କିନ୍ତୁ ଓଡିଶା ଟିଭି ଜଗତ ପାଇଁ ଆରମ୍ଭରୁ ଏକ ଖୁସି ଖବର ମିଳୁଛି। ଏହି ବର୍ଷ ଏକାଥରକେ ଆସୁଛି ଅଧ ଡଜନେ ନୂଆ ଚ୍ୟାନେଲ। ସେଥିମଧ୍ୟରୁ ଦୁଇଟି […]
କେଦାର ମିଶ୍ର ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ […]
କେଦାର ମିଶ୍ର ନିର୍ବାଚନ ସମୟରେ ବିଜେପିର ଆଇଟି ସେଲ ବିଭିନ୍ନ ମାଧ୍ୟମରେ ଆମକୁ କହିବାକୁ ଚେଷ୍ଟା କରିଥିଲା ଯେ ବିଦେଶରେ ଥିବା ସବୁତକ କଳାଧନ ଫେରେଇ ଅଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ବୁଲି ବୁଲି କହୁଥିଲେ, ବିଦେଶରେ ଏତେ […]
କେଦାର ମିଶ୍ର ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ […]
ସମୀକ୍ଷା ବ୍ୟୁରୋ ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ […]
କେଦାର ମିଶ୍ର ୨୦୧୯ ବର୍ଷର ଅନ୍ତିମ ଖବର ଭାବେ ନାଗରିକତା ସଂଶୋଧନ ଆଇନ ଓ ତାକୁ ନେଇ ଶାସକ ବିଜେପିର ଭୟକୁ ହିଁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ପର୍ୟନ୍ତ ସବୁ ନିଷ୍ପତ୍ତିକୁ ଲୋକଙ୍କ ଉପରେ ଲଦିଦେବାକୁ ଚାହୁଁ ଥିବା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍ କରିଡର ଚିଠା (ଆର୍କିଟେକଚର୍ ପ୍ଲାନ୍) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ […]
ସମୀକ୍ଷା ବ୍ୟୁରୋ ଆଉ କିଛି ସମୟ ପରେ ଆମଠୁ ବିଦାୟ ନେବ ୨୦୧୯ । ଆଉ ରହିଯିବ କେବଳ ସ୍ମୃତି । ଚଳିତ ବର୍ଷ ଆମଠୁ ବିଦାୟ ନେଇଛନ୍ତି ଅନେକ ଲୋକପ୍ରିୟ ହସ୍ତୀ । ବିଦାୟୀ ବର୍ଷରେ ଆମଠୁ ବିଦାୟ ନେଇଥିବା […]
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରର କ୍ଷମତା ହାତେଇବା ପରେ ଉଦ୍ଧବ ଠାକ୍ରେ ପୁତ୍ର ଆଦିତ୍ୟ ଠାକ୍ରେଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଛନ୍ତି। ଶିବସେନା-କଂଗ୍ରେସ-ଏନ୍ସିପିର ମହାମେଣ୍ଟ ସରକାରେ ଆଦିତ୍ୟ ଠାକ୍ରେଙ୍କୁ କ୍ୟାବିନେଟ୍ ପଦ ମିଳିଛି। ତେବେ ଭାରତୀୟ ରାଜନୀତିରେ ପିତା-ପୁତ୍ରଙ୍କ ପ୍ରଥମ ଯୋଡ଼ି […]
ସମୀକ୍ଷା ବ୍ୟୁରୋ ଅତୀତର ସ୍ମୃତି ପଟ୍ଟରେ ରହିଯିବ ୨୦୧୯। ୨୦୧୯ ଓଡ଼ିଶା ରାଜନୀତିରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି। କେବଳ ଓଡ଼ିଶାର ରାଜନୀତି କ୍ଷେତ୍ରରେ ନୁହେଁ, ଅର୍ଥନୀତିକ ଓ ସମାଜକ୍ଷେତ୍ରରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି ୨୦୧୯। ଆସନ୍ତୁ ନଜର ପକାଇବା […]
କେଦାର ମିଶ୍ର ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ । ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ […]
କେଦାର ମିଶ୍ର ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା। ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ ବୋଲି ଆମେ ଆଶା କରୁଥିଲୁ। ତେବେ ଗତ ସତୁରୀ ବର୍ଷ ଭିତରେ ଏମିତି […]
କେଦାର ମିଶ୍ର ଯେତେବେଳେ ଓଡିଶା ରାଜନୀତିରେ ବିଶେଷ କିଛି ପ୍ରସଙ୍ଗ ନଥାଏ, ସେତେବେଳେ ଗଣମାଧ୍ୟମରେ ଦୁଇଟି କଥା ଟାଣି ଓଟାରି ଚର୍ଚ୍ଚାକୁ ଅଣା ହୁଏ। ପ୍ରଥମ- ନବୀନଙ୍କ ସ୍ୱାସ୍ଥ୍ୟ ଓ ଦ୍ଵିତୀୟ- ନବୀନଙ୍କ ଉତ୍ତରାଧିକାର। ଏହି ଦୁଇଟି ଯାକ ପ୍ରସଙ୍ଗ ଗଲା […]