ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ତିନ ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ବିଧାନପରିଷଦରେ ରୋକ୍ ଲଗାଇଛି। ରାଜ୍ୟ ବିଧାନପରିଷଦରେ ତେଲୁଗୁ ଦେଶମ୍ […]
ନୂଆଦିଲ୍ଲୀ : ସିଏଏକୁକୁ ନେଇ ଦାଖଲ ହୋଇଥିବା 144ଟି ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି […]
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତାକୁ ନେଇ ଆଜି ସୁପ୍ରିମ୍କୋର୍ଟରେ 144ଟି ଯାଚିକାର ଶୁଣାଣି ହେବ। ଅଧିକାଂଶ ଯାଚିକାରେ ସିଏଏକୁ ବିରୋଧ କରାଯାଇଛି। ଡିସେମ୍ବର 17ରେ ହୋଇଥିବା ଶୁଣାଣିରେ ଆଇନରେ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମନା କରିଥିଲେ। […]
ଉତ୍ତରପ୍ରଦେଶ : କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାକୁ ୟୁପି କ୍ୟାବିନେଟ୍ ମୋହର ଲଗାଇଛି । ଏହି ଯୋଜନା ମୁତାବକ କ୍ଷେତରେ କାମ କରୁଥିବା ସମୟରେ କୃଷକ କିମ୍ବା ତାର ପରିବାରର କୌଣସି ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ […]
ରାଞ୍ଚି- ଝାଡଖଣ୍ଡର ନୂଆ ସରକାର ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। […]
ମୁମ୍ବାଇ : ଭାରତରେ ସାଇବର୍ ଆକ୍ରମଣ ହ୍ରାସ ପାଇଛି । ମଙ୍ଗଳବାର କାସ୍ପରସ୍କାଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ ସାଇବର ଆକ୍ରମଣରେ 40.4 ପ୍ରତିଶତ ହ୍ରାସ ପାଇଛି । 2018ରେ ଦେଶରେ ସାଇବର ଆକ୍ରମଣ […]
ନୂଆଦିଲ୍ଲୀ : ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । […]
ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ମଙ୍ଗଳବାର ସଙ୍ଗଠିତ ଏହି ଏନ୍କାଉଣ୍ଟରରେ ଦୁଇ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁଇ […]
ଜୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆସନ୍ତା ଜାନୁଆରୀ 28 ତାରିଖରେ ଜୟପୁର ବିଦ୍ୟାଧର ନଗରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ରାଲି କରିବେ। ଏହି ପଦକ୍ଷେପ ଦ୍ବାରା କଂଗ୍ରେସ ସିଏଏ ବିରୋଧରେ ଦେଶର ଯୁବବର୍ଗଙ୍କୁ ଏକତ୍ରିତ […]
ନୂଆଦିଲ୍ଲୀ : ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଉବର ଇଟ୍ସକୁ ଅଧିଗ୍ରହଣ କରିଛି ଜୋମାଟୋ । ଉବେର୍ ଇଟ୍ସକୁ 350 ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 2485 କୋଟି ଟଙ୍କାରେ ଅଧିଗ୍ରହଣ କରିଛି ଜୋମାଟୋ । ଏହା ସହିତ ଜୋମାଟୋରେ […]
ମୁମ୍ବାଇ : ମହେଶ ଭଟ୍ଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ତଥା ଅଭିନେତ୍ରୀ ସୋନି ରାଜଦାନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୋନି ସଂସଦ ଆକ୍ରମଣର ଦୋଷୀ ଆଫଜଲ୍ ଗୁରୁଙ୍କ ଫାଶୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋନି ଟୁଇଟରରେ […]
ନୂଆଦିଲ୍ଲୀ : ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍ଏଫ୍ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର […]
ଜୟପୁର : ଜୟପୁରରେ ଜଣେ ମହିଳାଙ୍କୁ ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ବେଶ୍ ମହଙ୍ଗା ପଡିଛି। ଫେସ୍ବୁକ୍ରେ ଫଲୋଅର୍ସଙ୍କ ସଂଖ୍ୟା ବଢିବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ଫେସ୍ବୁକ୍ରେ ମହିଳାଙ୍କର 6000ରୁ […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀ ରାଜନୀତି ପାଣିପାଗ ବେଶ୍ ଉଷ୍ଣ ରହିଛି । ଆଜି ନାମାଙ୍କନ ଭରିବାର ଅନ୍ତିମ ଦିନରେ ଆମ୍ ଆଦ୍ମୀ ଦଳ (ଆପ୍) ଓ ଭାରତୀୟ ଜନତା ଦଳ (ବିଜେପି) ମଧ୍ୟରେ ଟୁଇଟ୍ ଓ୍ବାର […]
ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ 35 କିଲୋ ସୁନା ଦାନ କରିଛନ୍ତି। ଭକ୍ତଜଣକ ଦିଲ୍ଲୀର ବୋଲି ଜଣାପଡିଛନ୍ତି। ଭାରତୀୟ ବଜାରରେ ଏହି ସୁନାର ମୂଲ୍ୟ ପାଖାପାଖି 14 କୋଟି ଟଙ୍କାର ହେବ ବୋଲି ସୂଚନା ରହିଛି। […]
ସୁରତ : ଗୁଜୁରାଟର ସୁରତଠାରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ସୁରତର ଏକ ରଘୁବୀର ଟେକ୍ସଟାଇଲ୍ ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ 57ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ […]
ନୂଆଦିଲ୍ଲୀ : ଆସନ୍ତା ଜୁନ ୧ରୁ ‘ଏକ ଦେଶ ଏକ ରାସନକାର୍ଡ’ ନିୟମ ଲାଗୁ ହେବ। କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାସନକାର୍ଡକୁ ଦେଶରେ ଯେକୌଣସି […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ବଡ ବଡ ନେତାମାନେ ନାମାଙ୍କନ ଭରିବେ । ଗତକାଲି ରୋଡ୍ ଶୋ’ ରେ ଫସିଯିବା ଯୋଗୁଁ ଅରବିନ୍ଦ […]
ମାଙ୍ଗାଲୁରୁ : ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର […]
ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍ କୁମାର ଗୁପ୍ତାଙ୍କ ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । 2012ରେ ଘଟଣା ଘଟିବା ସମୟରେ ସେ ନାବାଳକ ଥିବା ନେଇ ପଓ୍ବନ୍ଙ୍କ ପକ୍ଷରୁ ଜାନୁୟାରୀ 17 ତାରିଖରେ […]