ତିରୁବନନ୍ତପୁରମ୍, ଶନିବାର ସକାଳେ ପଶ୍ଚିମବଙ୍ଗ ଏବଂ କେରଳରେ ଚଢାଉ କରି ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଅଲ କାଏଦା ଆତଙ୍କବାଦୀଙ୍କ ଏକ ଆନ୍ତଃରାଜ୍ୟ ଆକ୍ରମଣକୁ ନଷ୍ଟ କରିଦେଇଛି। ନଅ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣଙ୍କୁ ଏର୍ନାକୁଲମ ଜିଲ୍ଲାରୁ ଏବଂ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୦.୩ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୯୫୦,୦୦୦ ରୁ ଅଧିକ ହୋଇଛି। ଶନିବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୩ ଲକ୍ଷ ୯୫ ହଜାର […]
ଚୀନ୍ : ଚୀନ୍ରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରାଇଥିବାବେଳ ଏବେ ଚୀନ୍ରେ ଆଉ ଏକ ଭୟଙ୍କର ବ୍ୟାକ୍ଟେରିଆଲ୍ ସଂକ୍ରମଣ ବ୍ୟାପୁଥିବାର ସୂଚନା ରହିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ […]
ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନୀ ବନ୍ଦ କରିବା ଫଳରେ ପଡୋଶୀ ରାଷ୍ଟ୍ରରେ ପିଆଜର ଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ପିଆଜ ରପ୍ତାନୀର ପ୍ରଭାବ ଏବେ ପଡୋଶୀ ଦେଶ ନେପାଳ ଓ ବାଂଲଦେଶ ଉପରେ ପଡିଛି । […]
ବେଜିଂ, ଆସନ୍ତା ନଭେମ୍ବର ମାସ କିମ୍ବା ଡିସେମ୍ବରରେ ଚୀନର ଲୋକମାନଙ୍କୁ କୋଭିଡ19 ଟୀକା ମିଳି ପାରିବ। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଚାଇନିଜ୍ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ମୁଖ୍ୟ ଡ. ହୁୟୁ ଗୁଝେନ୍। […]
ଟୋକିଓ : ଅସୁସ୍ଥତା କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ଶାସକ ଦଳର ନେତା ୟୋସିହିଦେ ସୁଗା ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ସେ ଦୀର୍ଘ ସମୟ ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସେ ପୂର୍ବରୁ […]
ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସୁନ୍ଦରବନି ସୀମାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯିବା ସହିତ ଆକ୍ରମଣ କରାଯାଇଥିଲା । ଏଥିରେ ଜଣେ ଯବାନ […]
ଇଣ୍ଡୋନେସିଆ : କରୋନାକୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଭୟ । ଏହାକୁ ରୋକିବାକୁ ମାସ୍କ ସହିତ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କ ପିନ୍ଧିବା […]
ନୂଆଦିଲ୍ଲୀ : ଏଲ୍ଏସିରେ ସୀମା ବିବାଦ ସହ ପ୍ରାୟ ପ୍ରତ୍ୟେହ ଚୀନ୍ର ନୂଆ ନୂଆ ଚାଲ୍ ଆଗରେ ମଧ୍ୟ ଭାରତ ଚୀନ୍କୁ ଏକ ବଡ ଝଟ୍କା ଦେଇଛି । ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ । ଭୋଟିଂ ବ୍ୟବସ୍ଥାରେ […]
ଓ୍ବାଶିଂଟନ୍ : ଚୀନ୍ ବିରୋଧରେ ଆମେରିକା ପୁଣିଥରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚୀନ୍ରୁ ଆମଦାନୀ ହେଉଥିବା 5ଟି ସାମଗ୍ରୀ ଉପରେ ବ୍ୟାନ୍ ଲଗାଇଛି ଆମେରିକା । ଚୀନ୍ର ଜିନଜାଙ୍ଗ ପ୍ରୋଭିନ୍ସରୁ ଆସୁଥିବା 5ଟି ସାମଗ୍ରୀକୁ ବ୍ୟାନ୍ କରିଛି ଆମେରିକା […]
ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ଶାସନ ଭାରରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି କ୍ୟାବିନେଟ ସଚିବ ୟୋସିହିଦେ ସୁଗା । ସୋମବାର ୟୋସିହିଦେ ଦଳର ନେତା ଭାବରେ […]
