ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଦୁନିଆରେ ଏବେ ଲକ୍ ଡାଉନ ସ୍ଥିତି ଉପୁଜିଛି । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ, ଭାରତର ବିଭିନ୍ନ ଅଂଚଳରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପର୍ଯ୍ୟଟନ ମନ୍ତ୍ରଣାଳାୟ ଆଗେଇ ଆସିଛି। ସେଥିପାଇଁ ବିଭାଗ ତରଫରୁ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି […]
ବ୍ରିଟେନ୍ : କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ଜନସନ୍ଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କୁ […]
ନ୍ୟୁୟର୍କ : ବାଘୁଣୀ ଦେହରେ କରୋନା ପଜିଟିଭି । ପ୍ରଥମ ଥର ପାଇଁ ବାଘୁଣୀ ପରି ପଶୁ ଦେହରେ କରୋନା ପଜିଟିଭିକୁ ଚିହ୍ନଟ କରାଯାଇଛି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଘରେ ମାଲେସିଆରୁ ଆସିଥିବା ଚାରି ବର୍ଷ ବାଘୁଣୀ ଦେହରେ କରୋନାକୁ ଚିହ୍ନଟ […]
କରୋନା ଭାଇରସ୍ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । […]
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ମହାମାରୀ ରୂପ ନେଇ 206ଟି ଦେଶକୁ ବ୍ୟାପି ସାରିଲାଣି। ଏହି ଭୟଙ୍କର କରୋନା ଯୋଗୁଁ 64,791 ଜଣଙ୍କର ପ୍ରାଣ ଯାଇଥିବାବେଳେ 1,204,055 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି […]
ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ […]
ଫ୍ଲୋରିଡା : କରୋନା ଭାଇରସ୍ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ବିଶ୍ବରେ ମୃତ୍ୟୁ ସଂଖ୍ୟା 59 ହଜାର ପାର କରିସାରିଲାଣି । ଆମେରିକାର ଏହି ରୋଗ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆମେରିକାର ଫ୍ଲୋରିଡା ସହରରେ ଜଣେ […]
ପୁରୀ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବର୍ତ୍ତମାନ କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରିବାରେ ଲାଗିଛନ୍ତି। ପୁରୀ ବେଳାଭୂମିରେ କେହି ଦର୍ଶକ ନ ଥିଲେ ମଧ୍ୟ ସେ ତାଙ୍କର କଳା ମାଧ୍ୟମରେ ସଚେତନା ବଜାଇ ରଖିଛନ୍ତି। ଏହି […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଯୋଗୁଁ ହାହାକାର ଲାଗିରହିଥିବାବେଳେ ବିଶ୍ବର ବହୁ ଦେଶ ଏବେ ଏହି ମହାମାରୀ କବଳରେ । ଏବେ ଏହି ଭୟାନକ କରୋନା କବଳରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର । ଏହି ରାଷ୍ଟ୍ରରେ ବିଶ୍ବର ସର୍ବାଧିକ […]
ଇରାନ୍ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 9 ଲକ୍ଷ ପାର କରି ସାରିଲାଣି । ସେହିପରି ଏହି ରୋଗରେ ମୃତ୍ୟୁ ସଂଖ୍ୟା ପଚାଶ ହଜାର ଡେଇଁ ସାରିଛି । ଏହି ରୋଗରେ କବଳରେ କେବଳ ସାଧାରଣ ଲୋକେ ନୁହଁନ୍ତି ଦୁନିଆର […]
ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଏକ ବଡ ପଦକ୍ଷେପ ନେଇଛି। ମୋଟ 960 ଜଣ ବିଦେଶୀ ନାଗରିକଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। ବର୍ତ୍ତମାନ ଏହି ବିଦେଶୀ ଭାରତରେ ଅଛନ୍ତି। ଏମାନେ ପର୍ଯ୍ୟଟକ ଭିସାରେ ଆସି ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗଦେଇଥିଲେ। […]
ନୂଆଦିଲ୍ଲୀ : କରୋନା ଭାଇରସ୍ର କୌଣସି ସିଦ୍ଧ ଚିକିତ୍ସା ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ସମୟରେ ଏହାକୁ ଭିନ୍ନ ଭିନ୍ନ ଔଷଧ ଜରିଆରେ ଚିକିତ୍ସା କରି ସଫଳତା ହାସଲ କରାଯାଉଛି । ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ ଆୟୁର୍ବେଦ ଜରିଆରେ ସୁସ୍ଥ […]
ନୂଆଦିଲ୍ଲୀ : ଭାରତରେ କରୋନାର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ । ଗରିବ ଲୋକଙ୍କ ପାଇଁ ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ହୁର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସ୍ୟସ୍ ପ୍ରଶଂସା […]
ନୂଆଦିଲ୍ଲୀ : କରୋନାର ଜଟିଳ ପରିସ୍ଥିତିକୁ ନେଇ ସାରା ବିଶ୍ବ ଏବେ ଥରହର ହେଉଥିବାବେଳେ ଜଣେ ରାଷ୍ଟ୍ରପତିଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଏହି ରାଷ୍ଟ୍ରପତି ଜଣକ କହିଛନ୍ତି ଯେ, ଯିଏ କରୋନାର ମୁକାବିଲା ନିମେନ୍ତ ଲକ୍ ଡାଉନ୍ର ପାଳନ […]
ଚଣ୍ଡୀଗଡ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଇଣ୍ଟରନେଟ୍ର ରୋଷର ଶିକାର ହୋଇଛନ୍ତି। କରୋନା ଆତଙ୍କ ସମୟରେ ସେ ପାକିସ୍ତାନୀ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କ ଫାଉଣ୍ଡେସନ୍ର ସହାୟତା ପାଇଁ ନିବେଦନ କରିବା କାରଣରୁ ଯୁବିଙ୍କୁ ଟ୍ରୋଲ୍ର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ […]
ଦକ୍ଷିଣ ଆଫ୍ରିକା : ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଗୀତା ରାମଜୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି। ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। କିନ୍ତୁ ତାଙ୍କଠାରେ କୋଭିଡ-19ର କୌଣସି ଲକ୍ଷଣ ଦେଖାଯାଇନଥିଲା। ଗୀତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ଜାରି ରଖିଥିବାବେଳେ ସମଗ୍ର ବିଶ୍ବରେ 42 ହଜାରରୁ ଉର୍ଦ୍ଧ୍ବ ଲୋକେ ଏଥିରେ ମୃତ୍ୟୁବରଣ କଲେଣି । ଏହି ମହାମାରୀ ସଂକ୍ରମଣରେ ବହୁ ବଡ ବଡ ହସ୍ତୀ ଆସିଥିବାବେଳେ ଜଣେ ହଲିଉଡ୍ […]
ନୂଆଦିଲ୍ଲୀ : ଚୀନର ବୁହାନରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର 200ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର ସହିତ ନରୱେ ଓ […]
ଚୀନ୍ : ଯେତେ ବଡ ବିପତ୍ତି ଆସିଲେ ବି ସଚ୍ଚା ପ୍ରେମ କେବେବି ହାରିନଥାଏ । ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ମଧ୍ୟ ଏହି ପ୍ରେମକୁ ହରାଇପାରିନାହିଁ । ଏପରି ଏକ କାହାଣୀ ଏବେ ସାମ୍ନାକୁ ଆସିଛି । ଏହି […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ବିଶ୍ବର 200 ଦେଶ ଲଢେଇ କରୁଥିବାବେଳେ ଏହି ମହାମାରୀରେ 7ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ସେହିପରି 37 ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିଲେ। ଇଟାଲୀରେ 24 ଘଣ୍ଟାରେ 812 ଲୋକ ମୃତ୍ୟୁବରଣ […]