କେଦାର ମିଶ୍ର ଆଜି ୧୭ଦଶ ଲୋକସଭା ପାଇଁ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ବାହାରିବ। ଫଳ ବାହାରିବା ଆଗରୁ ସରକାର ଗଢା ସରିଲାଣି ଓ ବିରୋଧୀ ଦଳର ଶ୍ରାଦ୍ଧ ଆରମ୍ଭ ହୋଇଗଲାଣି। ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବରେ ପରାଜିତ ହୋଇଛି […]
ସମୀକ୍ଷା ବ୍ୟୁରୋ ଆସନ୍ତାକାଲିକୁ ସମସ୍ତଙ୍କର ଅପେକ୍ଷା। କେବଳ ନେତା ନୁହଁନ୍ତି ସାଧାରଣ ଜନତା ମଧ୍ୟ ଅପେକ୍ଷା କରିଛନ୍ତି ଏଥରର ଫଳାଫଳକୁ। କାରଣ ସେମାନେ ଯାହାକୁ ଭୋଟ ଦେଇଛନ୍ତି ସେ ଜିତୁଛନ୍ତି ନା ହାରୁଛନ୍ତି। ସେଥିପାଇଁ ଆସନ୍ତକାଲି ସମସ୍ତେ ଟିଭି ପାଖରେ ବସି […]
କେଦାର ମିଶ୍ର ଯେତେବେଳେ ପରାଜୟ ନିଶ୍ଚିତ ବୋଲି ଜଣାପଡେ, ସେତେବେଳେ ରାଜନୈତିକ ଦଳଗୁଡିକ ଭୋଟିଂ ମେସିନ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥାନ୍ତି- ଏହା ହେଉଛି ଆମ ଗଣମାଧ୍ୟମର ଏକ ସୁଚିନ୍ତିତ ସିଦ୍ଧାନ୍ତ। ନିଜ ପରାଜୟକୁ ସ୍ଵୀକାର କରିବା ପରିବର୍ତ୍ତେ […]
କେଦାର ମିଶ୍ର ଦୁତୀ ଚାନ୍ଦଙ୍କ ସହିତ ଆମର ପରିଚୟ କଣ? ଜଣେ ନିହାତି ସାଧାରଣ ପରିବାରର ଝିଅ ଯେତେବେଳେ ପୃଥିବୀର ବହୁ ଆଥଲେଟିକ୍ସ ମିଟରେ ଭାରତ ଲାଗି ପଦକ ଜିତିଛନ୍ତି, ସେଥିରେ ଆମେ ଗର୍ବିତ ହୋଇଛୁ। ତାଙ୍କର ପ୍ରତିଭା ଆମକୁ ଗୌରବ […]
ସରୋଜ ଜେନା କ୍ରିକେଟ୍ ବିଶ୍ବକପ୍ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍ ନାମରେ ପରିଚିତ ଏହି ଟାଇଟଲ୍କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍ ବିଶ୍ବକପ୍ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା […]
କେଦାର ମିଶ୍ର ଉତ୍ତର ପ୍ରଦେଶରେ ବିଜେପିକୁ ୫୬ ଓ ମହାଗଠବନ୍ଧନ ୨୨ ଆସନ ମିଳିବ । (ଟାଇମ୍ସ ନାଓ-ଭିଏମଆର) ଉତ୍ତର ପ୍ରଦେଶରେ ମହାଗଠବନ୍ଧନକୁ ୫୬ ଓ ବିଜେପିକୁ ୨୨ ଆସନ ମିଳିବ। (ଏବିପି-ନେଲସନ) ଅନେକ ସମୟରେ ମୁଁ ବୁଝି ପାରୁନି, ଏ […]
ଦେଶର ୧୭ ତମ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ସମାପନ ହୋଇଛି। ନିର୍ବାଚନ କମିଶନଙ୍କ କଟକଣା ଏବଂ ଆଦର୍ଶ ଆଚରଣ ବିଧି ଉଠିବା ପରେ ସମସ୍ତ ଗଣମାଧ୍ୟମ ନିର୍ବାଚନୀ ଫଳାଫଳର ବୁଥ ବାହୁଡା ବା ଏକ୍ସିଟ୍ ପୁଲ ରିପୋର୍ଟ […]
