କେଦାର ମିଶ୍ର ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଗତ କିଛି ବର୍ଷ ହେଲା ମୁମ୍ବାଇ ମୁଖ୍ୟଧାରାର ଲୋକପ୍ରିୟ ସିନେମାଗୁଡିକୁ ଜାତୀୟ ପୁରସ୍କାର ମିଳୁଛି। ପୂର୍ବରୁ ଆଞ୍ଚଳିକ ଭାଷାରେ ତିଆରି ହେଉଥିବା ଭିନ୍ନ ରୁଚିର ଓ ବାସ୍ତବତା ଆଧାରିତ ସିନେମା […]
ସମୀକ୍ଷା ବ୍ୟୁରୋ ୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି । ଶାସ୍ତ୍ରୀ ଭବନ ପରିସରରେ ପିଆଇବି କନଫରେନ୍ସ ହଲ୍ରେ ପୁରସ୍କାର ପ୍ରଦାନ ସମାବେଶର ଉତ୍ସବ ଆୟୋଜନ କରାଯାଇଛି । ଫିଚର ଫିଲ୍ମରେ ୩୧ଟି ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ । […]
ସମୀକ୍ଷା ବ୍ୟୁରୋ ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ଚଳିତ ଅଧିବେଶନରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଜେଡି ଓ […]
କେଦାର ମିଶ୍ର ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା […]
ରଙ୍ଗାଚରଣ ପ୍ରଧାନ ସେମାନଙ୍କୁ ଏମାନଙ୍କର ଭାଷା ଓ ଭାଷାଭିତ୍ତିକ ଜାତୀୟତାବାଦ ଭଲ ଲାଗି ନଥିଲା । ତେଣୁ ୨୫ ମାର୍ଚ୍ଚ, ୧୯୭୧ ମସିହାରେ ପଶ୍ଚିମ ପାକିସ୍ଥାନର ଶାସକଗୋଷ୍ଠି ସୈନ୍ୟ ପଠାଇ ପୂର୍ବ ପାକିସ୍ଥାନରେ ହତ୍ୟା ଓ ଦମନଲୀଳା ଚଳାଇଲେ । ମିଳିତ […]
ସମୀକ୍ଷା ବ୍ୟୁରୋ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ସୁଷମା ସ୍ବରାଜଙ୍କର ପରଲୋକ ଘଟିଛି।ବିଜେପିରେ ଅଟଳ-ଆଡଭାନୀ ଯୁଗର ଉତ୍ତର ଦାୟାଦ ଭାବରେ ସେ ଦୀର୍ଘ ବର୍ଷ ଧରି ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ […]
କେଦାର ମିଶ୍ର କହିବାରେ କୌଣସି ସନ୍ଦେହ ନାହିଁ ଯେ ସମ୍ବିଧାନର ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଓ ସେହି ଧାଡିକୁ ପଢି ଗୃହମନ୍ତ୍ରୀ ସାରା ଦେଶ ଆଗରେ ପ୍ରଶ୍ନ ରଖିଲେ ଯେ, ଅସ୍ଥାୟୀ କହିଲେ କଣ ସତୁରୀ ବର୍ଷ?(ମନେ […]
ରଙ୍ଗାଚରଣ ପ୍ରଧାନ ୧. ଧାରା ୩୭୦ ହଟିଗଲେ କାଶ୍ମୀରରେ ଦେଶ ବିରୋଧୀ ଆତଙ୍କବାଦ କମି ଯିବ କି ? ଉ: ନା । ଏହା ଲାଗି ରହିବ । ସେଇଥିପାଇଁ ତ ଆହୁରି ୩୫୦୦୦ ସୈନ୍ୟ ପଠା ଯାଇଛି । ୨. […]
ସମୀକ୍ଷା ବ୍ୟୁରୋ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ସମାପ୍ତ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । କିନ୍ତୁ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ଏପରି କିଛି ଧାରା ଲାଗୁ ହୋଇଛି । […]
ଭାରତରେ କ୍ରିକେଟ୍କୁ ଧର୍ମ ପରି ବିବେଚନା କରାଯାଏ । ମାତ୍ର ଚଳିତ କ୍ରିକେଟ୍ ବିଶ୍ବକପ୍ର ସେମି ଫାଇନାଲ୍ରୁ ଭାରତୀୟ ଦଳ ବିଦାୟ ନେବା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି। ବରିଷ୍ଠ ଖେଳାଳିଙ୍କ ପକ୍ଷରୁ କୋହଲିଙ୍କୁ ଅଧିନାୟକ ପଦବୀରୁ ବହିଷ୍କାର […]
