ନୂଆଦିଲ୍ଲୀ : ଏଲ୍ଏନ୍ଜିପି ହସ୍ପିଟାଲ ସମ୍ମୁଖରେ ପ୍ରାଣ ହରାଇଛନ୍ତି ଜଣେ କରୋନା ଆକ୍ରାନ୍ତ । ଏହି ଘଟଣାକୁ ନେଇ ମୃତକଙ୍କ ଝିଅ ଟ୍ବିଟ୍ଟରରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରାଯାଇଛି । ଜୁନ୍ 2 ତାରିଖରେ […]
ନୂଆଦିଲ୍ଲୀ : ତବଲିଗି ଜମାତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାକୁ ନେଇ ସମୁଦାୟ 2550 ଜଣ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା କରାଯାଇଛି । ଆସନ୍ତା 10 ବର୍ଷ ପାଇଁ ଏହି ବିଦେଶୀଙ୍କ ଭାରତ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦୁଇ ମୁଖ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସଂଘ ପରିବାରର ଦୁଇ ପ୍ରମୁଖ ସହଯୋଗୀ ଡ. ସୁନୀଲ ଆମ୍ବେକର ଏବଂ ଡ. ଯୋଗେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି […]
ଥିରୁଅନନ୍ତପୁରମ୍ : କେରଳର ମଲ୍ଲାପୁରମ୍ରେ ଘଟିଥିବା ବର୍ବର ହାତୀ ମୃତ୍ୟୁ ମାମଲାକୁ ନେଇ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର୍ । ବାଣ ଖାଇବାକୁ ଦେଇ ପଶୁ ହତ୍ୟା କରିବା ଭାରତୀୟ ସଂସ୍କୃତିର ପରିଚୟ ନୁହେଁ […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ସାବତ ବାପାକୁ ଗୁଳି କରି ହତ୍ୟା କରିଛି ଜଣେ ଦଶମ ଶ୍ରେଣୀ ଛାତ୍ର । ସୁଲତାନପୁର ଅଞ୍ଚଳର କାଦିପୁର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା […]
ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । 1985 ବ୍ୟାଚ୍ ଆଇଏଏସ୍ ଅଫିସର ଅଜୟ କୁମାର ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସାଉଥ ବ୍ଲକର କିଛି ଅଂଶ ସିଲ୍ କରାଯିବା […]
ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ବକୁ କବଳିତ କରିଛି । ଭାରତରେ ମଧ୍ୟ କାୟା ବିସ୍ତାର କରିଛି କରୋନା। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। 24 ଘଣ୍ଟାରେ ପୁଣି 9 ହଜାରରୁ ଅଧିକ ମାମଲା ସାମନାକୁ […]
ନୂଆଦିଲ୍ଲୀ : ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍ ପଡ଼ିଲା ଆଳୁ ଓ ପିଆଜ । କେନ୍ଦ୍ର କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଜି କ୍ୟାବିନେଟ୍ର ବୈଠକରେ ଅତ୍ୟାବଶ୍ୟକ ଦ୍ରବ୍ୟରୁ ଆଳୁ, ପିଆଜ, ଡାଲି, ତେଲକୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି […]
ମହାରାଷ୍ଟ୍ର : ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଛି । ମହାରାଷ୍ଟ୍ର ଆଲିବାଗ୍ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ନିସର୍ଗ । ହରିହରେଶ୍ବର-ଡାମନ୍ ମଝିରେ ଆଲିବାଗ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ନିସର୍ଗ । ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ 100ରୁ […]
ଜମ୍ମୁ : କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ସେମାନେ କେବଳ ପୀଡ଼ିତ ଠାରୁ ଦୂରରେ ରହୁନାହାନ୍ତି ବରଂ ସର୍ବସାଧାରଣ ଶବ ଦାହରେ ସେମାନଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି । […]