କେଦାର ମିଶ୍ର ଲାଇଟ, ସାଉଣ୍ଡ, କ୍ୟାମେରା …ଆକ୍ସନ। ଅଭିନେତା ଏବେ ପୁରା ତୟାର। ହିମାଳୟର ଗୁମ୍ଫାରେ ବେଦାଗ ଧଳା ବିଛଣା ପଡିଛି। ପୂରା ଗୁମ୍ଫା ଆଲୋକିତ। ଏଇଟା ପୁରାଣ ଯୁଗର ଅନ୍ଧାର ଗୁମ୍ଫା ନୁହଁ। ୟେ ଡିଜିଟାଲ ଇଣ୍ଡିଆର ସେଭେନ ଷ୍ଟାର […]
ସରୋଜ ଜେନା ୧୯୮୩ରେ ଅନୁଷ୍ଠିତ କ୍ରିକେଟ୍ ବିଶ୍ବକପ୍ରେ ଇତିହାସ ରଚିଥିଲା କପିଳ ଦେବଙ୍କ ଭାରତୀୟ ଦଳ। ବିଶ୍ବକପ୍ର ଏହି ତୃତୀୟ ସଂସ୍କରଣରେ ଦୁଇ ଦୁଇ ଥର ବିଶ୍ବ ଚାମ୍ପିୟନ୍ ଓ୍ବେଷ୍ଟ ଇଣ୍ଡିଜ୍କୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ବିଶ୍ବକପ୍ ଇତିହାସରେ […]
ସମୀକ୍ଷା ବ୍ୟୁରୋ ଆଜିକାଲି ରାଜନୀତିରେ ବୟାନବାଜି ତଥା ଆଖିଦୃଶିଆ ସଂଳାପ ଏକ ସ୍ବାଭାବିକ ପ୍ରକ୍ରିୟା ପରି ପରିଲକ୍ଷିତ ହେଉଛି। ଭାରତରେ ଚାଲିଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ଏହାର ବହୁଳ ପ୍ରଭାବ ଦେଖିବାକୁ ମିଳିଥିଲା। ଭାରତରେ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସମୟରେ […]
କେଦାର ମିଶ୍ର ଗତ କିଛିଦିନ ତଳେ ଆମେ ଗୋଟେ ଭୋଜିରୁ ଫେରୁଥିଲୁ। ଆମ ସାଙ୍ଗରେ ଥିବା ମୋର ଜଣେ ବଡଭାଇ ମୋତେ ପଚାରିଲେ, ନରେନ୍ଦ୍ର ମୋଦୀ ଯଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ତମେ କଣ କରିବ? ବଡଭାଇ ଭଲଭାବରେ ଜାଣନ୍ତି […]
ସରୋଜ ଜେନା କ୍ରିକେଟ୍ ବିଶ୍ବକପ୍ର ଦ୍ବିତୀୟ ସଂସ୍କରଣ ୧୯୭୯ ମସିହାରେ ଖେଳା ଯାଇଥିଲା । ପ୍ରଥମ ସଂସ୍କରଣ ପରି କ୍ଲାଇବ୍ ଲଏଡ୍ଙ୍କ ନେତୃତ୍ବାଧୀନ ଓ୍ବେଷ୍ଟ ଇଣ୍ଡିଜ୍ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ବଜାୟ ରଖିଥିଲା । ୧୯୭୯ ଜୁନ ୯ରୁ […]
କେଦାର ମିଶ୍ର ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ […]
ସରୋଜ ଜେନା ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ର ମହାକୁମ୍ଭ ବିଶ୍ବକପ୍ । ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ (ଆଇସିସି) ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର […]
