ଅଯୋଧ୍ୟା, ଅଯୋଧ୍ୟାରେ ଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଯୋଧ୍ୟା କତୱାଲି ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଛି। ପୋଲିସ ସାଇବର ବିଶେଷଜ୍ଞଙ୍କ ଏକ ଟିମକୁ […]
ଅମ୍ବାଲା : ବାୟୁସେନାରେ ପାଞ୍ଚୋଟି ଶକ୍ତିଶାଳୀ ଫାଇଟର୍ ଜେଟ୍ ‘ରାଫେଲ୍’ ସାମିଲ୍ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସିଡିଏସ୍ ବିପିନ ରାୱତଙ୍କ ଉପସ୍ଥିତିରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏକ ସର୍ବଧର୍ମ ପୂଜା ପରେ […]
ମଥୁରା, ଭାରତୀୟ ଜନତା ପାର୍ଟି ସାଂସଦ ହେମା ମାଳିନୀ ମଥୁରାକୁ ଜାତୀୟ ରାଜଧାନୀ ଅଞ୍ଚଳ ବା ଏନସିଆର ରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି। ଏହା ଦ୍ବାରା ଏହି ପବିତ୍ର ସହର ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବ ବୃଦ୍ଧି ପାଇବ ବୋଲି […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୨୭.୭ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ୯୦୧,୦୦୦ କୁ ବୃଦ୍ଧି ପାଇଛି। ଗୁରୁବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୭୭ ଲକ୍ଷ ୧୯ ହଜାର ୯୫୨ […]
ଭୁବନେଶ୍ୱର : ପୁଣି ଆସନ୍ତା ୧୩ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୭ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି କହିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ୭ଟି ଜିଲ୍ଲା […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍ର ଶୁଭାରମ୍ଭ କରାଯିବ। ଏହି ଆପ୍ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ […]
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। […]
ନୂଆଦିଲ୍ଲୀ, ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଆସନ୍ତକାଲି ଏକ ସମାରୋହ ପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ […]
ନୂଆଦିଲ୍ଲୀ, ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର ୩୮ ଜଣ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’। ଏମାନଙ୍କ […]
ଭୁବନେଶ୍ବର, ଏକ ନୂଆ ଉଦାହରଣ ସୃଷ୍ଟି କରିଛି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା। ଲକଡାଉନ ସମୟରେ ଏଥିରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନ ମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି। ଏଥିରେ କର୍ମଚାରୀମାନେ […]
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ଯୁବକ ଦୁଇ ନାବାଳକ ପୁଅଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଞ୍ଚି ଜିଲ୍ଲାର ଓରମାନଜୀ ବ୍ଲକର କୁଚୁ ଗ୍ରାମରେ ଘଟିଛି। ମୃତକଙ୍କ ନାମ ସତ୍ୟନ୍ଦ୍ର ମହତୋ (୨୮) । ସୂଚନା […]
ମୁମ୍ବାଇ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବାନ୍ଦ୍ରା କାର୍ଯ୍ୟାଳୟକୁ ଅନଧିକୃତ ତଥା ସମ୍ପ୍ରସାରଣ ନାମରେ ଭାଙ୍ଗିବା ଆରମ୍ଭ କରିଛନ୍ତି। ବିଏମସି ର ଏଚ୍-ୱେଷ୍ଟ ୱାର୍ଡ ଅଧିକାରୀଙ୍କ ଏକ ଟିମ୍ ପୋଲିସ୍ ଫୋର୍ସ ସହିତ ବୁଲଡୋଜର, ଜେସିବି […]
ହାଇଦ୍ରାବାଦ, ତେଲୁଗୁ ଟେଲିଭିଜନ ଅଭିନେତ୍ରୀ କୋଣ୍ଡାପାଲ୍ଲୀ ଶ୍ରାବଣୀ ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟ ଏହି ଅଭିନେତ୍ରୀ ଗତକାଲି ତାଙ୍କ ମଧୁରୁନଗରସ୍ଥିତ ବାସଭବନରେ ଝୁଲୁଥିବାର ଦେଖିବାକୁ ମିଳିଛି।ପରିବାର ସଦସ୍ୟ କହିଛନ୍ତି ଯେ ସେ ତାଙ୍କ ଶୋଇବା ଘରକୁ ଯାଇ […]
ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ଚାଲିବ ତିନୋଟି ସ୍ପେଶାଲ ଟ୍ରେନ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ ରେ ଚାଲିବ ଏହି ତିନୋଟି ସ୍ପେଶାଲ ଟ୍ରେନ। ଲକଡାଉନ ଯୋଗୁଁ କାମ ହରାଇ ଘରେ ବସିଥିବା ଶ୍ରମିକମାନଙ୍କ ପାଇଁ ଚାଲିବ ଏହି ଟ୍ରେନ। ଫଳରେ […]
ନୂଆଦିଲ୍ଲୀ, ରାଷ୍ଟପତି ଭବନରେ ଥିବା ସେନା ନିବାସରେ ଜଣେ ଆର୍ମି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ଭୋର ପ୍ରାୟ 4 ଟା ସମୟରେ ପୋଲିସ ଏକ କଲ ପାଇଥିଲା ଯେ 38 ବର୍ଷିୟ ଟେକ୍ ବାହାଦୂର ଥାପା ନିବାସ […]
ମୁମ୍ବାଇ: ଗତକାଲି ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ବର୍ତ୍ତମାନ ମୁମ୍ବାଇର ବାଇକୁଲା ଜେଲରେ ରହିବେ। ସେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କରେ ସେ ଗିରଫ ହୋଇଛନ୍ତି। ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ୧୪ […]
ନୂଆଦିଲ୍ଲୀ: ଦେଶରେ ଗତ ଚବିଶ ଘଣ୍ଟାରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁବରଣ କରିଛନ୍ତି ୧ ହଜାର ୧୧୫ ଜଣ। ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ […]
ନୂଆଦିଲ୍ଲୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା ସମେତ ଦେଶର ୯ଟି ରାଜ୍ୟ ଯଥା ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା […]
ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର […]
ହାଇଦ୍ରାବାଦ, ସର୍ଦ୍ଦାର ଭାଲାଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ବର୍ତ୍ତମାନ ୮୦ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଗତ ୩-୪ ଦିନ ମଧ୍ୟରେ ତିରିଶ ଜଣ କର୍ମଚାରୀ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଥିଲେ। ଏହାପରେ ଗତ […]