ନୂଆଦିଲ୍ଲୀ: କାନାଡାର ରିଚମଣ୍ଡ ହିଲରେ ଏକ ହିନ୍ଦୁ ମନ୍ଦିରରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଏହାକୁ ଘୃଣ୍ୟ ଅପରାଧ ଭାବରେ ତଦନ୍ତ କରାଯାଉଛି ବୋଲି…
ଅନ୍ତରାଷ୍ଟ୍ରୀୟ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ଚମତ୍କାର ଶତକ ହାସଲ କରିଥିଲେ।…
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ଆଜି (ଜୁଲାଇ ୧୦) ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ କ୍ରିକେଟ୍…
କଲମ୍ବୋ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମଶିଙ୍ଘେ ଇସ୍ତଫା ଦେଇଛନ୍ତି। ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟରରେ ସେ ଲେଖିଛନ୍ତି ଯେ, “ସମସ୍ତ ନାଗରିକଙ୍କ ସୁରକ୍ଷା…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି (ଜୁଲାଇ 9) ବର୍ମିଂହାମର ଏଜବାଷ୍ଟନ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।…
ନୂଆଦିଲ୍ଲୀ: ଗୁରୁବାର ସାଉଥମ୍ପଟନ୍ର ରୋଜ୍ ବଲ୍ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ବର୍ତ୍ତମାନ ଉଭୟ ଦଳ ଶନିବାର, ଜୁଲାଇ…
ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ପରେ ମୃତ୍ୟୁ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କୁ ଡାକ୍ତରଖାନାରେ…
ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ଭାଷଣ ସମୟରେ ଆବେଙ୍କ ଉପରକୁ ଗୁଳି କରାଯାଇଛି ଏବଂ ପରେ ସେ…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ସାଉଥମ୍ପଟନ୍ର ଦ ରୋଜ୍ ବାଉଲରେ ରାତି ୧୦.୩୦…
ନୂଆଦିଲ୍ଲୀ: ବାଂଲାଦେଶୀ ଲେଖକ ତସଲିମା ନାସ୍ରିନ୍ ‘କାଳୀ’ ବିବାଦ ଏବଂ ନପୁର ଶର୍ମାଙ୍କ ବିଷୟକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି…
ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ଭାରତର ଶକ୍ତି ବୃଦ୍ଧି ଯୋଗୁଁ ପାକିସ୍ତାନକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ସମୟରେ ତାଙ୍କୁ ଯେଉଁଭଳି…
ନୂଆଦିଲ୍ଲୀ: ଏଜବାଷ୍ଟନ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବର୍ଷା ଏକ ଖଳନାୟକ ପାଲଟିଛି। ପ୍ରଥମ ଦିନରେ ବର୍ଷା…
ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏଠାରେ ଭାରତ ପ୍ରଥମ ଇନିଂସରେ 416 ରନ୍ ସଂଗ୍ରହ କରିଛି।…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ…
ନୂଆଦିଲ୍ଲୀ: ଆଜି ଇଂଲଣ୍ଡର ଡର୍ବି କାଉଣ୍ଟି ଗ୍ରାଉଣ୍ଡରେ ଭାରତ ଏବଂ ଡର୍ବିସାୟର ମଧ୍ୟରେ ଏକ ୱାର୍ମ ଅପ୍ ଟି -୨୦ ମ୍ୟାଚ୍ ଖେଳାଯିବ। ଭାରତର ସମୟ ଅନୁଯାୟୀ…
ନୂଆଦିଲ୍ଲୀ: ବର୍ମିଂହାମର ଏଜବଷ୍ଟନ୍ ଠାରେ ଇଂଲଣ୍ଡ-ଭାରତ ମଧ୍ୟରେ ପଞ୍ଚମ ପୁନଃ ନିର୍ଦ୍ଧାରିତ ଟେଷ୍ଟ ଖେଳାଯିବା। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଏବଂ ତା’ପରେ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ।…
ସୁଧାଶ୍ରୀ ଦାସ, ଦୁବାଇ ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି।…
ସୁଧାଶ୍ରୀ ଦାସ, ଦୁବାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟରସ ମିଟ ରେ ପୁଞ୍ଜି ଆସିବା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ହୋଟେଲ…
ଦୁବାଇରୁ ସୁଧାଶ୍ରୀ ଦାସଙ୍କ ରିପୋର୍ଟ ବହୁ ପ୍ରତିକ୍ଷୀତ ଦୁବାଇ ଇନଭେଷ୍ଟର ମିଟ ଦୁବାଇର ଓବରାଇ ହୋଟେଲର ବିଜିନିନେସ ବେଏ ରେ ଆରମ୍ଭ ହୋଇଛି। ଏଥିରେ ଦୁବାଇ ସମେତ…
ନୂଆଦିଲ୍ଲୀ: ଡବଲିନ୍ରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଆୟର୍ଲାଣ୍ଡକୁ ୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜକୁ ୨-୦…

