କେଦାର ମିଶ୍ର ଗତ କିଛି ବର୍ଷ ହେଲା ଓଡିଶାରେ ଓକିଲ ମାନଙ୍କର ଅଦାଲତ ବର୍ଜନ ଓ ପ୍ରତିବାଦ ଏକ ସାଧାରଣ ଘଟଣା ପାଲଟି ଯାଇଛି। ଏବେ ମଧ୍ୟ ଓଡିଶା ହାଇ କୋର୍ଟର ମାନ୍ୟବର ଓକିଲମାନେ କାର୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଓକିଲଙ୍କ […]
ସମୀକ୍ଷା ବ୍ୟୁରୋ ଆଜିକାଲି ମଣିଷ ଡିଜିଟାଲ୍ ମଣିଷ ହୋଇଗଲାଣି । ଆଜିକାଲି ସୋସିଆଲ୍ ସାଇଟ୍ରେ ପ୍ରାୟ ସମୟ ବିତାଉଛନ୍ତି ଲୋକେ । ଏପରି ସମୟରେ ଜନ୍ମଦିନ ହେଉ ଅଥବା ନିଜ ଜୀବନର ବିଶେଷ କିଛି ଦିନ ଅବା ନିଜ ସ୍ବାସ୍ଥ୍ୟ ପରୀକ୍ଷା […]
ରଙ୍ଗାଚରଣ ପ୍ରଧାନ କିଏ କହିଲା ଯେ ଭାରତରେ ସବୁକିଛି ଭଲ ନାହିଁ ? ଆଜ୍ଞା, ଆପଣ ଟୁଇଟରକୁ ଯାଆନ୍ତୁ ନା । ସେଠାରେ ଆପଣଙ୍କୁ ଭଲ ଦିନ ମିଳିଯିବ । ଭାରତର ଖେଳଜଗତ ଓ ଫିଲିମ୍ ଦୁନିଆର ତାରକାମାନେ ସେଠାରେ ଆପଣଙ୍କୁ […]
କେଦାର ମିଶ୍ର ଆମର ପ୍ରଭାବ ଏତେ ବେଶୀ ଯେ ଆମେ ନିର୍ବାଚନ ଜିତୁ ବା ଜିତୁ ସରକାର ଗଢିବାରେ ଆମକୁ କେହି ଅଟକେଇ ପାରିବେ ନାହିଁ- ଏମିତି ଏକ ବକ୍ତବ୍ୟ କିଛିଦିନ ତଳେ ଆମେ ବିଜେପିର ପ୍ରଭାବଶାଳୀ ସାଧାରଣ ସମ୍ପାଦକ ରାମ […]
ସମୀକ୍ଷା ବ୍ୟୁରୋ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସରକାର ଡାକ୍ତରଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦ ଜଣ ଶ୍ରେଷ୍ଠ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି […]
ସମୀକ୍ଷା ବ୍ୟୁରୋ ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ନିରନ୍ତର ଘାଏଲ କରୁଥିବା ବେଳେ ଯାଜପୁର ଜିଲାର ଜନୈକ ବିଜେପି ନେତା ତଥା ବିଜେପି ରାଜ୍ୟ ପରିଷଦର ସଦସ୍ୟ ଉଦୟନାଥ […]
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମିଳିତ ଭାବରେ ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଉଭୟ ୧୬୧ଟି ଆସନରେ ଜିତିଛନ୍ତି। […]
କେଦାର ମିଶ୍ର ଲାଭ ଓ ଲୋଭର ମାୟାରେ ପଡି ଦଳ ବଦଳ କରୁଥିବା ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ଗତ ୨୪ ତାରିଖ ଦିନ ହରିଆଣା ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନର ଫଳ […]
ସମୀକ୍ଷା ବ୍ୟୁରୋ ଆଜି ହେଉଛି ଦୀପାବଳି। ଏହି ରାତ୍ରିଟି ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ରାତ୍ରିକୁ ଦୀପାବଳି କୁହାଯାଏ। ଏହି ରାତ୍ରିରେ ବିଶେଷ ପ୍ରୟୋଗ କରିବା ଦ୍ବାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଖାସ୍ କରି ଧନ ସମ୍ବନ୍ଧୀୟ ସମସ୍ୟାର […]
ସଂପଦ ଦଳାଇ ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି […]
କେଦାର ମିଶ୍ର ଆଜି ସାରାଦେଶ ଦୀପାବଳି ପାଳନ କରୁଥିବା ବେଳେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଦ୍ଵିତୀୟ ଥର ଶପଥ ନେବେ। ହରିଆଣା ନିର୍ବାଚନ ପ୍ରଚାର ବେଳେ ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା ୭୫+ର ଏକ […]
