ୱାଶିଂଟନ : ଆମେରିକାର ଏକ ମଲରେ ଗୁଳିକାଣ୍ଡ ଘଟି 8 ଜଣ ଆହତ ହୋଇଛନ୍ତି। ଶୁକ୍ରବାର ୱିସକନସିନରେ ରହିଥିବା ଏକ ମଲରେ ଗୁଳିକାଣ୍ଡ ଘଟିବା ସହିତ 8 ଜଣ ଲୋକ ଆହତ ହୋଇଛନ୍ତି । ତେବେ ଆତତାୟୀ ଜଣକ ଗୁଳି ଚାଳନା […]
ନୂଆଦିଲ୍ଲୀ : ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି। ତେବେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଆଦୌ ନୂଆ ଜିନିଷ ନୁହେଁ । 1962 ମସିହାରୁ ଆରମ୍ଭ ହୋଇଥିବା […]
ଇସ୍ଲାମ୍ବାଦ୍ : କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦ୍କୁ 10 ବର୍ଷ ଜେଲ୍ ଦଣ୍ଡ ଆଦେଶ ମିଳିଛି । ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଓ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ କରିବା(ଟେରର୍ ଫଣ୍ଡ) ମାମଲାରେ ଆତଙ୍କବାଦୀ ହାଫିଜ୍ ସଇଦ୍କୁ ପାକିସ୍ତାନ ଆତଙ୍କବାଦୀ […]
ନୂଆଦିଲ୍ଲୀ, ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗବାରରେ ସେ ଫୋନ ରେ କିଛି ସମୟ ବାଇଡେନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମୋଦୀ ଦୁଇ ଦେଶ ମଧ୍ୟରେ ନୂଆ ରଣନୀତି, […]
ଇଜିପ୍ଟ : ମଜା କରିବା ପାଇଁ ବନ୍ଧୁମାନଙ୍କ ସହ ପ୍ରାଙ୍କ୍ ବା କୌତୁକ କରାଯାଇଥାଏ । ଏବେ ପ୍ରାଙ୍କ୍ କରିବା ଆଳରେ ବହୁ ଅଜବ କାର୍ଯ୍ୟ କରାଯାଉଥିବାର ଦେଖାଯାଉଛି । ଲୋକଙ୍କୁ ଅଜବ ଧରଣର କାର୍ଯ୍ୟ କରିବାକୁ ଦିଆଯାଇଥାଏ । ତେବେ […]
ଅସଗାବତ: ଲୋକମାନଙ୍କର ମୂର୍ତ୍ତି ପ୍ରେମ ଠାରୁ ନେତାମାନଙ୍କ ମୂର୍ତ୍ତି ପ୍ରେମ ଅଧିକ । ମାତ୍ର ନିଜ ପୋଷା କୁକୁରର 50 ଫୁଟ ଉଚ୍ଚର ସୁନା ମୂର୍ତ୍ତି ସ୍ଥାପନ କରିବା ବିଶ୍ୱରେ ପ୍ରଥମ । ତୁର୍କମେନିସ୍ତାନ ରାଷ୍ଟ୍ରପତି ତାଙ୍କ ପ୍ରିୟ କୁକୁରର 50 […]
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ଆଇସୋଲେଶନରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କଠାରେ […]
ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ […]
ନୂଆଦିଲ୍ଲୀ, ସାବଧାନ ବଜାରକୁ ଆସିପାରେ ନକଲି କରୋନା ଟୀକା। ରାତାରାତି ଧନି ହେବାର ସ୍ବପ୍ନ ଦେଖୁଥିବା କିଛି ନକଲି କଂପାନୀ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଥିପାଇଁ ସାରା ବିଶ୍ବକୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ବ୍ରିଟେନ କ୍ରାଇମ ଏଜନ୍ସି ଏକ […]
ନୂଆଦିଲ୍ଲୀ, ଗତକାଲି ପାକିସ୍ଥାନରେ ମଧ୍ୟ ବେଶ୍ ଧୂମଧାମରେ ପାଳନ ହୋଇଛି ଦୀପାବଳି ଉତ୍ସବ। ପାକିସ୍ଥାନରେ ଥିବା ହିନ୍ଦୁମାନେ ଏହି ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିଛନ୍ତି। ସଂଧ୍ୟାରେ ସେମାନେ ସେଠାରେ ଥିବା ମନ୍ଦିରରେ ଆଲୋକ ମାଳା ଏବଂ ଦୀପ ଲଗାଇ […]
ନୂଆଦିଲ୍ଲୀ, ବିଶ୍ବର ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷଣା ବିଭାଗ ତରଫରୁ କରୋନା ଉପରେ ଗବେଷଣା କରାଯାଇ ନୂଆ ତଥ୍ୟ ପ୍ରକାଶ କରାଯାଇଛି। ତାହା ହେଉଛି ଯେ, ପ୍ରତି ପାଞ୍ଚ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ଜଣେ ମାନସିକ ରୋଗରେ ପିଡିତ ହେଉଛନ୍ତି। […]
