ନୂୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ବିଶ୍ୱର ସବୁଠୁ ଶସ୍ତା ଆରଟି-ପିସିଆର ଭିତ୍ତିକ କୋଭିଡ-୧୯ ଡାଇଗ୍ନୋଷ୍ଟିକ କିଟ୍କୁ ଇଲେକ୍ଟ୍ରୋନିକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ଏହି କିଟ୍କୁ ଆଇସିଏମ୍ଆର […]
ନୂଆଦିଲ୍ଲୀ/ବ୍ୟାଙ୍କକ, କରୋନାର ଭୟଙ୍କର ସ୍ଥିତି ପାଇଁ ବର୍ତ୍ତମାନ ସାରା ବିଶ୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି। ସ୍କୁଲ କଲେଜଠାରୁ ଆରମ୍ଭ କରି ମଲ ସିନେମା ହଲ ସବୁ ବନ୍ଦ। ହେଲେ ଏପରି ସଙ୍କଟମୟ ପରିସ୍ଥିତିରେ ଥାଇଲାଣ୍ଡ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଛି […]
ନୂଆଦିଲ୍ଲୀ, ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବାକୁ ଥିବା ଏହି ବୈଠକରେ ୨ୟ ପର୍ଯ୍ୟାୟ ସେନା […]
ନୂଆଦିଲ୍ଲୀ: ବିଶ୍ବରେ ପ୍ରଥମ ଥର ପାଇଁ କରୋନାଭାଇରସ୍ ବିରୋଧୀ ଟିକାର ସଫଳ ଡାକ୍ତରୀ ପରୀକ୍ଷା କରାଯାଇଛି। ରୁଷ୍ ଏହି ପରୀକ୍ଷା କରିଥିବା ଦାବି କରିଛି। ମାନବ ଶରୀରରେ ଏହାର ପରୀକ୍ଷଣ କରାଯାଇଛି। ‘ଲାଇପୋଫିଲିସ୍ଡ୍’ ବା ପାଉଡର୍ ଭାବେ ଥିବା ଏହି ଟିକାରୁ […]
ନୂଆଦିଲ୍ଲୀ: ପ୍ରଥମ ଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। […]
ନୂଆଦିଲ୍ଲୀ, ସର୍ବଭାରତୀୟ ବ୍ୟାଘ୍ର ଗଣନା 2018ର ଫଳାଫଳ ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ହୋଇଥିଲା। ବିଶ୍ଵର ସର୍ବବୃହତ କ୍ୟାମେରା ଉତ୍ତୋଳିତ ବନ୍ୟପ୍ରାଣୀ ସର୍ଭେ ହିସାବରେ ଏହା ଗିନିଜ ୱାର୍ଲ୍ଡ ଅଫ ରେକର୍ଡରେ […]
ନୂଆଦିଲ୍ଲୀ, ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ। ଏହା ଏବେ ଗୁରୁତର ଏବଂ […]
ଓ୍ବାସିଂଟନ, ଶେଷରେ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ୱାସିଂଟନ ଡିସିର ଏକ ସମାରିକ ହସପିଟାଲ ବୁଲିବାକୁ ଯିବା ବେଳେ ସେ ଏହି ମାସ୍କ ପିନ୍ଧିଥିଲେ। ସେଠାରେ ଆହତ ଆମେରିକୀୟ ଯବାନ, କୋଭିଡ ଯୋଦ୍ଧା ଚିକିତ୍ସିତ ହେଉଥିଲେ। ସେମାନଙ୍କ […]
ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା LACରୁ ଭାରତ ଓ ଚୀନ୍ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବେ। ସୀମା ବିବାଦର ଆପୋସ ସମାଧାନ କରାଯିବ ବୋଲି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଏବେ ବଦଳିବାରେ ଲାଗିଛି ଚୀନର ମତିଗତି। […]
ନୂଆଦିଲ୍ଲୀ, ବନ୍ୟପ୍ରାଣୀ ଜଗତରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏକ ହାତୀ ଏକାଥରେ ଜାଆଁଳା ଛୁଆ ଜନ୍ମ କରିଛି। ଏହି ଘଟଣାଟି ଶ୍ରୀଲଙ୍କାର ମିନିରିୟା ଜାତୀୟ ଉଦ୍ୟାନରେ ଘଟିଛି। ବର୍ତ୍ତମାନ ମା ଓ ଦୁଇ ଛୁଆ ବେଶ ଭଲ ଅଛନ୍ତି […]
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅତିକ୍ରମଣ କରିଥିବା ଚୀନ୍ ସେନା ଅପସାରଣ ଘୋଷଣାର ଦୁଇ ଦିନ ପରେ ପାଟ୍ରୋଲିଂ ପଏଣ୍ଟ 14, 15ରେ ଆଜି ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ହଟ୍ ସ୍ପ୍ରିଙ୍ଗସରେ ମଧ୍ୟ […]
ଢାକ୍କା, ସାରା ବିଶ୍ବକୁ ଗ୍ରାସ କରିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇଁ ସବୁଠି ଚାଲିଛି ଟୀକା ଓ ଔଷଧ ପାଇଁ ପରୀକ୍ଷା ନିରୀକ୍ଷା। ଢାକ୍କାର ଗ୍ଲୋବ ବାୟୋଟେକ୍ ବାଂଲାଦେଶର ପ୍ରଥମ କମ୍ପାନି ଭାବେ କୋଭିଡ-19 ପ୍ରତିଷେଧକ ଟୀକା ପ୍ରସ୍ତୁତ କରୁଥିବା ଦାବି […]
ଭୁବନେଶ୍ବର, ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରି ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ସର ଇଣ୍ଟରନାସନାଲ […]
କାଠମାଣ୍ଡୁ : ନେପାଳରେ ସୃଷ୍ଚି ହୋଇଥିବା ରାଜନୈତିକ ସଂକଟ ଅଧିକ ଘନିଭୂତ ହେବାରେ ଲାଗିଛି। ଆଜି ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପୁଷ୍ପ କମଲ ଦହଲ […]
ନୂଆଦିଲ୍ଲୀ, ଭାରତକୁ ଜାପାନର ଦୃଢ ସମର୍ଥନ ଘୋଷଣା । ଲଦାଖ ସୀମାରେ ଚୀନ୍ ସହିତ ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ଜାପାନଠାରୁ ସମର୍ଥନ ପାଇଛି ଭାରତ । ପ୍ରକୃତ ନିୟନ୍ତ୍ରଣ ରେଖା ବା (ଏଲଏସି)ରେ ସ୍ଥିତାବସ୍ଥା ବଦଳାଇବା ପାଇଁ ଚୀନ କରୁଥିବା ଏକପାଖିଆ […]
ଟୋକିଓ, ଜାପାନ ଜଳରାଶିରେ ଚୀନ ଯୁଦ୍ଧ ଜାହାଜ। ଏହାକୁ ନେଇ ଚୀନ ନିକଟରେ ଜାପାନ ଦୃଢ ପ୍ରତିବାଦ ଜଣାଇଛି । ପୂର୍ବ ଚାଇନା ସମୁଦ୍ର ନିକଟ ବିବାଦୀୟ ଦ୍ବୀପ ନିକଟ ଜାପାନ ଜଳରାଶିକୁ ଚୀନ ତଟ୍ଟରକ୍ଷୀ ବାହିନୀର ଦୁଇଟି ଜାହାଜ ପ୍ରବେଶ […]
କାଠମାଣ୍ଡୁ: ଗତ କିଛି ଦିନ ଧରି ଭାରତ ବିରୋଧୀ ମନୋଭାବ ପୋଷଣ କରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପିିଏସ୍ ଓଲିଙ୍କ ସ୍ଥିତି ଏବେ ଟଳମଳ। ନିଜ ଆସନ ବଞ୍ଚାଇବା ତାଙ୍କ ପାଇଁ ଏବେ କାଠିକର ପାଠ ହୋଇ ପଡ଼ିଛି। ଓଲିଙ୍କ କ୍ୟାବିନେଟରେ ଥିବା […]
ୟୁଏଇ : ଧୋକ୍କା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ 10 ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି । ଜଣେ ମହିଳାଙ୍କୁ ପ୍ରତାରଣା କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ତାଙ୍କ ସ୍ବାମୀଙ୍କୁ 10 ଲକ୍ଷ 28 […]
କରାଚି: କରାଚିରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ବନ୍ଧୁକ ଓ ଗ୍ରେନେଡ୍ ଆକ୍ରମଣରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଆହତ ହୋଇଛନ୍ତି। ଚାରିଜଣ ମାଓବାଦୀ ପିଏସଏକ୍ସ ବିଲଡିଂ ଉପରେ ଆକ୍ରମଣ କରି ଗୁଳି ଚଳାଇଛନ୍ତି। ସମସ୍ତ ଚାରି ଆତଙ୍କିଙ୍କ […]
ଇଜିପ୍ଟ : ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସରଙ୍କୁ ବେଲି ଡ୍ୟାନ୍ସ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ଇଜିପ୍ଟର ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସର ସାମା ଏଲ୍ ମୈସିଙ୍କୁ ବେଲି ଡ୍ୟାନ୍ କରିବାକୁ ନେଇ ଜରିମାନା ହୋଇଛି । ମୈସୀ […]
ମେକ୍ସିକୋ : ହ୍ୟାଣ୍ଡ୍ ସାନିଟାଇଜର୍ ପିଇ ତିନିଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ଜଣକର ଆଖି ନଷ୍ଟ ହୋଇଯାଇଛି । ଏପରି ଏକ ଘଟଣା ନ୍ୟୁ ମେକ୍ସିକୋ ଅଞ୍ଚଳରେ ଘଟିଥିବାର ଜଣାଯାଇଛି । ସିଏନଏନ୍ ରିପୋର୍ଟ ଅନୁସାରେ , ହ୍ୟାଣ୍ଡ ସାନିଟାଇଜର୍ ପିଇବା ପରେ […]