ଭୋପାଳ : ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି କେରଳରେ ଗୋଟିଏ ଦିନରେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସୋମବାର ଆଉ ଦୁଇ ଜଣଙ୍କର ପ୍ରାଣହାନି ଘଟିବା ସହିତ […]
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରାପ୍ତ ସୂଚନାନୁସାରେ କରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। 55 ବର୍ଷୀୟ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ ଭାରତୀୟଙ୍କ […]
ପଞ୍ଜାବ : କରୋନା ମୁକାବିଲା ପାଇଁ ସାରା ପଞ୍ଜାବରେ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। କରୋନା ଭାଇରସ୍ ସହ ମୁକାବିଲା ପାଇଁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା ସମେତ 10ରୁ […]
ସମୀକ୍ଷା ବ୍ୟୁରୋ ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇ ଯୁବକ କରୋନା ଡରରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ ହାପୁର ଜିଲ୍ଲାର ପିଲୁଖାରର ସୁଶୀଲ୍ ନାମକ ଜଣେ ଯୁବକ ବ୍ଲେଡ୍ରେ ନିଜର ଗଳା କାଟି ଆତ୍ମହତ୍ୟା କରିଛନ୍ତି। ତେବେ […]
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ପ୍ରାୟ ରାଜ୍ୟରେ ଲକ୍ ଡାଉନ୍ର ଘୋଷଣା କରାଯାଇଛି। ଲକ୍ ଡାଉନ୍କୁ ନେଇ ରାଜ୍ୟ ସରକାରଙ୍କୁ ଆଇନ୍ ଓ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ […]
ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କରେ। କରୋନାକୁ ନେଇ ସାଧାରଣରେ କେତେ ଭୟାନକ ଅବସ୍ଥା ରହିଛି ତାହା ନ କହିବା ଭଲ। ଜଣେ ପାଇଲଟ୍ ବିମାନ ଭିତରେ ଜଣେ ଯାତ୍ରୀଙ୍କ ସାମାନ୍ୟ ଛିଙ୍କକୁ ଡରି ବିମାନରୁ ଡେଇଁପଡିଥିବା […]
ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆରା 192ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ବିଗତ ପାଞ୍ଚ ଦିନ କରେ କରୋନା ମୃତ୍ୟୁ ହାର 9ରୁ 13 ପ୍ରତିଶତକୁ ବୃଦ୍ଧି ପାଇଛି […]
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 419ରେ ପହଞ୍ଚିଥିବାବେଳେ ଏହି ରୋଗରେ ମୃତକଙ୍କ ସଂଖ୍ୟା 8ରେ ପହଞ୍ଚିଲାଣି। ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର […]
କେଦାର ମିଶ୍ର କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର […]
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଭାରତ ସରକାର ଏବଂ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି । ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ […]
କଲେ ଭୁବନେଶ୍ବର, ଆଜି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ନ ପାଞ୍ଚଟା […]
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଦେଶ ସାରା ସ୍ବାସ୍ଥ୍ୟ କର୍ମିଙ୍କୁ ତାଳିମାରି, ଘଣ୍ଟାଘଣ୍ଟି ବଜାଇ ସ୍ବାଗତ କରାଯାଇଛି। ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟରେ ଲୋକମାନେ ତାଳି ମାରି ହୁଳହୁଳି ଦେଇ ସେମାନଙ୍କ କାମକୁ ଉତ୍ସାହିତ କରିଛନ୍ତି। […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ଅଭୂତପୂର୍ବ ଏବଂ […]
ସମୀକ୍ଷା ବ୍ୟୁରୋ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ୟନ୍ତ ସାରା ଦେଶରେ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି। କରୋନା ଭୂତାଣୁ ଯେମିତି ସାଧାରଣ ସ୍ତରକୁ ନ ବ୍ୟାପେ, ତାରି ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ପରିବହନ ବ୍ୟବସ୍ଥାକୁ ବ୍ୟାହତ କରାଯାଇଛି। […]
ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଜନତା କର୍ଫ୍ୟୁ ଜାରି ରହିଥିବା ବେଳେ ନାଗରିକ ସଂଶୋଧନ ଆଇନକୁ ବିରୋଧ କୁ ବିରୋଧ କରି ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ଧାରଣା ସ୍ଥଳୀ ବାହାରେ ପେଟ୍ରୋଲ ବୋମା ମାଡ ହୋଇଛି। ଦିଲ୍ଲୀ […]
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ସାରା ବିଶ୍ଵ ଆଜି ଆତଙ୍କରେ। ଇତି ମଧ୍ୟରେ ଦେଶରେ ଏବେ ମୃତ୍ୟୁ ସଂଖ୍ୟା 6 ରେ ପହଞ୍ଚିଲାଣି। ସେହିପରି ରାଜସ୍ଥାନର ଜୟପୁରଠାରେ ଜଣେ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ […]
ଭୁବନେଶ୍ବର, ଆଜି ରେଳବିଭାଗ ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନିଷ୍ପତି ଅନୁସାରେ ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ତେବେ ରାସ୍ତାରେ ଥିବା ଟ୍ରେନଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବା ପରେ ତାହା ବନ୍ଦ […]
ନୂଆଦିଲ୍ଲୀ, ଗତକାଲି ରାଜସ୍ଥାନ ସରକାର ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିବା ପରେ ଆଜି ପଂଜାବ ସରକାର ମଧ୍ୟ ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ […]
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ ଘୋଷଣାର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭୁବନେଶ୍ବରର ଜନଗହଳି ରାସ୍ତା ସବୁ ଶୂନଶାନ ହୋଇଯାଇଛି। ମାର୍କେଟ ବିଲିଡିଂ, ବାପୁଜୀନଗର ପରି ବ୍ୟବସାୟିକ […]