ମଧ୍ୟପ୍ରଦେଶ : କରାେନା ସହ ଲଢେଇରେ କରୋନ ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି କଏଦୀମାନେ । କରୋନା ଭାଇରସ୍ କାରଣରୁ ସୃଷ୍ଟି ହୋଇଥିବା ସୁରକ୍ଷା ଉପକରଣର ଅଭାବକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି କଏଦୀ । ବୈତୁଲ୍ରେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଦୁନିଆରେ ଏବେ ଲକ୍ ଡାଉନ ସ୍ଥିତି ଉପୁଜିଛି । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। […]
ପଞ୍ଜାବ : କରୋନା ଯୋଗୁଁ ବିଶ୍ବରେ 74ହଜାରର ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଏବେ 13 ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟରେ କରୋନା ସନ୍ଦେହରେ ବିଭିନ୍ନ ଜାଗାରେ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପଞ୍ଜାବର […]
ନୂଆଦିଲ୍ଲୀ, କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ନେଇଛି ଭିନ୍ନ ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ୟୁଜିସି ଏବଂ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି । କୋଭିଡ-19 ଦୃଷ୍ଟିରୁ […]
ନୂଆଦିଲ୍ଲୀ, ଭାରତର ବିଭିନ୍ନ ଅଂଚଳରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପର୍ଯ୍ୟଟନ ମନ୍ତ୍ରଣାଳାୟ ଆଗେଇ ଆସିଛି। ସେଥିପାଇଁ ବିଭାଗ ତରଫରୁ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି […]
ନୂଆଦିଲ୍ଲୀ: ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ପୃଥିବୀର 208ଟି ଦେଶକୁ କବଳିତ କରି ସାରିଛି। ସେହିପରି ଭାରତରେ ମଧ୍ୟ ଏହି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 114କୁ ବୃଦ୍ଧି। […]
ଭୁବନେଶ୍ୱର: ସାରା ଦେଶ ଲକ୍ଡାଉନ୍ରେ ଥିବାବେଳେ ଫୋନ୍ ଲାଇନ୍ଠାରୁ ଆରମ୍ଭ କରି ରିଟେଲ୍ ଷ୍ଟୋର୍ରୁ ଇନ୍ଧନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜୀବନରେଖାକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରୁଥିବା କଂପାନିର ହଜାର ହଜାର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ […]
ଭୁବନେଶ୍ବର, ଆଜି ଜଣେ ମାତ୍ର କୋଭିଡ19 ଆକ୍ରାନ୍ତ ଚିହ୍ନଟ ହୋଇଛି। ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡାର ଏବଂ ତାଙ୍କ ବୟସ ହେଉଛି 32 ବର୍ଷ। ସେ 24 ମାର୍ଚ୍ଚରେ ଦୁବାଇରୁ ଆସିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ତାଙ୍କର […]
ନୂଆଦିଲ୍ଲୀ: ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 76% ଆକ୍ରାନ୍ତ ପୁରୁଷ ରହିଥିବାବେଳେ 24% ମହିଳା ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। […]
ଭୁବନେଶ୍ବର, କରୋନା ଭୂତାଣୁ ସଂକ୍ରମଣର ସଂକଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବ ତଟ ରେଳପଥ ଆଇ.ଆର୍.ସି.ଟି.ସି. ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧାରୋଡ଼୍ ଓ ବିଶାଖାପାଟଣା ଫୁଡ଼୍କୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ […]
ନୂଆଦିଲ୍ଲୀ : ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଗାୟିକା କନିକା କପୁର୍ । କରୋନା ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲରେ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ପାଞ୍ଚ ଥର ତାଙ୍କର ପରୀକ୍ଷା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜିଠାରୁ ଓମଫେଡ ଭୁବନେଶ୍ବରରେ ଆରମ୍ଭ କରିଛି ହୋମ ଡେଲିଭରୀ ସେବା। ଆପଣ ଘରେ ବସି କେବଳ ଫୋନକଲଟିଏ କିମ୍ବା ହ୍ବାଟସପ କଲେ ଓମଫେଡ ଘରେ ଆଣି ଦେଇଯିବ କ୍ଷୀର ସହିତ ତାଙ୍କ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ। ପୂର୍ବରୁ […]
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷଷ୍ପତ୍ତି ନେଇଛନ୍ତି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍ଥଗିତ ପାଣ୍ଠି କନ୍ସୋଲିଡେସନ୍ ଫଣ୍ଡକୁ ଯିବ ବୋଲି […]
ଭୁବନେଶ୍ବର, ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି ରାଜ୍ୟର ସବୁଠାରୁ ବଡ ଏବଂ ଅତ୍ୟାଧୁନିକ କୋଭିଡ19 ହସପିଟାଲ। ସମ ହସପିଟାଲ ଦ୍ବାରା ପରିଚାଳିତ ଏହି ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ଜରିଆରେ ଉଦଘାଟନ କରିଛନ୍ତି। […]
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, ଆଜି ସମସ୍ତ ମାନବ ଜାତି ସଂକଟରେ ଅଛି । ବିଷମ ପରିସ୍ଥିତିରେ ଦେଶର […]
ରାମପୁର : କରୋନା ଭାଇରସ୍ ସହ ଲଢେଇ ପାଇଁ ସାରା ଭାରତବର୍ଷରେ 21 ଦିନିଆ ଲକ୍ଡାଉନ୍ ଜାରି କରାଯାଇଛି । ଏହି କାରଣରୁ ବହୁ କମ୍ପାନୀ ସହ ହୋଟେଲ୍, ରେଷ୍ଟୁରାଣ୍ଟ ଆଦି ବନ୍ଦରହିଛି । ବସ୍, ଟ୍ରେନ୍, ରେଳ ଓ ବିମାନ […]
ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ପୃଥିବୀର 208ଟି ଦେଶକୁ ବ୍ୟାପି ସାରିଛି। ଏହି ଭାଇରସ୍ କବଳରେ ଭାରତ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା 100 […]
ନୂଆଦିଲ୍ଲୀ, ସାରା ଦେଶକୁ ଯିଏ ଆହ୍ବାନ ଦେଇଥିଲେ ସେ ହିଁ ନିଜେ ନିଜ ଘରେ ଦୀପ ଜାଳି ଉଦାହରଣ ସୃଷ୍ଟି କଲେ। ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଦିନ ରାତି ନଅଟାରେ ନଅ ମିନିଟ ପାଇଁ ଦୀପ ହେଉ […]
ଭୁବନେଶ୍ବର, ଆଜି ଠିକ ରାତି ନଅଟା ବେଳେ ସାରା ଓଡିଶାର ଆଲୁଅ ଲିଭିଗଲା। ଆଉ ତା ପରିବର୍ତ୍ତି ଜଳି ଉଠିଲା ମିଞ୍ଜିମିଞ୍ଜି ଆଲୁଅ। କିଏସେ ଘର ବାହାରେ ତ କିଏ ସେ ବାଲକୋନୀରେ ଜାଳିଲେ ଦୀପ। କୈଣସି ପର୍ବପର୍ବାଣୀ ନ ଥିଲେ […]
ଭୁବନେଶ୍ବର, ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 15 ଜଣ ହେଉଛନ୍ତି ଭୁବନେଶ୍ବରର ବମିଖାଲ ଅଞ୍ଚଳ। ପ୍ରଥମେ ସେହି ଅଞ୍ଚଳରୁ ତିନିଭାଇ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା। ଏହାପରେ ଆଜି ସକାଳେ ଜଣେ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସଂଧ୍ୟାରେ […]
ଭୁବନେଶ୍ବର, ଆଜି ଏକଥରକେ 16 ଜଣଙ୍କଠାରେ କୋଭିଡ ପଜେଟିଭ୍ ଚିହ୍ନଟ ହୋଇଛି। ଏମାନେ ସମସ୍ତେ ଭୁବନେଶ୍ବରର ଅଞ୍ଚଳର। ଏତେ ସଂଖ୍ୟାରେ ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 39ରେ ପହଁଚିଛି। ଗତ ତିନି ତାରିଖରେ ଏକଥରକେ […]