କେଦାର ମିଶ୍ର ଲୋକ ବହୁତ ଖୁସି, କାରଣ ସମ୍ବିଧାନର ଧାରା ୩୭୦କୁ ସରକାର ଉଠାଇନେଲେ। ପ୍ରଥମଥର ଆମେ ଦେଖିଲୁ ବିନା ସମ୍ବିଧାନ ସଂଶୋଧନରେ, ବିନା ଭୋଟରେ ଗୋଟେ ସାମ୍ବିଧାନିକ ଧାରାକୁ ଲିଭେଇ ଦିଆଗଲା। ଏହା କେତେଦୂର ଆଇନ ସମ୍ମତ ତାହା ଆଗାମୀ […]
ସମୀକ୍ଷା ବ୍ୟୁରୋ ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ହଟାଇଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ […]
ସମୀକ୍ଷା ବ୍ୟୁରୋ ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି […]
ସାଗରିକା ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା […]
କେଦାର ମିଶ୍ର ଯଦି ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀଙ୍କ କଥାକୁ ବିଶ୍ଵାସ କରାଯାଏ ତାହେଲେ ଦେଶର ଦୀର୍ଘତମ ମାଟିବନ୍ଧ ହୀରାକୁଦ ବିପଜ୍ଜନକ ସ୍ଥିତିରେ ରହିଛି। ଗତକାଲି ଅର୍ଥାତ ୨ ଅଗଷ୍ଟ ଦିନ ଲୋକସଭାରେ ବନ୍ଧ ସୁରକ୍ଷା ବିଲ-୨୦୧୯ ପ୍ରସଙ୍ଗରେ ଆଲୋଚନା […]
ସମୀକ୍ଷା ବ୍ୟୁରୋ ଆଜି ହେଉଛି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ। ଠିକ୍ ୧୯୩୪ ମସିହା ଆଜିର ଦିନରେ ବିଶ୍ବଭୂଷଣ ହରିଚନ୍ଦନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜି ପର୍ଯ୍ୟନ୍ତ […]
ସମୀକ୍ଷା ବ୍ୟୁରୋ ଦିନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଯେଉଁମାନେ ବିଜେଡି ଛାଡିଥିଲେ, ସେମାନେ ଆଜି ବିଜେଡ଼ିକୁ ଫେରି ଆସିବାକୁ ବିକଳ ହୋଇ ବାଟ ଖୋଜୁଥିବାର ଜଣା ପଡିଛି। ନିର୍ବାଚନ ପୂର୍ବରୁ ବିଜେଡ଼ିର ବିକଳ୍ପ ଛିଡା କରିବେ ବୋଲି ଯେଉଁ ନେତାମାନେ […]
କେଦାର ମିଶ୍ର “ମୁଁ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରେନାହିଁ, ତାଙ୍କୁ ପ୍ରଶ୍ନ ପଚାରେ”- ନିଜର ଭୋଜପୁରୀ ଭାବ ମିଶା ହିନ୍ଦୀରେ ଏମିତି କିଛି କହିଲାବେଳେ ରବିଶ କୁମାର ଭିନ୍ନ ଏକ ଗ୍ରହର ସାମ୍ବାଦିକ ମନେହୁଅନ୍ତି। ଯେତେବେଳେ ସାରାଦେଶର ଗଣମାଧ୍ୟମ ନିଜକୁ ଶାସକ […]
କେଦାର ମିଶ୍ର ଯଦି ପ୍ରଶ୍ନ ପଚରାଯାଏ ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ, ତୁରନ୍ତ ଏହାର ଉତ୍ତର ମିଳିଯିବ, ଭବାନୀପାଟଣାର ମାନ୍ୟବର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ। ଏହା ଯଦି ସତ୍ୟ ତାହେଲେ, ବିରୋଧୀ ଦଳ ନେତା […]
ସାଗରିକା ମୀନା କୁମାରୀ, ଏ ନାଁ ଇ ଏକ ଇତିହାସ। ହିନ୍ଦୀ ସିନେମାରେ ଏମିତି ଏକ ଚେହେରା ଯିଏ କରୁଣ ରସର ଏକ କବିତା ପରି। ମୀନାକୁମାରୀଙ୍କ ମୁହଁ ବୋଧେ ତାଙ୍କ ସମୟର ଅଭିବ୍ୟକ୍ତିକୁ ରେଖାଙ୍କିତ କରୁଥିଲା। ଷାଠିଏ ଓ ସତୁରୀ […]
ସମୀକ୍ଷା ବ୍ୟୁରୋ ପରିଶେଷରେ ଉନ୍ନାଓ ଘଟଣାରେ ମାନ୍ୟବର ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି। ଗତ ଦୁଇ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଉନ୍ନାଓ ର ପୀଡ଼ିତା ଯୁବତୀଙ୍କ ଚିଠି ଉପରେ ସ୍ଵତନ୍ତ୍ର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ […]