ବିହାର : ମୁଙ୍ଗେରର ଆର୍ ଡି ଏଣ୍ଡ୍ ଡିଜେ କଲେଜ୍ କ୍ୟାମ୍ପସ୍ ନିକଟରେ ଏକ 40 ଫୁଟ୍ ଗଭୀର କୂଅ ଭିତରୁ କିଛି ଆଓ୍ବାଜ୍ ଶୁଣି ଲୋକେ ବହୁତ ଭୟଭୀତ ହୋଇପଡିଥିଲେ। ତେବେ ଲୋକେ ଯେତେବେଳେ ଯାଇ ସେହି ଗହୀର କୂଅ […]
ପୁରୀ : କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ 17 ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି । ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ […]
ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ନିବାଚନ କମିଶନ ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା, ନାଗାଲାଣ୍ଡ, ମଣିପୁର ସମେତ 56ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏହି […]
ମୁମ୍ବାଇ : ବଲିଉଡ୍ରେ ପୁଣିଥରେ ମିଠୁ ବିବାଦ ଦେଖାଦେଇଛି । ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଅଭିନେତ୍ରୀ ପାଏଲ୍ ଘୋଷ ମିଠୁ ଅଭିଯୋଗ ଆଣିଛନ୍ତି । ଯୌନଶୋଷଣ ବିବାଦରେ ଛନ୍ଦି ହୋଇପଡିଥିବା ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ମୁସ୍କିଲ୍ ବଢିବାରେ […]
ପାଟନା : ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ଆରଏଲ୍ଏସ୍ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା ୟୁପିଏ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଔପଚାରିକ ଭାବରେ ଆଜି ଦ୍ବିପ୍ରହରରେ ଏନେଇ ଘୋଷଣା କରିବେ ବୋଲି ସୂଚନା ରହିଛି । ଉପେନ୍ଦ୍ର କୁଶଓ୍ବାହା ବିହାର […]
ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡିତା । ସେପ୍ଟେମ୍ବର 14 ତାରିଖରେ ଉଚ୍ଚଜାତିର ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ମଙ୍ଗଳବାର ଏମ୍ସରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କ ମେରୁଦଣ୍ଡ ଏବଂ […]
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 67କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1809ଜଣ ଚିହ୍ନଟ […]
ନୂଆଦିଲ୍ଲୀ : ମାତ୍ର କୋଡିଏ ଟଙ୍କା ପାଇଁ ବ୍ୟକ୍ତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାର ବୁରାଡି ଅଞ୍ଚଳରେ କିଛି ବଦମାସ ଜଣେ ବ୍ୟକ୍ତିକୁ ତାଙ୍କର 13 […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୦ ହଜାର ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଦିନକରେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି। […]
ନେଦରଲ୍ୟାଣ୍ଡ : ଜଣେ ଲୋକ କେତୋଟି ସନ୍ତାନର ଜନକ ହୋଇପାରିବେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ 89 ବର୍ଷୀୟ ଡାକ୍ତର ତାଙ୍କ ଜୀବନକାଳ ମଧ୍ୟରେ 60ଟି ସନ୍ତାନର ଜନକ ହୋଇଛନ୍ତି । ତେବେ ଏହା କେବଳ ଜଣେ ମହିଳାଙ୍କଠାରୁ […]
ପାଟନା : ବିହାର ନିର୍ବାଚନୀ ବିଗୁଲ୍ ବାଜି ସାରିଛି । ସମସ୍ତ ଦଳ ନିଜ ନିଜ ସ୍ତରରେ ଶାସନ ହାତେଇବା ପାଇଁ ଅଣ୍ଟା ଭିଡି ସାରିଲେଣି । ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । […]
ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବଳୟଟି ସମୁଦ୍ର ପତନରୁ 3 କିଲୋମିଟର ଉଚ୍ଚର ରହିଛି। ଏହାର ପ୍ରଭାବ ଆସନ୍ତା 30 ତାରିଖୁ […]
ମୁମ୍ବାଇ : ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଅଭିଳାଷ । ପ୍ରସିଦ୍ଧ ଗୀତିକାର ତଥା ଲେଖକ ଅଭିଳାଷଙ୍କ ଦେହାନ୍ତ ହୋଇଯାଇଛି। ବହୁ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ସୋମବାର ସକାଳ4ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । […]
ଭୁବନଶ୍ବର, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଇକୋ ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଥିବା 42 ଟି ସବୁଜ ପର୍ଯ୍ୟଟନରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କରୋନା ପାଇଁ […]
ଅମରାବତୀ, ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟାଇଏସ ଜଗନ ମୋହନ ରେଡ୍ଡୀ ରାଜ୍ୟର ଚାଷିମାନଙ୍କ ପାଇଁ କରିଛନ୍ତି ବଡ ଘୋଷଣା। ଘୋଷଣା ଅନୁସାରେ ଏହି କାମ ପାଇଁ ଖର୍ଚ୍ଚ ହେବ 2 ହଜାର 3ଶହ 40 କୋଟି ଟଙ୍କା। ଆଉ ଏହି ଯୋଜନାର […]
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରେରାଙ୍କୁ କରୋନା ହେବା ପରେ ଅଭିନେତ୍ରୀ ତଥା ନୃତ୍ୟାଙ୍ଗନା ନୋରା ଫତେହୀ ରିଅଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ରେ ବିଚାରକ ଦାୟିତ୍ବ ସମ୍ଭାଳିଛନ୍ତି । ନୋରାଙ୍କ ଅନ୍ଦାଜ୍ ଓ ଟେରେନ୍ସ ଲୁଇସ୍ଙ୍କ ସହ ତାଙ୍କ […]
ଭୁବନେଶ୍ବର, ବିଜୁ ଜନତା ଦଳ ତାହାର ଯୁବ ଓ ଛାତ୍ର ସଂଗଠନର ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଟେନସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝାଙ୍କୁ ବହିସ୍କୃତ […]
ଭୁବନେଶ୍ବର, ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଖୁବ ଶିଘ୍ର ଓଡିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଖୋଲିବ ରେସ୍ତୋରାଁ। ଯାହାର ନାମ ରଖାଯାଇଛି ‘ନିମନ୍ତ୍ରଣ’ ବୋଲି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏଥିରେ ଓଡିଆ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା […]
ଭଦ୍ରକ, ଆଜି ସେପ୍ଟେମ୍ବର ୨୮ ତାରିଖ ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାର ଏକ ସ୍ମରଣୀୟ ଦିନ ହୋଇ ରହିଛି। କାରଣ ହେଲା ଠିକ୍ ୧୯୪୨ ମସିହା ଆଜିର ଦିନରେ ଇଂରେଜ ସରକାର ଓଡିଶାର ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରିଥିଲେ। […]
ପାଟନା : ବିହାର ନିର୍ବାଚନ ବିଗୁଲ୍ ବାଜି ସାରିଛି । କିନ୍ତୁ ବିହାରର ଏବେ ଏନଡିଏ ପାଇଁ ସମସ୍ୟା ବଢିଛି । ଏନ୍ଡିଏରେ ଆସନ ଭାଗବଣ୍ଟା ଠିକ୍ରେ ହୋଇପାରୁନଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିହାରରେ ଲୋକ ଜନଶକ୍ତି […]
ନୂଆଦିଲ୍ଲୀ: ଦିନକରେ ୮୨ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୯ ଜଣ ମୃତ୍ୟୁବରଣ କରଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଲକ୍ଷ ୭୪ ହଜାର ୭୦୩ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫ […]