ଭୁବନେଶ୍ୱର: ଜନସାଧାରଣଙ୍କୁ ଉତମ ମାନର ତଥା ଗୁଣବତାଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜଧାନୀର ନୂତନ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ଗୁରୁବାର ସଫଳତାର ୪ ବର୍ଷ ପୂରଣ କରିଛି। ଶିକ୍ଷା ଓ […]
ଭୁବନେଶ୍ୱର: ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି। ବୈଷୟିକ ଜ୍ଞାନକୌଶଳ, କୁଶଳୀ […]
ଭୁବନେଶ୍ୱର: ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସର (ଆଇଟିଇଇଏସ୍) ସିଇଓ ବ୍ରୁସ୍ ପୋହ ଏବଂ ଏକ ପ୍ରତିନିଧି ଦଳ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଆସିଛନ୍ତି । ସେଠାରେ ସୋମବାର ଦିନ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସେମାନେ ଯୋଗଦେଇ ରାଜ୍ୟର ଯୁବପିଢ଼ିଙ୍କ […]
ଖୋର୍ଦ୍ଧା: ୫-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଅନୁକୂଳ ପରିସ୍ଥିତିରେ ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସରକାର। ଆଉ ହସ୍ପିଟାଲରେ ଦେଖିବାକୁ ମିଳିବ ନାହିଁ ଲମ୍ବା ଲାଇନ। ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ୫-ଟି ମାଧ୍ୟମରେ ଗୋଷ୍ଠୀ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ […]
ନୂଆଦିଲ୍ଲୀ: କର୍କଟ ରୋଗୀଙ୍କୁ ଧ୍ୟାନରେ ରଖି ଦିଲ୍ଲୀ AIIMS ଏକ ସ୍ମାର୍ଟ ଫୋନ୍ ଆପ୍ – UPPCHAR ଲଞ୍ଚ କରିଛି। ଏହା ଏକ AI ଆଧାରିତ ସ୍ୱାସ୍ଥ୍ୟ ସେବା ଆପ୍। ଏହି ସ୍ୱତନ୍ତ୍ର ଆପ୍ ‘ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ […]
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ନିଶ୍ଚୟ କଖାରୁ ତରକାରୀ, ହଲୱା ଖାଇଥିବେ। କିନ୍ତୁ ଆପଣ କେବେ କଖାରୁ ରସ ପିଇଥିବାର ଦେଖିଛନ୍ତି କି? କଖାରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଆପଣ ନିୟମିତ କଖାରୁ […]
ଜୀବନଶୈଳୀ: ଯେପରି ପାଚିଲା ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ସେହିପରି କଞ୍ଚା ଅମୃତଭଣ୍ଡା ମଧ୍ୟ ଉପକାରୀ। ଏହା ମଧ୍ୟ ଆପଣଙ୍କୁ ଅନେକ ଗମ୍ଭୀର ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିରେ ମିଳୁଥିବା ପୋଷକ ତତ୍ତ୍ୱରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, […]
ସ୍ୱାସ୍ଥ୍ୟ: ଲବଙ୍ଗ ହେଉଛି ଏକ ପ୍ରକାର ମସଲା ଯାହା ବିଭିନ୍ନ ବ୍ୟଞ୍ଜନରେ ବ୍ୟବହୃତ ହୁଏ। ଖାଦ୍ୟର ସ୍ୱାଦ ବଢାଇବା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଲବଙ୍ଗ ଆୟୁର୍ବେଦରେ ଏକ ଔଷଧ ଭାବରେ ବ୍ୟବହୃତ ହୁଏ। ଦାନ୍ତ […]
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ସମୟ ସମୟରେ ଭଗବାନଙ୍କ ପାଇଁ ଅନେକ ପ୍ରକାରର ଉପବାସ ରଖାଯାଏ। ନବରାତ୍ରୀ ହେଉ କିମ୍ବା କରଭା ଚୌଥ, ଜନମାଷ୍ଟମୀ ହେଉ କିମ୍ବା ସୋମବାର, ମଙ୍ଗଳବାର ଏବଂ ଗୁରୁବାର କିମ୍ବା ରମଜାନରେ ଉପବାସ ହେଉ, ଭଗବାନଙ୍କ ସହ ଜଡିତ ପର୍ବ […]
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪.୩୦ ମି ସମୟରେ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାକୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। “ଆମ ହସ୍ପିଟାଲ” […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ […]
ଭୁବନେଶ୍ବର: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ […]
ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକରେ ଲାଗିରହିଥିବା ବହୁଦିନର ବିଭିନ୍ନ ସମସ୍ୟା ଓ ହାଉସ ସର୍ଜନ ଭତ୍ତା ବୃଦ୍ଧି ପାଇଁ ଗତ କାଲି ଏକ ଆୟୁଷ ଡାକ୍ତର ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ […]
ଭୁବନେଶ୍ଵର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଦୀର୍ଘ ୧୯ ବର୍ଷରୁ […]
ଭୁବନେଶ୍ଵର: ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର […]
ଭୁବନେଶ୍ୱର: ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନଶୈଳୀଜନିତ ନାନା ବ୍ୟାଧି ତଥା ଦିନକୁ ଦିନ ମାନବ ସମାଜ ନିମିତ୍ତ ଆହ୍ବାନ ପାଲଟୁଥିବା ବିଭିନ୍ନ ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା […]
ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର୍ୟୁବିଦ୍ୟା ହେଲ୍ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା […]
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ବରୂପ ଏମ୍ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍ଫୁସ୍ର ନିମ୍ନଭାଗରେ […]
ଖୋର୍ଦ୍ଧା: ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ସି ଡିଏମ୍ ଓ ଙ୍କ ଡ଼ିଟିୟୁ କକ୍ଷରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ସିଡିଏମଓ ଡଃ ରଘୁନାଥ ନାୟକ ପୌରହିତ୍ୟ କରିଥିବା ବେଳେ, ଏ […]
ଭୁବନେଶ୍ୱର: ଓଡିଶାର ୩୦ ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ଯଥା- ବଲାଙ୍ଗିର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ ଓ ରାୟଗଡା ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ (ଏମ୍ଡିଏ) କାର୍ଯ୍ୟକ୍ରମ ଆସନ୍ତା ୧୦-୧୯ ଫେବୃଆରୀ ୨୦୨୪ […]