ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରକାରୀ ସ୍ତରରେ ବହୁ ବଡବଡ ନିଷ୍ପତି ନେଇ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଫନି ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରି ଜୀବନ ବଞ୍ଚାଇବା କାର୍ଯ୍ୟ କରି ବିଦେଶରୁ ପ୍ରସଂଶା ହାସଲ କରିଛନ୍ତି। […]
ସମୀକ୍ଷା ବ୍ୟୁରୋ ବାତ୍ୟା ଫନିର ପ୍ରଭାବ ରାଜଧାନୀରେ ଏତେବେଶୀ ପଡିବ ବୋଲି କେହି କେବେ ଚିନ୍ତା କରି ନ ଥିଲେ। ପୁରୀରେ ଫନି ସ୍ଥଳଭାଗ ଛୁଇଁବାର ଅଧ ଘଣ୍ଚା ମଧ୍ୟରେ ଭୁବନେଶ୍ବରକୁ ଉଜାଡି ଦେଇଥିଲା। ଭୁବନେଶ୍ବରର ହଜାର ହଜାର ଗଛ ଉପୁଡି […]
ଫନି ବାତ୍ୟା କଣ ଉଜାଡିଛି ତାହାର ହିସାବ ତ ପରେ ହେବ ହେଲେ ଜଣେ ମହିଳାଙ୍କ କୋଳରେ ଭରିଦେଇଛି ଏକ କନ୍ୟା ସନ୍ତାନ। ଠିକ୍ ଫନି ବାତ୍ୟା ପୁରୀରେ ଭୂମି ସ୍ପର୍ଶ କରୁଥିବା ବେଳେ ଏହି ମହିଳା ଜଣଙ୍କ ଜନ୍ମ ଦେଲେ […]
କେଦାର ମିଶ୍ର ଯେଉଁ ବ୍ୟକ୍ତି ସବୁଠୁ ଦୁଃଖଦ ପରିସ୍ଥିତିରେ ବି ହସି ପାରିବାର ସାହସ ରଖିଥାଏ, ସେ ଲୋକ ସହଜରେ ସବୁଠୁ ବଡ ବିପଦକୁ ଅତିକ୍ରମ କରିପାରେ। ଯେତେବେଳେ ଓଡିଶା କଥା ଉଠେ, ସେତେବେଳେ ଆମକୁ ଗୋଟିଏ କଥା ସ୍ଵୀକାର କରିବାକୁ […]
ସମୀକ୍ଷା ବ୍ୟୁରୋ ଫନି ବାତ୍ୟା ବର୍ତ୍ତମାନ ଓଡିଶା ମୁହାଁ ହେଉଛି, ଏହା ସ୍ଥଳଭାଗକୁ ଖୁବ ଶିଘ୍ର ଛୁଇଁବ। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ଲୋକମାନେ ସମସ୍ତେ ତତ୍ପତରତା ପ୍ରକାଶ କରିଛନ୍ତି। ତେବେ ‘ ଫନି ‘ […]
କେଦାର ମିଶ୍ର ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ […]
କେଦାର ମିଶ୍ର ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ […]
ସମୀକ୍ଷା ବ୍ୟୁରୋ ଦୀର୍ଘ ଏକମାସ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ପରସ୍ପର ଗାଳି ଓ ସମାଲୋଚନାରେ ଲିପ୍ତ ରହିଥିଲେ। କାରଣ ଥିଲା ଉଭୟ କିପରି ଅନ୍ୟକୁ ଦୋଷ ଦେଇ ଭୋଟ ହାତେଇବା। ହେଲେ […]
ପାଟକୁରା ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ହେବେ ସାବିତ୍ରୀ ଅଗ୍ରୱାଲା। ସାବିତ୍ରୀ ହେଉଛନ୍ତି ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘେଷଣା କରିଛନ୍ତି। ଗତ ୨୦ ତାରିଖରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ହୋଇଥିଲା। […]
ସମୀକ୍ଷା ବ୍ୟୁରୋ ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି […]
ସମୀକ୍ଷା ବ୍ୟୁରୋ ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ଏହି […]
କେଦାର ମିଶ୍ର ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ […]
କେଦାର ମିଶ୍ର ଓଡିଶାରେ କ୍ଷମତା ପରିବର୍ତ୍ତନର ପାଦଶବ୍ଦ ଶୁଭୁଛି କି ? ବେଳେ ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଯେଉଁ ପରିବର୍ତ୍ତନର କଥା କହୁଛନ୍ତି ବା ଗୋଟେ ଅଧେ ଟେଲିଭିଜନ ଚାନେଲରେ ଯେଉଁ ପରିବର୍ତ୍ତନର ଆଲୋଚନା ଚାଲିଛି, ସାଧାରଣ […]
କେଦାର ମିଶ୍ର ତୃତୀୟ ପର୍ୟାୟ ନିର୍ବାଚନ ସରିଗଲା ପରେ ଏବେ ସାରା ରାଜ୍ୟର ଓ କିଛିକାଂଶରେ ପୂରା ଦେଶର ନଜର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ରହିଛି। ଏକଦା ଘନିଷ୍ଠ ବନ୍ଧୁ ଓ ଏବେ ପରଷ୍ପରର ପ୍ରବଳ ଶତ୍ରୁ ପାଲଟିଥିବା ବୈଜୟନ୍ତ […]
ବିଚିତ୍ର ବିଶ୍ୱାଳ ୨୦୧୪ ନିର୍ବାଚନ ପରେ ବିଜେପି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ପ୍ରେଟ୍ରୋଲିୟମ୍ ମନ୍ତ୍ରୀ ହେବା ପରେ ସେବେଠାରୁ ସେ ନିଜକୁ ଓଡ଼ିଶାର ଏକମାତ୍ର ବିଜେପି ନେତା ଭାବେ ଉପସ୍ଥାପନ କରିଆସୁଛନ୍ତି। ଗତ ପାଞ୍ଚ ବର୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକଳାପକୁ […]
ରଙ୍ଗାଚରଣ ପ୍ରଧାନ କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, […]
ସମୀକ୍ଷା ବ୍ୟୁରୋ ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା […]
ସମୀକ୍ଷା ବ୍ୟୁରୋ ପୁଣି ଥରେ ଭାରତରେ ବିଶ୍ବର ପ୍ରତିଷ୍ଠିତ ଶିଳ୍ପପତି ତଥା ଟେଲିକମ ଶିଳ୍ପରେ ଏକ ବିପ୍ଲବ ଆଣିଥିବା ମୁକେଶ ଆମ୍ବିନୀଙ୍କ ଜିଓ ରିଲାଏନସ ଆଣୁଛି ଆଉ ଏକ ବଡ ବିପ୍ଲବ। ତାହା ହେଉଛି ଗିଗାଫାଇବର ସଂଯୋଗ। ଏଥିରେ ଘର ଭିତରେ […]
କେଦାର ମିଶ୍ର ତୃତୀୟ ପର୍ୟାୟ ନିର୍ବାଚନ ପୂର୍ବରୁ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ବଢି ଚାଲିଛି। ନିର୍ବାଚନ ତାରିଖର ୪୮ ଘଣ୍ଟା ଆଗରୁ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସ ଉପରେ ନିର୍ବାଚନ କମିଶନଙ୍କ […]
କେଦାର ମିଶ୍ର ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ତୁଳନାରେ ଅଧିକ ଭଲ ଫଳ ପାଇବା ବୋଲି ଆଶା କରା ଯାଉଛି। ବିଭିନ୍ନ ଗୁଇନ୍ଦା ସୂତ୍ର ଓ କ୍ଷେତ୍ର ଅଧ୍ୟୟନରୁ ଯାହା ଜଣାପଡୁଛି, କେବଳ ବଲାଙ୍ଗୀର ଲୋକସଭା […]
ସମୀକ୍ଷା ବ୍ୟୁରୋ ବେଦପ୍ରକାଶ ଅଗ୍ରୱାଲା। ନିର୍ବାଚନ ଯୁଦ୍ଧରେ ଲଢେଇ କରି ଜିତିବାର ଆଶା ରଖିଥିଲେ , ହେଲେ ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ। ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜ୍ୟର ବରିଷ୍ଠ ନେତା ବେଦ […]