ହାଇଦ୍ରାବାଦ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍ଆରସି)କୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଲାଗି ରହିଥିବାବେଳେ ଜଣେ ପୂଜାରୀଙ୍କ ହିନ୍ଦୁଦେବାଦେବୀଙ୍କ ପାଇଁ ସରକାରଙ୍କଠାରୁ ନାଗରିକତ୍ବ ଦାବି ବେଶ୍ ଚର୍ଚ୍ଚାରେ ରହିଛି । ହାଇଦ୍ରାବାଦର ଚିଲକୁର୍ […]
ଜୟପୁର : ରାଜସ୍ଥାନ ଜୟପୁରର ସହରର ରହୁଥିବା ଭଜନ ଗାୟକ ରାମଜାନ ଖାନ୍ ଓରଫ୍ ମୁନ୍ନା ମାଷ୍ଟରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ମୁନ୍ନା ମାଷ୍ଟର ଭଗବାନ ଶ୍ରୀକୃଷ୍ଣଙ୍କରେ ଭକ୍ତିଗୀତ ପାଇଁ ବେଶ୍ ଲୋକପ୍ରିୟ। ମୁନ୍ନା ମାଷ୍ଟର ହେଉଛନ୍ତି ପ୍ରଫେସର ଫିରୋଜ […]
ନୂଆଦିଲ୍ଲୀ : ଦିଲ୍ଲୀ ରାଜପଥରେ 71ତମ ଗଣତନ୍ତ୍ର ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆଗେଟ୍ ନିକଟରେ ଥିବା ଜାତୀୟ ଯୁଦ୍ଧ ସ୍ମାରକଠାରେ ରାଷ୍ଟ୍ର ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି […]
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟି-20 ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍ ଆଜି ଅକ୍ଲାଣ୍ଡ୍ର ଇଡେନ୍ ପାର୍କଠାରେ ଅନୁଷ୍ଠିତ ହେଉଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେନ୍ ଓ୍ବିଲିୟମସ୍। ତେବେ ଭାରତ ଓ […]
ମୁମ୍ବାଇ: ଆଜି ସାରା ଦେଶ 71ତମ ଗଣତନ୍ତ୍ର ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରୁଛି । ଗଣତନ୍ତ୍ର ଦିବସ ଅବସରରେ ଗତକାଲି ରାତିରେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଛି । ଚଳିତ ଥର 7ଟି ପଦ୍ମ ବିଭୂଷଣ ସହ 16ଟି […]
ନୂଆଦିଲ୍ଲୀ : 71ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଗୁଗୁଲର ଡୁଡୁଲ୍ରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଝଲକ୍ । ଡୁଡୁଲ୍ରେ ଭାରତର ସାଂସ୍କୃତିକ ଓ ସାମ୍ରାଜ୍ୟ ଭିତରେ ବିବିଧତା ଭିତରେ ଏକତାକୁ ପ୍ରଦର୍ଶିତ କରିଛି । ଗୁଗୁଲ୍ ଏହି ଡୁଡୁଲ୍ରେ ଭାରତର […]
ନୂଆଦିଲ୍ଲୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାରେ ସହ ପାଳିତ ହେଉଛି । 71ତମ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତକା ଉତ୍ତୋଳନ କରି ପ୍ୟାରେଡ୍ […]
ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି […]
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ […]
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ତଥା ଭାଇଚାର ପାଇଁ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବା ପାଇଁ କହିଛନ୍ତି ରାଷ୍ଟ୍ରପତି […]
ନୂଆଦିଲ୍ଲୀ : ଶନିବାର ଦିନ ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 5ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । କୋଚିଂ ସେଣ୍ଟର ଚାଲୁଥିବା ସମୟରେ ଅଚାନକ ଛାତ ଭୁଶୁଡି ପଡ଼ି ଏକ ଅଘଟଣ […]
ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 11ଜଣ ଛାତ୍ର ଆହତ ହୋଇଛନ୍ତି । ଅଚାନକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡ଼ିବାରୁ ସେଠାରେ ଏକ ଆତଙ୍କ ସୃଷ୍ଟି ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗୋକଲପୁରର […]
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଫାଶୀ ବଞ୍ଚିବା ପାଇଁ ଦୋଷୀମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ […]
ନୂଆଦିଲ୍ଲୀ : ବିବାଦୀୟ ଟ୍ବିଟ୍ କାରଣରୁ ବିଜେପିର ମଡେଲ ଟାଉନ୍ ବିଧାୟକ ପ୍ରାର୍ଥୀ କପିଲ ମିଶ୍ରାଙ୍କ ଉପରେ 48 ଘଣ୍ଟାର ରୋକ୍ ଲଗାଯାଇଛି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କପିଲ୍ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍କା ଲାଗିଛି। ହରିନଗର ଆସନରୁ ଚାରି ଥର ବିଧାୟକ ରହିଥିବା ବିଜେପିର ହରିଶରଣ ସିଂ ବଲ୍ଲୀ ଆଜି ଆମ୍ ଆଦ୍ମୀ ଦଳରେ ସାମିଲ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ […]
ପାଟନା : କଲେଜରେ ବୁର୍ଖା ପିନ୍ଧିବା ନେଇ କଟକଣା ଜାରିକୁ ଛାତ୍ରୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଛାତ୍ରୀଙ୍କ ଆନ୍ଦୋଳନ ପରେ ବୁର୍ଖା ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶୁକ୍ରବାର ଦିନ ପାଟନାର ଜେଡି […]
ଜୟପୁର : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଏହା ବିରୋଧରେ ବିଲ୍ ପାଶ୍ କରାଇଛି ରାଜସ୍ଥାନ । କେରଳ ଏବଂ ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବରେ ଏହି ବିଲ୍କୁ ମଞ୍ଜୁରୀ […]
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ରାଜକ୍ଷମା ଆବେଦନ ପାଇଁ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କ ପକ୍ଷରୁ ତିନି ଅଭିଯୁକ୍ତଙ୍କ ସମସ୍ତ […]
ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛ । ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଶନିବାର 4 ଆତଙ୍କୀଙ୍କୁ ଗିରଫ କରାଯାଇଛି । 4 ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହିତ ବିପୁଳ ପରିମାଣର […]
ମୁମ୍ବାଇ: ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା। ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର […]