ପାକିସ୍ତାନ : ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଭାରତ, ପାକିସ୍ତାନ ସମେତ ସାରା ଦୁନିଆରେ ପ୍ରଭାବ ବିସ୍ତାର କରିଛି । କରୋନା ଯୋଗୁଁ ପାକିସ୍ତାନରେ ସ୍ଥିତି ମଧ୍ୟ ବେଶ୍ ଜଟିଳ ରହିଛି । ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା […]
ଇସଲାମବାଦ: ଜାତୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅତି କମରେ ୨୫୩ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ଡାକ୍ତରୀ କର୍ମଚାରୀ ପାକିସ୍ତାନରେ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ବୁଧବାର ପର୍ଯ୍ୟନ୍ତ ତଥ୍ୟ ଥିବା ରିପୋର୍ଟକୁ ଆଧାର […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ପ୍ରଭାବ ବିସ୍ତାର କରିଥିବାବେଳେ ଆମେରିକାରେ କରୋନା ସ୍ଥିତି ଜଟିଳ ରହିଛି। ଆମେରିକାରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା 50 ହଜାର ପାର୍ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 886,709ରେ ପହଞ୍ଚିଛି। ବିଶ୍ବରେ […]
ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ ମନ୍ଦିର, ମସଜିଦ୍ ଚର୍ଚ୍ଚ ଓ ଗୁରୁଦ୍ବାର ତଥା ସମସ୍ତ ତୀର୍ଥସ୍ଥଳୀକୁ ବନ୍ଦ କରିଛନ୍ତି […]
ଚିକାଗୋ: ଅବିଶ୍ବାସ ହେଲେ ବି ସତ। ଆମେରିକାର ଜଣେ ବ୍ୟକ୍ତି 6 ହଜାର ଟଙ୍କାର ରାସନ୍ କିଣି ପ୍ରଦାନ କରିଛନ୍ତି 8 ଲକ୍ଷ ଟଙ୍କା। ଚିକାଗୋର ଏକ ଜେନେରାଲ ଷ୍ଟୋରରୁ ଜଣେ ବ୍ୟକ୍ତି 90 ଡଲାରର ସାମଗ୍ରୀ କିଣିଥିଲେ ମାତ୍ର ତାଙ୍କୁ […]
ଜେନେଭା: ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ ବୋଲି କହିଛନ୍ତି ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ । ତେଣୁ କେହି ବି କିଛି ଭୁଲ କରନ୍ତୁ ନାହିଁ […]
ନ୍ୟୁୟର୍କ : ବିଶ୍ବରେ କରୋନାର ତାଣ୍ଡବ ଜାରି ରହିଛି । ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ବିଶ୍ବର ସବୁ ଦେଶରେ ପ୍ରଭାବ ବିସ୍ତାର କରି ସାରିଛି। ଏହା ଏବେ କେବଳ ମଣିଷଙ୍କର ନୁହେଁ ପଶୁଙ୍କଠାରେ ମଧ୍ୟ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଆମେରିକା, ସ୍ପେନ୍, ବ୍ରିଟେନ୍ ଫ୍ରାନ୍ସ ପରି ବହୁ ବିତ୍ତଶାଳୀ ରାଷ୍ଟ୍ର ଏବେ କରୋନା କବଳରେ କବଳିତ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 2700ରୁ […]
ଇସଲାମାବାଦ : ସେଲ୍ଫ କ୍ବାରେଣ୍ଟାଇନ୍ରେ ଅଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଇମ୍ରାନ୍ଙ୍କର କରୋନା ପରୀକ୍ଷଣ କରାଯିବା ସହିତ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଧି ଫାଉଣ୍ଡେସନ୍ର ମୁଖ୍ୟ ଫୈଜଲ୍ ଏଧିଙ୍କୁ […]
ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ସାରା ବିଶ୍ବରେ ବିଶ୍ବ ମହାମାରୀ ରୂପେ ମାଡ଼ି ଚାଲିଛି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2,481,026ର ପହଞ୍ଚିଥିବାବେଳେ 170,.423ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 7,92,759ରେ ପହଞ୍ଚିଥିବାବେଳେ […]
ଲଣ୍ଡନ : ବିଶ୍ବବାସୀଙ୍କ ପାଇଁ ଖୁସି ଖବର । ବିଶ୍ବରେ ମହାମାରୀ ଭାବରେ ବ୍ୟାପୁଥିବା କରୋନାର ଟୀକା ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ବିକଶିତ ହେବାକୁ ଯାଉଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କିଛି ପ୍ରଫେସର ଏହା ଉପରେ କାର୍ଯ୍ୟ କରୁଛନ୍ତି । […]