ଇସ୍ରାଏଲ୍ : ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ପାଇଁ ଦେଶରେ ଦେଶବ୍ୟାପୀ ଲକ୍ଡାଉନ୍ର ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଏହି ଲକ୍ଡାଉନ୍ ଏବେ ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଅକ୍ଟୋବର 9 ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ଜାରି […]
ସାନ ଫ୍ରାନ୍ସିସ୍କୋ, ଗତ ମାସରେ କାଲିଫର୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୧୨,୯୫୦ ବର୍ଗ କିଲୋମିଟର ଜଙ୍ଗଲ ପୋଡି ଯାଇଛି। ଏହି ଅଗ୍ନିକାଣ୍ଡରେ ୪,୦୦୦ ଗୃହ ନଷ୍ଟ ହୋଇଯାଇଛି। ଗତମାସରେ ଲାଗିଥିବା […]
ଉତ୍ତରକୋରିଆ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ କାର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ରହିଛି । ଜୋଙ୍ଗ ଉନ୍ଙ୍କ ଅମାନବୀୟ କାର୍ଯ୍ୟଧାରାକୁ ନେଇ ପୁଣି ଥରେ ଚର୍ଚ୍ଚା ଲାଗି ରହିଛି । ନିକଟରେ ତାଙ୍କ ନୀତିକୁ ସମାଲୋଚନା କରିବା […]
ନୂଆଦିଲ୍ଲୀ, ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୨୦୨୧ ଫେବୃଆରୀ ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଏରୋ ଇଣ୍ଡିଆ ୨୧ ୱେବସାଇଟ ଉନ୍ମୋଚନ କରିଛନ୍ତି, ତାହା […]
ନ୍ୟୁୟର୍କ : ସିଟିଗ୍ରୁପରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଇଓ କାର୍ଯ୍ୟଭାର ଗ୍ରହଣ କରବେ । ଜେନ୍ ଫ୍ରେଜର ସିଟିଗ୍ରୁପର ପ୍ରଥମ ମହିଳା ସିଇଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଫ୍ରେଜର । ଆସନ୍ତା ଫେବୃୟାରୀ 2021ରେ ଫ୍ରେଜର […]
ରୁଷ୍ : ଗତ ଚାରି ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୀମାରେ ଉତ୍ତେଜନା ବଢିବାରେ ମଧ୍ୟ ଲାଗିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ହେବା ସତ୍ତ୍ବେ ଏଥିରେ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବର କରୋନାଭାଇରସ୍ ରୋଗର ଆକ୍ରାନ୍ତ ମୋଟ ସଂଖ୍ୟା ୨ କୋଟି ୮୦ ଲକ୍ଷକୁ ଟପିଥିବାବେଳେ ମୃତ୍ୟୁ ୯ ଲକ୍ଷ ରୁ ଅଧିକ ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୮୦ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୨୭.୭ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ୯୦୧,୦୦୦ କୁ ବୃଦ୍ଧି ପାଇଛି। ଗୁରୁବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୭୭ ଲକ୍ଷ ୧୯ ହଜାର ୯୫୨ […]
ନୂଆଦିଲ୍ଲୀ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଯଦ୍ୟପି ଉତ୍ତେଜନା ହ୍ରାସ କରିବା ସକାଶେ କୌଣସି ପ୍ରକାର ସଂଘର୍ଷ ସ୍ଥିତିକୁ ଏଡାଇବା ଲାଗି ତାର ପ୍ରତିବଦ୍ଧତା ପ୍ରତି ସଂପୂର୍ଣ୍ଣ ରୂପେ ବଚନବଦ୍ଧ କିନ୍ତୁ ଚୀନ ପକ୍ଷରୁ ସେଠାରେ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବା […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୭ ନିୟୁତ ମାର୍କକୁ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୮୮୨,୦୦୦ ରୁ ବୃଦ୍ଧି ପାଇଛି। ସୋମବାର ସକାଳ ସୁଦ୍ଧା ମୋଟ ମାମଲା ୨୭,୦୦୨,୨୨୪ ରେ ପହଞ୍ଚିଛି […]