ଚୀନ୍ : ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ଚୀନରୁ ବିଶ୍ୱର 29ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା 2233ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ପାଖାପାଖି 76 ହଜାର ଲୋକ ଆକ୍ରାନ୍ତ […]
ବେଜିଂ : କୋରୋନା ଭାଇରସ୍ ଦ୍ବାରା ଭୟଙ୍କର ଭାବରେ ପୀଡିତ ଚୀନ୍ ପକ୍ଷରୁ ପୁଣି ଏକ ନୂତନ ବିବାଦ ସୃଷ୍ଟି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍ ପକ୍ଷରୁ ବିରୋଧ କରାଯାଇଛି । ଫେବୃୟାରୀ 20ରେ […]
ନୂଆଦିଲ୍ଲୀ : ଜର୍ମାନୀରେ ଦୁଇ ପୃଥକ ସୁଟିଂରେ 8 ଜଣ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଫେରାର ଅଛନ୍ତି । ଜର୍ମାନୀର ହାନାଉର କେସେଲ୍ଟାଡ୍ ଅଞ୍ଚଳରେ ପ୍ରଥମ ଗୁଳିକାଣ୍ଡ ଘଟିଥିବା ବେଳେ […]
କାବୁଲ : କାବୁଲର କ୍ବେଟ୍ଟା ସହରରେ ସୋମବାର ଏକ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିଥିବା ନେଇ ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଲିଆକତ୍ ଶାହଓ୍ବାନି ପ୍ରକାଶ କରିଛନ୍ତି । […]
କରାଚୀ : ପାକିସ୍ତାନର କରାଚୀରେ ଗ୍ୟାସ୍ ଲିକ୍ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନର ଦକ୍ଷିଣ ପ୍ରାନ୍ତରେ ଏକ କଣ୍ଟେନରରୁ ଗ୍ୟାସ୍ ଲିକ୍ ହେବା ସହିତ 5 ଜଣଙ୍କର ମୃତ୍ୟୁ […]
ଗୁଜୁରାଟ : ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍। ଏହି ଅବସରରେ ଟ୍ରମ୍ପ୍ ଗୁଜୁରାଟର ଅହମ୍ମଦାବାଦଠାରେ ଏକ ଭବ୍ୟ ସମାରୋହରେ ସାମିଲ୍ ହେବେ। ଏହି ଭବ୍ୟ […]
ସାଓ ପାଓଲା: ଜଣେ 21 ବର୍ଷୀୟ ଯୁବକ ବେଶ୍ ଅନ୍ତରଙ୍ଗ ମୁହୂର୍ତ୍ତରେ ବେଲ୍ଡ ଦ୍ବାରା ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତ ସ୍ବାମୀ ଜଣକ ଏହାକୁ ସ୍ବୀକାର କରିବା ସହିତ ନିଜକୁ ମଧ୍ୟ ଶେଷ କରିବା […]
ଚୀନ୍ : ଚୀନରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଛି । ଏହି ରୋଗରେ ମୃତକଙ୍କ ସଂଖ୍ୟା 1660ରେ ପହଞ୍ଚିଛି । ଗତକାଲି 143ଜଣଙ୍କ ମୃତ୍ୟୁ ହୋଇଛି । କେବଳ ହୁବେଇରେ କରୋନା ଭାଇରସ ଲାଗି 139 ଜଣ […]
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ […]
ଲଣ୍ଡନ : ୟୁକେର ନୂତନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବଂଶଜ ଭାରତୀୟ ରିଶି ସୁନାକ୍ । ସୁନାକ୍ ହେଉଛନ୍ତି ଭାରତୀୟ ଶିଳ୍ପପତି ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଗୁରୁବାର ସୁନାକ୍ଙ୍କୁ ବୋରିସ୍ ଜନ୍ସନ୍ଙ୍କ କ୍ୟାବିନେଟ୍ର ଅର୍ଥମନ୍ତ୍ରୀ […]
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା 1357ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରେ ପହଞ୍ଚିଛି । ଚୀନ୍ର ହୁବେଇ […]
ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍ ସଇଦ୍କୁ ପାକିସ୍ତାନରର ଏକ କୋର୍ଟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ 5 ବର୍ଷ […]
ନୂଆଦିଲ୍ଲୀ- ଆସନ୍ତା 24 ତାରିଖରେ ଦୁଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ହ୍ବାଇଟ ହାଉସ ତରଫରୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଗତ ବର୍ଷ ଆମେରିକାରେ ଯେପରି ହାୱାଡି ମୋଦୀ କାର୍ଯ୍ୟକ୍ରମ କରାଯାଇଥିଲା, ଠିକ […]
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 1100କୁ ବୃଦ୍ଧି ପାଇଛି । ମଙ୍ଗଳବାର 108 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ 74 ଜଣ ପ୍ରାଣ ହରାଇଛନ୍ତି । ଏହା […]
ବେଜିଂ : କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା […]
ଦୁବାଇ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ମେ ଦୁବାଇ ଓମେନ୍ସ୍ ଫୋରମ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ଆସନ୍ତା ସପ୍ତାହରେ ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ […]
ବେଜିଂ/ନୂଆଦିଲ୍ଲୀ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍ କାୟା ବିସ୍ତାର କରି ଚାଲିଛି । ଏଯାଏଁ 902 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ […]
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି ପାଇଛି । ଏହା ସହିତ 2002-03 ମସିହାରେ ଘଟିଥିବା ସାର୍ସ ଏପିଡେମିକ୍ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ […]
ବ୍ୟାଙ୍କକ୍ : ଥାଇଲାଣ୍ଡର ଜଣେ ସୈନିକ ଆଖିବୁଜା ଗୁଳିଚାଳନା କରିବାରୁ 10ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ଶନିବାର ଅପରାହ୍ନରେ ଜଣେ ସୈନିକ ଏକ୍ ମଲ୍ ସମ୍ମୁଖରେ ଆଖିବୁଜା ଗୁଳିଚାଳନା କରିଥିବା ବେଳେ ଏହି ଘଟଣାରେ 10ରୁ ଅଧିକ ଲୋକ […]
ଦୁବାଇ : ଯୁବକ ଜଣକ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ଚାରି ଜଣ ମାଡ ମାରି ଘାଇଲା କରିଛନ୍ତି । ଏପରିକି ତାଙ୍କର ହାଡ଼ ଭାଙ୍ଗିଯାଇଛି । ଏହି ଘଟଣାରେ ପୋଲିସ୍ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁବାଇର […]
ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍ କରିବା ଉପରେ ନିଷେଧାଜ୍ଞା ଲଗାଇଛି । […]