ଓ୍ବାଶିଂଟନ୍ : ଗଭର୍ବତୀ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳା କୋମାରେ ରହିବା ପରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । 27 ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଏଞ୍ଜେଲା ପ୍ରିମଚିନ୍କୋ । ଆମେରିକାର ଓ୍ବାସିଟନର ଏହି […]
ନୂଆଦିଲ୍ଲୀ :ଗତ ଡିସେସମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ଏହି ମହାମାରୀ କରୋନା ଆଜି ବିଶ୍ବର 210ଟି ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ସାରା ବିଶ୍ବରେ 23 ଲକ୍ଷରୁ ଅଧିକ ଲୋକେ ଏହି ଭୟାନକ ଭାଇରସରେ […]
ଇରାନ୍ : ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ବହୁ ସର୍ଜରୀ କରିଥିବା ଇରାନର ଇନ୍ଷ୍ଟାଗ୍ରାମ ଷ୍ଟାର୍ ସହର ତବର୍ ଏବେ କରୋନା ପଜିଟିଭ୍ । ତାଙ୍କୁ ତେହେରାନର ଏକ ହସ୍ପିଟାଲରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଜୋମ୍ବୀ ପରି […]
ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 210ଟି ଦେଶକୁ କବଳିତ କରିଛି । ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 50 ହଜାର 689 ରହିଥିବାବେଳେ ସୁସ୍ଥ ହେଲେଣି 5 ଲକ୍ଷ 72 ହଜାର 103 ଜଣ । […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ 53ଟି ଦେଶରେ ମୋଟ୍ 3,336ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ 25ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ କୁହାଯାଇଛି । […]
ବ୍ରାଜିଲ୍ : ବିଶ୍ବ ମହାମାରୀ କରୋନା ଯୋଗୁଁ ରାଷ୍ଟ୍ରଗୁଡିକ ଆର୍ଥିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ବ୍ରାଜିଲ୍ରେ କରୋନା ନେଇ ଉଭୟ ରାଷ୍ଟ୍ରପତି ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ଅର୍ଥକୁ ନେଇ ଜାରିରହିଥିବା ମତଭେଦ ଉଗ୍ର ରୂପ ଧାରଣ କରିଛି । […]
ନ୍ୟୁୟର୍କ : ସାରା ଦେଶରେ କରୋନା କାୟା । ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର ଆଜି କରୋନା ମାଡରେ ଧରାଶାୟୀ ହେବାକୁ ଲାଗିଲେଣି । କରୋନାର ଭୟାବହତାରୁ ରକ୍ଷା ପାଇଁ ଅନେକ ରାଷ୍ଟ୍ର ଲକ୍ ଡାଉନ୍କୁ ମାନି ନେଇଛନ୍ତି । ସବୁଠାରୁ […]
ନୂଆଦିଲ୍ଲୀ: ବିଶ୍ବର 210ଟି ରାଷ୍ଟ୍ରରେ କରୋନା ବ୍ୟାପିଥିବାବେଳେ ସାରା ବିଶ୍ବରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 21,82,197ରେ ପହଞ୍ଚିଛି । ସେହିପରି କରୋନା ଜନିତମୃତ୍ୟୁ ସଂଖ୍ୟା 145,521 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 547,295 ଜଣ । ସର୍ବାଧିକ […]
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥା ସାଇବର ସମନ୍ୱୟ କେନ୍ଦ୍ର (ସାଇକର୍ଡ) ଘରୋଇ ବ୍ୟକ୍ତିବିଶେଷଙ୍କୁ ଜୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ଉପଦେଶିକା ଜାରି କରିଛନ୍ତି । ଏହି ଉପଦେଶିକାରେ କୁହାଯାଇଛି ଯେ ସରକାରୀ ଅଧିକାରୀ/ କର୍ମଚାରୀମାନଙ୍କ ଦ୍ୱାରା ସରକାରୀ […]
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆମେରିକା, ବ୍ରିଟେନ୍, ଇଟାଲୀ ପରି ସମ୍ଭ୍ରାନ୍ତ ଦେଶଗୁଡିକ ଏବେ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି କରୋନା ସହ ଯୁଦ୍ଧରେ ବ୍ରିଟେନ୍ର ଜଣେ […]