ରଙ୍ଗାଚରଣ ପ୍ରଧାନ ମହାରାଷ୍ଟ୍ର ଓ ହରିଆନାରେ ହୋଇଥିବା ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ରାଜ୍ୟଗୁଡିକରେ ହୋଇଥିବା ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ ହୋଇଥିବା ବେଳେ ଶୁକ୍ରବାର ଦିନ ଆଉ ଏକ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଅକ୍ଟୋବର […]
ସମୀକ୍ଷା ବ୍ୟୁରୋ ଚଳିତ ମହାରାଷ୍ଟ୍ର-ହରିୟାଣାର ନିର୍ବାଚନରେ ଦୁଇ ନୂଆ ରାଜନୈତିକ ଚେହେରା ସାମ୍ନାକୁ ଆସିଛନ୍ତି। ଜଣେ ହେଉଛନ୍ତି ମହାରାଷ୍ଟ୍ରର ଓ୍ବାର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍ରେ। ଆଉ ଜଣେ ହରିୟାଣାର ଦୁଷ୍ମନ୍ତ ଚୌତାଲା। ମହାରାଷ୍ଟ୍ର ରାଜନୀତିରେ ସର୍ବଦା ନିଜର ଦବଦବା […]
କେଦାର ମିଶ୍ର ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟି ଓଡିଶାରେ ଆଉ ଏକ ଲଜ୍ଜାଜନକ ପରାଜୟର ପୀଡା ଭୋଗୁଛି ସେତେବେଳେ ତାର ପ୍ରତିକ୍ରିୟାରେ ସେମାନେ ଅଧିକ ଉଗ୍ର ହେବା ସମସ୍ତଙ୍କୁ ଚକିତ କରିଛି। ଟଙ୍କା ଓ ଶାସନର ଉଲଗ୍ନ ନାଚ (ନଙ୍ଗା […]
ସମୀକ୍ଷା ବ୍ୟୁରୋ ପୁଣି ଜଣେ ଓଡିଆ ଜାତୀୟ ସ୍ତରର ଏକ ଉଚ୍ଚ ପଦବରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଓଡିଶାର ଗିରୀଶ ଚନ୍ଦ୍ର ମୂର୍ମୂ। ଗିରୀଶ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଯୋଗ ଦେବା […]
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟର ବିଜୟକୁ “ମହା ଜନାଦେଶ” ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଯାହା କହିଥିଲେ, ତାକୁ ଆଜି ମେଣ୍ଟର ସହଯୋଗୀ ଶିବସେନା ପ୍ରବଳ ସମାଲୋଚନା କରିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ […]
ସମୀକ୍ଷା ବ୍ୟୁରୋ ସମସ୍ତ ପ୍ରୟାସ ସତ୍ତ୍ୱେ ବିଶ୍ଵରେ ପ୍ଲାଷ୍ଟିକର ବ୍ୟବହାରକୁ ରୋକାଯାଇ ପାରୁନାହିଁ । ଏଥିପାଇଁ ପ୍ରଦୂଷଣ ସମସ୍ୟା ବିକଟ ରୂପ ଧାରଣ କରିଛି । ପରିବେଶକୁ ନେଇ ଚିନ୍ତିତ ଥିବା ଏକ ଗୋଷ୍ଠୀ ଦାବି କରିଛି ଯେ ପ୍ରଦୂଷଣ କରୁଥିବା […]
ଜିତେନ୍ଦ୍ର ରଥ ଗତ ତେଇଶି ତାରିଖରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏକ ଚିଠି ମାଧ୍ୟମରେ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ରାଜ୍ୟର ନିଜସ୍ଵ ମଧୁବାବୁ ପେନସନ ଯୋଜନାରେ ବୃଦ୍ଧ, […]
କେଦାର ମିଶ୍ର ଗତକାଲି ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ, କିଏ ଜିତିଲା ବା ହାରିଲା, ସେ କଥା ସ୍ପଷ୍ଟ ହୋଇଯାଇଛି। ଏ ଦୁଇ ରାଜ୍ୟରେ ବିଜେପିର ଶାସନ ରହିଥିଲା, ତେଣୁ ସ୍ଵାଭାବିକ […]
କେଦାର ମିଶ୍ର ଏ ସମୀକ୍ଷା ଲେଖା ହେଲା ବେଳକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପୂରା ଘୋଷିତ ହୋଇନାହିଁ। ତେବେ ଦୁଇଟି ଯାକ ରାଜ୍ୟରୁ ଯେଉଁ ପ୍ରକାର ସଙ୍କେତ ମିଳୁଛି, ସେଥିରେ ହୁଏତ ବିଜେପି ପାଇଁ ବିଶେଷ ଉତ୍ସବ […]
କେଦାର ମିଶ୍ର କେହି କହି ନଥିଲେ ବା ଭାବି ନଥିଲେ ଯେ ବିଜେପୁର ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ହାରିବେ। ତାଙ୍କ ଜିତିବା ଏକ ପ୍ରକାର ନିଧାର୍ୟ ଥିଲା। ହେଲେ ସେ ଯେ ପ୍ରାୟ ୯୮ […]