ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା […]
ନୂଆଦିଲ୍ଲୀ : ଭାରତୀୟ ସୀମା ମଧ୍ୟକୁ ଚୀନ ସେନାର ଅନୁପ୍ରବେଶକୁ ନେଇ ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଶୁକ୍ରବାର ଟ୍ୱିଟ୍ଟର ଜରିଆରେ ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି । ଲଦାଖରେ ଚୀନ ସେନା ଅକ୍ତିଆର କରିଥିବା […]
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବେଶ୍ ଦ୍ରୁତଗତିରେ ବଢିବାରେ ଲାଗିଛି । ସଂକ୍ରମଣ ଦେଶ ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 96 ହଜାର 551 ଜଣ ଆକ୍ରାନ୍ତ ହୋଇଥିବାବେଳେ 1209ଜଣଙ୍କର […]
ରୁଷ୍ : ଗତ ଚାରି ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୀମାରେ ଉତ୍ତେଜନା ବଢିବାରେ ମଧ୍ୟ ଲାଗିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ହେବା ସତ୍ତ୍ବେ ଏଥିରେ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନ 11ଟା ବେଳେ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନରେ ତାଙ୍କର ଅଭିଭାଷଣ ରଖିବେ। ଜାତୀୟ ଶିକ୍ଷା ନୀତି 2020 (ଏନଇପି 2020) ଅଧୀନରେ ହେଉଥିବା ଏହି ଅଧିବେଶନକୁ ପ୍ରଧାନମନ୍ତ୍ରୀ ଭିଡିଓ […]
ମୁମ୍ବାଇ, ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଚପଲ ଉପହାର ଦେବା ପାଇଁ ତାଙ୍କ ଟିଭି ଅଫିସରେ ପହଁଚିଲେ ଦୁଇ ଜଣ ବ୍ୟକ୍ତି। ଜଣେ ହେଉଛନ୍ତି ୟୁଟ୍ୟୁବ ଚ୍ୟାନେଲରେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ଷ୍ଟାଣ୍ଡ […]
କଟକ, ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଫାଟକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ସାମାଜିକ କର୍ମି। ଆଜି ଅନୁଭବଙ୍କ ଘରେ ଏହି କର୍ମିମାନେ ଯାଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛନ୍ତି। ତେବେ ବର୍ଷାଙ୍କ […]
ନୂଆଦିଲ୍ଲୀ, ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ 56ଟି ସିଏନଜି ଷ୍ଟେସନ ଲୋକାର୍ପଣ […]
ହରିୟାନା, ଅମ୍ବାଲାସ୍ଥିତ ବାୟୁସେନା ଘାଟି ଠାରେ ଆଜି ଆୟୋଜିତ ଏକ ସମାରୋହରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଫ୍ରାନ୍ସର ସଶସ୍ତ୍ର ସେନା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 12 ତାରିଖରେ ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ନିର୍ମିତ ହୋଇଥିବା 1.75 ଲକ୍ଷ ଘରର ଉଦ୍ଘାଟନ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଉଦଘାଟନ […]
ନୂଆଦିଲ୍ଲୀ, କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା କରାଯାଉ। ସମସ୍ତ ରାଜ୍ୟଗୁଡିକୁ ଏପରି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଆଇସିଏମଆରର ନିୟମାବଳୀ ଓ […]
ଦାଦ୍ରୀ : ୟୁପିର ଗୌତମବୁଦ୍ଧ ନଗର ଜିଲ୍ଲାର ଦାଦରୀ ଅଞ୍ଚଳରେ ଶେରୁ ଓରଫ୍ ଶେର ସିଂହଙ୍କ ହତ୍ୟା ମାମଲାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ଚିତେହଡା ଗ୍ରାମ ନିବାସୀ ଶେର ସିଂହ ସେପ୍ଟେମ୍ବର 8 ତାରିଖରେ ତିନି ବଦମାସ୍ ଛୁରୀ […]
ନୂଆଦିଲ୍ଲୀ : ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂତନ ସଭାପତି ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ । ପୂର୍ବରୁ ପ୍ରସିଦ୍ଧ ରାଜସ୍ଥାନୀ କବି ଅର୍ଜୁନ ଦେବ ଚରଣ ଏନଏସଡିର ଅଧ୍ୟକ୍ଷ ଥିଲେ, ତାଙ୍କୁ […]
କେରଳ : ଅଫିସ୍ରେ ହେଉ ଅଥବା ଘରେ କାମ କରିବା ବେଳେ ସ୍ମାର୍ଟଫୋନ୍ ନହେଲେ ଲାପଟପ୍ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍କୁ ଅନାଇ କାମ କରିବାକୁ ପଡୁଛି । ଏଥିପାଇଁ ଆମକୁ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ହୋଇ ବସିବାକୁ […]
ନୂଆଦିଲ୍ଲୀ : ଭାରତରେ କୋଭିସିଲଡ୍ ଟୀକାର ପରୀକ୍ଷଣ ବନ୍ଦ ହୋଇଛି । ଆମେରିକା ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ ଟୀକା କୋଭିସିଲଡ୍ ଟୀକା ପରୀକ୍ଷଣ ବନ୍ଦ ନେଇ ଘୋଷଣା କରିଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ପରୀକ୍ଷଣରେ ସାମୟିକ ବିରତ ନେଉଛୁ ଓ ପରିସ୍ଥିତିକୁ […]
ଇନ୍ଦୋର: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତି କରାଇବା ନାଁରେ ଦୁଷ୍କର୍ମ କରାଯାଇଛି । ପରେ ପୋଲିସରେ ଅଭିଯୋଗ କରାଯିବା ପରେ ଉକ୍ତ ଭଣ୍ଡ ବାବାକୁ ଗିରଫ କରାଯାଇଛି । ଏହା ସହିତ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଥା ହୋଇଛନ୍ତି । ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଥିବା ଜଣାଯାଇଛି । ଜେଡିୟୁ ପ୍ରାର୍ଥୀ […]
ବାଗପତ୍ : ଉତ୍ତରପ୍ରଦେଶର ବାଗପତ୍ଠାରେ ବିଷାକ୍ତ ମଦ ପିଇ ଗତ 24 ଘଣ୍ଟା ମଧ୍ୟରେ 5ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଚାନ୍ଦିନଗର ଥାନା ଅଞ୍ଚଳର ଚରମାଓ୍ବଲ ଗ୍ରାମରେ କିଛି ଗ୍ରାମବାସୀ ସରକାରୀ ଚୁକ୍ତିପ୍ରାପ୍ତ ଏକ ମଦ ଦୋକାନରୁ ମଦ […]
ଅଯୋଧ୍ୟା, ଅଯୋଧ୍ୟାରେ ଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଯୋଧ୍ୟା କତୱାଲି ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଛି। ପୋଲିସ ସାଇବର ବିଶେଷଜ୍ଞଙ୍କ ଏକ ଟିମକୁ […]
ଅମ୍ବାଲା : ବାୟୁସେନାରେ ପାଞ୍ଚୋଟି ଶକ୍ତିଶାଳୀ ଫାଇଟର୍ ଜେଟ୍ ‘ରାଫେଲ୍’ ସାମିଲ୍ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସିଡିଏସ୍ ବିପିନ ରାୱତଙ୍କ ଉପସ୍ଥିତିରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏକ ସର୍ବଧର୍ମ ପୂଜା ପରେ […]