ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନର ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଦେଶରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କର୍ଣ୍ଣାଟକରୁ ପୁଣି ଆଉ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନ ପାଇଁ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଏହି ଲକ୍ ଡାଉନ ବିଶେ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ, ଖଟିଖିଆ । ତେବେ ଆଜି ଅର୍ଥମନ୍ତ୍ରୀ […]
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ 36ରେ ପହଞ୍ଚିଛି। ଏବେ ମହୋଲ୍ଲା କ୍ଲିନିକ୍ ଓ ଚାରି ଅନ୍ୟ ଲୋକଙ୍କଠାରେ କରୋନା ପଜିଟିଭି ମିଳିଛି। ଏହି ସମସ୍ତ ସାଉଦୀ ଆରବରୁ ଆସିଥିବା ଜଣେ କରୋନା ପଜିଟିଭିଙ୍କ ସମ୍ପର୍କରେ ଆସିଥିଲେ। ଡା୍କ୍ତର […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ର ଘୋଷଣା କରାଯାଇଛି । ଘରୁ ବାହାରକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହି ଲକ୍ ଡାଉନ୍ ହଜାର ହଜାର ଲୋକଙ୍କୁ […]
ଜମ୍ମୁକାଶ୍ମୀର : ଦେଶରେ କରୋନା ମହାମାରୀ ବ୍ୟାପି ଚାଲିଥିବାବେଳେ ପୁଣି ଆଉ ଜଣଙ୍କର ମୁଣ୍ଡ ନେଇଛି। ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି। ଶ୍ରୀନଗରର ସିଡି ହସ୍ପିଟାଲ୍ରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ଦେଶବ୍ୟାପୀ ସମସ୍ତ ଜରୁରୀ କାଳୀନ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଟ୍ରେନ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି । ପ୍ରାରମ୍ଭରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ […]
ଭୋପାଳ : ଦେଶରେ କରୋନା ପ୍ରଭାବରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବୁଧବାର ମଧ୍ୟପ୍ରଦେଶରେ ଜଣେ ମହିଳା ପ୍ରାଣ ହରାଇବା ସହିତ କରୋନା ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ସଙ୍କ୍ରମିତ ମହିଳା ଜଣକ […]
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ବଡ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରତି ବ୍ୟକ୍ତି ପିଛା ୭ କିଗ୍ରା ରାସନ […]
କୋଲକାତା : କରୋନା ଭାଇରସ୍ ପ୍ରଭାବର ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏହା ପ୍ରଭାବରେ ଦେଶବ୍ୟାପୀ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ […]
ରାଞ୍ଚି : ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ ବିକିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ବୁଧବାର ଝାଡଖଣ୍ଡର ଗୁମ୍ଲା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା […]
ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ପ୍ରଭାବ କାରଣରୁ ଏନ୍ପିଆର ଓ ଜନଗଣନାକୁ ସ୍ଥଗିତ ରଖିଛି ଗୃହ ମନ୍ତ୍ରାଳୟ । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର 34 […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଷ୍ଟ୍ରକୁ ସମ୍ବୋଧିତ କରି 21 ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ର ଘୋଷଣା କରିବା ସହ ସାମାଜିକ ଦୂରତ୍ବ ସମ୍ପର୍କରେ କହିଥିଲେ । ଏହି ଲକ୍ ଡାଉନ୍ ସମୟରେ ଘରୁ ନ ବାହାରି […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବା ପରେ ଦିଲ୍ଲୀରେ କିଛି ଜାଗାରେ ଲୋକମାନେ ବହୁ ବ୍ୟସ୍ତବିବ୍ରତ ହୋଇଥିବାର […]
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପାଇଁ ଲକ୍ ଡାଉନ୍ର ଘୋଷଣା କରାଯାଇଛି । ତେବେ ଏହି ସମୟରେ ଜରୁରୀସେବାଗୁଡିକର ସେବା ଯୋଗାଇ ଦିଆଯିବ । ପନିପରିବା, ଫଳ, ଔଷଧ, ଗ୍ରୋସରୀ ଓ […]
ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତକଥା। ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସକୁ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଏକ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। କାଳେ ଏହି ଭାଇରସ ପଶିଯିବ ଆଉ ମୋତେ ମାରିଦେବ, […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଦଣ୍ଡଯାତ୍ରାର ସମୟ। କିନ୍ତୁ କରୋନା ସଂକ୍ରମଣର ଭୟ ଥିବାରୁ ରାଜ୍ୟ ତଥା ଜିଲ୍ଲାରେ ଲକ୍ଡ଼ାଉନ୍ ସ୍ଥିତି ରହିଛି। ତେଣୁ ସମସ୍ତ ପ୍ରକାର ଯାନିଯାତ୍ରା, ସଭାସମିତି, ଦୋକାନ ବଜାର ଖୋଲିବା […]
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଦେଶରେ ଏବେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ଆସନ୍ତା ଏପ୍ରିଲ୍ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଅଫିସ୍, ବଜାର, ସାର୍ବଜନିକ ପରିବହନ […]
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଏବେ ବିଶ୍ବ ମହାମାରୀ । ଚୀନ୍ ପରେ ଇଟାଲୀ ଏବେ ସ୍ପେନ୍ରେ ତାଣ୍ଡବ ରଚି ଚାଲିଛି । ସ୍ବେନ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାଳିଶ ହଜାର ଟପି ସାରିଛି […]
ତେଲେଙ୍ଗାନା : କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍ ଲାଗୁ କରାଯାଇଛି । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ୍ବ ଲକ୍ ଡାଉନ୍କୁ ନେଇ ବେଶ୍ ଶକ୍ତ ହୋଇଛନ୍ତି । ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, […]
ମୁମ୍ବାଇ: କୁହାଯାଏ, ଭଗବାନ ତାଙ୍କୁ ସାହାଯ୍ୟ କରିଥା’ନ୍ତି, ଯିଏ ନିଜର ସାହାଯ୍ୟ କରିଥାଏ। ସାରା ଦେଶରେ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶକୁ ସମ୍ବୋଧନ କରି 21 ଦିନ ପାଇଁ ଲକ୍ ଡାଉନ୍ କରିଛନ୍ତି। […]