ନେପାଳ : ନେପାଳର ବୈତଡୀ ଜିଲ୍ଲାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନେପାଳର ବୈତଡୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ 9ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 34 ଜଣ ଆହତ ହୋଇଛନ୍ତି । […]
ମସ୍କୋ : ଋଷ ପକ୍ଷରୁ ବିକଶିତ କରାଯାଇଥିବା କରୋନା ଟୀକା 92 ପ୍ରତିଶତ ଫଳପ୍ରଦ ବୋଲି ଋଷ ପକ୍ଷରୁ ଦାବି କରାଯାଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ନେଇ ମସ୍କୋ ପକ୍ଷରୁ କୁହାଯାଇଛି । […]
ମୋଜାମ୍ବିକ : ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଆଇଏସଆଇଏସ୍ ନରସଂହାର କରିଥିବାର ସୂଚନା ରହିଛି । ଏକ ଗ୍ରାମର 50ଜଣ ଲୋକଙ୍କର ମୁଣ୍ଡ କାଟ କରିଛନ୍ତି । କ୍ୟାବୋ ଡେଲଗାଡୋ ରାଜ୍ୟର ନାଜ୍ବା ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । […]
ତାଇଓ୍ପାନ୍ : ଉତ୍ତରପଶ୍ଚିମ ତାଇଓ୍ବାନ୍ରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କୁହାଯାଏ, ନିଜ ମନ ପସନ୍ଦର ଖାଦ୍ୟର ନା ଶୁଣିଲେ ପାଟିରୁ ଲାଳ ଗଡିଥାଏ । କିନ୍ତୁ ଏଠାରେ କିଛି ଅଜବ […]
ବାହାରିନ୍ : ବାହାରିନ୍ ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା। ଆମେରିକାର ମାୟୋ କ୍ଲିନିକାଲ୍ ହସ୍ପିଟାଲରେ ବୁଧବାର ଦିନ ଶେଖ୍ ଖଲିଫାଙ୍କର ମୃତ୍ୟୁ ହୋଇଥିବାର […]
ଓ୍ବାଶିଂଟନ : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ପୁଣି ଥରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ଗତ 24 ଘଣ୍ଟାରେ ଆମେରିକାରେ 2 ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଦେଶରେ ସର୍ବମୋଟ୍ ସଂକ୍ରମିତଙ୍କ ସଂଖ୍ୟା […]
ମସ୍କୋ : ଋଷର ଏକ ନଦୀ ଆଶ୍ଚର୍ଯ୍ୟଜନକ ଭାବେ ଲାଲ୍ ରଙ୍ଗରେ ରୂପାନ୍ତରିତ ହୋଇଛି । ତେବେ ପ୍ରଦୂଷଣ ଯୋଗୁଁ ଉକ୍ତ ନଦୀର ଜଳ ଆଶ୍ଚର୍ୟ୍ୟଜନକ ଭାବେ ଲାଲ ରଙ୍ଗରେ ରୂପାନ୍ତରିତ ହୋଇଚି । ରୁଷ୍ର ଦକ୍ଷିଣ ଅଂଶରେ ଅବସ୍ଥିତ ଏହି […]
ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ଆଫଗାନିସ୍ଥାନ କନ୍ଦାହାରରେ ଥିବା ସୁରକ୍ଷା କର୍ମି ଆଉଟ ପୋଷ୍ଟ ନିକଟରେ ଏକ ବଡଧରଣର କାର ବୋମା ବିସ୍ପୋରଣ ଘଟିଛି। ଏହାଫଳରେ ଆଠଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ପାଞ୍ଚଜଣ ଶିଶୁ ଥିବା ବେଳେ ତିନିଜଣ […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ବର୍ତ୍ତମାନ ସାରା ପୃଥିବୀରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ସେହିପରି ଭାରତର ତରଫରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଅଭିନନ୍ଦନ ଦେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ […]
ନୂଆଦିଲ୍ଲୀ : ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି । ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି । ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି […]