ଭୁବନେଶ୍ବର: ଆଜି ରାଜ୍ୟରେ ୧୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୪ ଜଣ ଅଛନ୍ତି। ତେବେ […]
ଭୁବନେଶ୍ୱର: କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍ର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ କମଳିନୀ ମଲ୍ଲିକଙ୍କୁ “ଭାରତ ଗୌରବ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ […]
ଭୁବନେଶ୍ୱର: ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରୀଜ ଅଫ ଇଣ୍ଡିଆ (ଆଇ ସି ଏସ୍ ଆଇ) ମଧ୍ୟରେ ରବିବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଆଇ […]
ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି, ଆମ ସମସ୍ତେ ଆମ ରୋଷେଇ ଘରେ ଶୁଖିଲା ଅଦା ପାଉଡର ବା ସୁଣ୍ଠିର ବ୍ୟବହାର ଦେଖୁଛନ୍ତି। ଆସନ୍ତୁ ଆପଣଙ୍କୁ କହିବା ଯେ ଶୁଖିଲା ଅଦା ତିଆରି କରିବା ପାଇଁ ଅଦାକୁ ଶୁଖାଯାଇ ଏକ ପାଉଡର ତିଆରି […]
ନୂଆଦିଲ୍ଲୀ: ନଡ଼ିଆ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହାକୁ ପିଇବା ଦ୍ୱାରା ଶରୀର ସଂପୂର୍ଣ୍ଣ ସତେଜ ହୋଇଯାଏ। କିନ୍ତୁ, ଆପଣ ଜାଣନ୍ତି କି ଏହା କେଶ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏହା କେଶକୁ ସୁସ୍ଥ […]
ଦିଲ୍ଲୀ: ଆଜି ଦେଶରୁ ୭ ହଜାର ୩୫୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୦୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୮୮ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୩ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ମାମଲା ମଧ୍ୟ ବଢିବାରେ ଲାଗିଛି। ମହାରାଷ୍ଟ୍ରର ନାଗପୁରରେ ଓମିକ୍ରନ୍ ଭାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ ହୋଇଛି। ଓମିକ୍ରନ୍ରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ବ୍ୟକ୍ତି […]
ସୀତାରାମ ଅଗ୍ରୱାଲ ବାଣପୁର: କୋମଳମତି ଝିଅ ବୟସ ହେବ ୧୧। ଆଖିରେ ଆଖିଏ ସ୍ବପ୍ନ। ବଡ଼ହେଲେ ଡାକ୍ତର ହେବି। ଗରିବଙ୍କ ସେବା କରିବି। କିନ୍ତୁ ଝିଅଟି ଉପରେ ଦାଉ ସାଧିଲା ଦଇବ। ଅଧାରୁ ପାଠ ପଢା ଛାଡିବାକୁ ପଡ଼ିଲା। କାରଣ ଝିଅଟିର […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା’ ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ […]
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ର ଏକ ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ପ୍ରବେଶ ପରେ ତୃତୀୟ ତରଙ୍ଗର ଭୟ ଆହୁରି ବଢିବାରେ ଲାଗିଛି। “ଅତ୍ୟଧିକ ସଂକ୍ରାମକ” ବୋଲି ବିଶ୍ବାସ କରାଯାଉଥିବା କୋଭିଡର ନୂତନ ଭାରିଆଣ୍ଟ ଓମିକ୍ରନ୍ ଏପର୍ଯ୍ୟନ୍ତ ଅତି କମରେ ୫୯ ଟି […]
ଦିଲ୍ଲୀ: ଆଜି ଦେଶରୁ ୭ ହଜାର ୭୭୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୦୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୮୧ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୬ ଜଣ ଅଛନ୍ତି। ତେବେ […]
ଭୁବନେଶ୍ବର: ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି। ଏନେଇ ବିଧାୟକ ବଦ୍ରି ପାତ୍ରଙ୍କ […]
ଦିଲ୍ଲୀ: ଆଜି ଦେଶରୁ ୭ ହଜାର ୯୯୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୫୯ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୯୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୧ ଜଣ ଅଛନ୍ତି। ତେବେ […]
ମୁମ୍ବାଇ: ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ଓମିକ୍ରନ୍ର ୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଓମିକ୍ରନ୍ର ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୩ଟି ମୁମ୍ବାଇରୁ ଏବଂ ୪ ଟି ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନରେ ସଂକ୍ରମିତ ହୋଇଥିବା ଜଣାପଡିଛି। […]
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଯାହାକି ଭାରତରେ ପ୍ରଥମ ଓ ବଶ୍ୱରେ ୭ମ ବୋଲି ଅବିହିତ କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି […]
ନୂଆଦିଲ୍ଲୀ: ଓମିକ୍ରନ୍ ର ନୂତନ ଭାରିଆଣ୍ଟ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶ୍ଵର ପ୍ରାୟ ୫୭ ଟି ଦେଶରେ ଓମିକ୍ରନ୍ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହି ଭାରିଆଣ୍ଟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ […]
ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୫୦୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୬୨୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୭୩ […]
ଭୁବନେଶ୍ବର: ଆଜି ରାଜ୍ୟରେ ୨୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୮ ଜଣ ଅଛନ୍ତି। ତେବେ […]