ମୁମ୍ବାଇ : ଆଜି ଦିନ 1ଟାରୁ 4ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ନିସର୍ଗ’ । ଭୀଷଣ ବାତ୍ୟାର ରୂପ ନେଇ ଆଲିବାଗଠାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ନିର୍ସଗ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ 100ରୁ 120 କିମି ରହିବ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଥମିବାର ନାଁ ଧରୁନାହିଁ । ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ 8 ହଜାର 909 ମାମଲା ସାମନାକୁ ଆସିଛି । ଦେଶରେ […]
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ରୋହିଣୀ କୋର୍ଟର ଜଣେ ବିଚାରପତିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ବିଚାରପତିଙ୍କ ସହ […]
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜଭବନର କର୍ମଚାରୀମାନେ କରୋନା ସଂକ୍ରମିତ ହେବା ପରେ ଏବେ ଦିଲ୍ଲୀର ଉପ ରାଜ୍ୟପାଳ (ଏଲଜି) ଅନିଲ୍ ବୈଜଲ୍ଙ୍କ ଅଫିସ୍ରେ ମଧ୍ୟ କରୋନା ପହଞ୍ଚିଯାଇଛି । ମିଳିଥିବା ସୂଚନା ଅନୁସାରେ ଏଲ୍ଜି ସଚିବାଳୟରେ କାମ କରୁଥିବା ସର୍ବ କନିଷ୍ଠ […]
ବ୍ରାଜିଲ୍ : ଚୀନ୍ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍କୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଆମେରିକା ପରେ ପରେ ଏବେ ବ୍ରାଜିଲ୍ରେ କରୋନା ମାମଲା ବେଶ୍ ବିକଟମୟ ସ୍ଥିତିରେ ପହଞ୍ଚିଛି । ବ୍ରାଜିଲରେ ବିଗତ 24 ଘଣ୍ଟା ମଧ୍ୟରେ 29 […]
ମୁମ୍ବାଇ: ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ 13 କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ଆଲିବାଗ ନିକଟରେ ଲ୍ୟାଣ୍ଡ୍ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସୂଚନା ଦେଇଛି। ଯେଉଁ […]
ବେଙ୍ଗାଲୁରୁ : ଆମେରିକାର ଜର୍ଜ ଫ୍ଲୟେଡ୍ ହତ୍ୟାକୁ ନେଇ ନିଜ ମତାମତ ରଖିଛନ୍ତି ଭାରତୀୟ କ୍ରିକେଟର କେ ଏଲ୍ ରାହୁଲ୍ । ଏହି ଘଟଣାକୁ ନେଇ ଆମେରିକାରେ ହିଂସା ଦେଖାଦେଇଥିବା ସମ୍ପୂର୍ଣ୍ଣ ବିଶ୍ବ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି । ଟ୍ବିଟ୍ଟରରେ […]
ହାଇଦ୍ରାବାଦ : ସାହାସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ତେଲେଙ୍ଗାନାର ଜନୈକ ଯୁବକ । ଏକ ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ ତାର ଉପରେ ଚଢି ଏକ ଗଛଡାଳ କାଢିଛନ୍ତି ଏହି ଯୁବକ । ନିଜାମପୁରର ସଦାଶିବପେଟ ମଣ୍ଡଳର ସଙ୍ଗାରେଡ୍ଡୀରେ ସୋମବାର ଏହି […]
ନୂଆଦିଲ୍ଲୀ : ଦେଶରେ ଦୁଇ ଲକ୍ଷ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂତନ ଭାବରେ 2637 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,01,009ରେ ପହଞ୍ଚିଛି । ଏହା ମଧ୍ୟରୁ 96534 ଜଣ ସୁସ୍ଥ ହୋଇଥିବା ବେଳେ […]
ମୁମ୍ବାଇ : ଅଭିନେତ୍ରୀ ତଥା ରେଓ୍ବାର ରାଜକୁମାରୀ ମୋହିନା ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ମୋହେନାଙ୍କ ବ୍ୟତିତିକ ରାଜପରିବାରର ଅନ୍ୟ 6 ଜଣ ସଦସ୍ୟ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ […]
ଦିସ୍ପୁର : ଆସାମରେ ଏକ ଅଭାବନୀୟ ଘଟଣାରେ 20 ଜଣ ପ୍ରାଣ ହରାଇଛନ୍ତି । ଆସାମର ତିନି ଜିଲ୍ଲାର ବାରାକ୍ ଉପତ୍ୟାକାରେ ଭୂସ୍ଖଳନ ଘଟି 20 ଜଣଙ୍କ ପ୍ରାଣହାନି ଘଟିଛି । ବନ୍ୟା କାରଣରୁ ଆସାମରେ ମଙ୍ଗଳବାର ଏହି ଭୂସ୍ଖଳନ ଘଟିଛି […]