ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନାର ଏକ ନୂତନ ଭାରିଆଣ୍ଟ ଓମିକ୍ରନ୍ର ଅନେକ ମାମଲା ମଧ୍ୟ ଭାରତରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ୧ ହଜାର ୨୭୦ କୁ ବୃଦ୍ଧି ପାଇଛି। ଏଥିସହିତ ୩୭୪ ରୋଗୀ ଆରୋଗ୍ୟ […]
ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୧୬ ହଜାର ୭୬୪ରେ ପହଞ୍ଚିଛି। ସେହିଭଳି ଗତ […]
ଭୁବନେଶ୍ବର: ଆଜି ରାଜ୍ୟରେ ୨୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୭ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: କୋଭାକ୍ସିନ BBV152 ଟିକା ନିରାପଦ ବୋଲି ପ୍ରମାଣିତ ହୋଇଛି। ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଏଲ) ଆଜି ଏହି ଘୋଷଣା କରିଛି। ପିଲାମାନଙ୍କଠାରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ସୁରକ୍ଷିତ ଏବଂ ଉତ୍ତମ ପ୍ରତିରକ୍ଷା ପ୍ରଦାନ କରୁଥିବା […]
ସ୍ୱାସ୍ଥ୍ୟ ଟିପ୍ସ: ସମସ୍ତେ ଚାହାଁନ୍ତି ପତଳା ଏବଂ ଫିଟ୍ ଶରୀର। ଶରୀରକୁ ମଧ୍ୟ ନମନୀୟ ରଖିବାକୁ ସମସ୍ତେ ଚାହାନ୍ତି। ଯାହାଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଜୀବନକୁ ସଠିକ୍ ଭାବରେ ବଞ୍ଚିବା ସହିତ, ଆପଣ ନୃତ୍ୟ ଏବଂ ଦୈନନ୍ଦିନ ଜୀବନକୁ ଖୁସିରେ ଉପଭୋଗ କରିପାରିବେ। […]
ମୁମ୍ବାଇ: ଓମିକ୍ରନ୍ ଏବଂ କରୋନାର ନୂଆ ଭାରିଆଣ୍ଟ ସମ୍ବନ୍ଧୀୟ ବିପଦ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁମ୍ବାଇ ସହରରେ ଭିଡ଼ ନହେବା ପାଇଁ ସରକାର […]
ଭୁବନେଶ୍ଵର: ଆଜି ରାଜ୍ୟରେ ଆଉ ୫ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ଵାରା ଧୀରେ ଧୀରେ ରାଜ୍ୟ ପାଇଁ ଚିନ୍ତା ବଢୁଛି। ଆଜି ସକାଳେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ […]
ନୂଆଦିଲ୍ଲୀ: ଆଜି ଦେଶରୁ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୬୮ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୨୨ ହଜାରରେ […]
ଭୁବନେଶ୍ବର: ଆଜି ରାଜ୍ୟରେ ୨୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୩ ଜଣ ଅଛନ୍ତି। ତେବେ […]
ସ୍ୱାସ୍ଥ୍ୟ ଟିପ୍ସ: ଆପଣଙ୍କ ଦାନ୍ତ ପୋକ ଖାଉଛି କି !! ଯଦି ହଁ ତେବେ ଚୁଇଁଗମ ଖାଇଲେ ଦାନ୍ତ ପୋକ ଖାଇବାରୁ ରକ୍ଷା ମିଳିଥାଏ। ଏହିପରି କିଛି ତଥ୍ୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ ଓ ସିଡିଏମଓ ଡ. ରଞ୍ଜନ କୁମାର ମିତ୍ରଙ୍କ ଗ୍ରହଣରେ ଭବାନୀପାଟଣା ସହର ସ୍ଥିତ ମା’ […]
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ବିଭିନ୍ନ ଉପାୟରେ ଲେମ୍ବୁ ଖାଇବାକୁ ପସନ୍ଦ କରୁ। ବହୁତ ଲୋକଙ୍କ ପାଇଁ ଲେମ୍ବୁ ପ୍ରିୟ ଅଟେ। ଏହା ସହିତ ସାଲାଡ, ସାମ୍ବର, ଖିଚିଡି ସ୍ୱାଦ ମଧ୍ୟ ଲେମ୍ବୁ ବିନା ଅସମ୍ପୂର୍ଣ୍ଣ ମନେହୁଏ। ଏଭଳି ପରିସ୍ଥିତିରେ, ଆମେ […]
ନୂଆଦିଲ୍ଲୀ: ଅମୃତଭଣ୍ଡା ଏପରି ଏକ ଫଳ ଯାହା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଅମୃତଭଣ୍ଡାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏଥିରେ ଭିଟାମିନ୍, ଫାଇବର ଏବଂ ମିନେରାଲ୍ସ ଅଛି। ବିଶେଷ କଥା ହେଉଛି ସମସ୍ତ ଋତୁରେ ଏହା ଆପଣଙ୍କ […]
ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଳା କପୁରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଅର୍ଜୁନ କପୁରଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ କରୋନା ପରୀକ୍ଷା ମଧ୍ୟ କରାଯିବ। ଅର୍ଜୁନ ଏବଂ ଅଂଶୁଳାଙ୍କ […]
ନୂଆଦିଲ୍ଲୀ: ଦେଶରେ ଓମିକ୍ରୋନର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନାର ଏହି ନୂତନ ଭାରିଆଣ୍ଟ ଦେଶର ୨୧ ଟି ରାଜ୍ୟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ର ୧୨୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ […]
ଭୁବନେଶ୍ବର: ଆଜି ରାଜ୍ୟରେ ୨୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୨ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ କାର୍ଯ୍ୟକାରୀ କରିବା ନେଇ […]
ଖୋର୍ଦ୍ଧା: ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ସାମିଲ ହୋଇଥିବା ପୁରୁଷ ହିତାଧିକାରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ ଚିକିତ୍ସା […]
ଭୁବନେଶ୍ୱର: କୋଭିଡର ନୂଆ ଭାରିଆଂଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଆସ୍ୱସ୍ତିକର ଖବର। କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର […]
ନୂଆଦିଲ୍ଲୀ: ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କ ଜନ୍ମଦିନ ଭୋଜିରେ ସାପ କାମୁଡ଼ିଥିଲା। ସଲମାନଙ୍କୁ ସାପ କିପରି କାମୁଡ଼ିଲା, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ ସଲମାନ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଫାର୍ମ ହାଉସରେ ପାର୍ଟି କରୁଥିଲେ। […]
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଓମିକ୍ରନର 653 ଟି ମାମଲା ରୁଜୁ ହୋଇଛି। ଗତକାଲି ଏହି ସଂଖ୍ୟା 578 ଥିଲା। ଗତ 24 ଘଣ୍ଟା ମଧ୍ୟରେ 75 ଟି […]