କେଦାର ମିଶ୍ର ବାତ୍ୟା ପରବର୍ତ୍ତୀ ଓଡିଶା ରାଜନୀତିରେ ପ୍ରଶଂସା ଓ ଧନ୍ୟବାଦର ଚର୍ଚ୍ଚା ଟିକେ ବଢି ଯାଇଛି। ବାତ୍ୟା କବଳରୁ ଲକ୍ଷ ଲକ୍ଷ ଜୀବନକୁ ବଞ୍ଚାଇ ପାରିବାର ସଫଳତା ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ […]
କେଦାର ମିଶ୍ର ସାଧାରଣ ନିର୍ବାଚନ ପରେ ପରେ ବାତ୍ୟା ଆସି ଓଡିଶାର ଜନଜୀବନକୁ ବିପର୍ଯସ୍ତ କରିଦେଇଗଲା, ଯାହାର ପରିଣତି ସ୍ଵରୂପ ନିର୍ବାଚନୀ ପରବର୍ତ୍ତୀ ଗଣିତ ଉପରେ ଧ୍ୟାନ ଦେବାକୁ କାହା ପାଖରେ ଆଉ ସମୟ ରହିଲା ନାହିଁ। ନିର୍ବାଚନ ପରେ ହାର […]
କେଦାର ମିଶ୍ର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ୧୯୯୯ ମହାବାତ୍ୟାର ଭୟଙ୍କର ସ୍ମୃତିକୁ ବହୁ ପଛରେ ପକାଇ ସାରିଛି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଏବେ ଦେଶରେ କେବଳ ନୁହଁ, ବରଂ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଛି। ୧୯୯୯ […]
ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଫନି ବାତ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ଆଜି ସଚିବାଳୟରେ ବସିଥିବା ଏକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ଜଳସେଟିତ ଜମି […]
କେଦାର ମିଶ୍ର ପ୍ରକୃତି ସହିତ ମଣିଷର ଚିରନ୍ତନ ସଂଘର୍ଷରେ ପ୍ରକୃତି ସବୁବେଳେ ବଳୀୟାନ। ମଣିଷର ଶକ୍ତି ତଥା ସାଧନ ସୀମିତ ହୋଇଥିବାବେଳେ ପ୍ରକୃତି ଅସୀମ ଓ ଅଦମନୀୟ। ପ୍ରତ୍ୟେକ ପ୍ରାକୃତିକ ବିପର୍ୟୟରୁ ଆମେ ଏଇ ବାର୍ତ୍ତା ଇ ପାଇଛୁ। ତା ସହିତ […]
କେଦାର ମିଶ୍ର ମାତ୍ର ଦେଢ ଘଣ୍ଟାର ବାତ୍ୟା ପରେ – ଟେଲିଫୋନ ସବୁ ଅଚଳ। ଇଣ୍ଟରନେଟ ସାତ ସ୍ଵପ୍ନ। ଡ଼େବିଟ କାର୍ଡ/କ୍ରେଡିଟ କାର୍ଡ ଅଛି, ହେଲେ ପାଣି ଗିଲାସେ କିଣିବା ସମ୍ଭବ ନୁହେଁ। ତମରଓଲା, ଉବର, ଗୁଗୁଲ ମ୍ୟାପ, ଜମାଟୋ , […]
ପୁରୀ ଓ କୋଣାର୍କ ମନ୍ଦିରର ବାତ୍ୟା ଫନି ଯୋଗୁଁ ବିଶେଷ କ୍ଷତି ହୋଇ ନାହିଁ ବୋଲି ଆଜି ଭାରତ ପ୍ରତ୍ନତତ୍ବ ବିଭାଗର ଏକ ବରିଷ୍ଠ ଦଳ ଉଭୟ ମନ୍ଦିର ଯାଞ୍ଚ କରି କହିଛନ୍ତି। ଏହି ଦଳ ଫନି ବାତ୍ୟାରେ ପ୍ରାଚୀନ କିର୍ତ୍ତୀରାଜିର […]