ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭାଇରସ୍ ସହ ଲଢିବା ପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିଛନ୍ତି। ରାଜ୍ୟରେ 23ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ରହିଥିବା ଶ୍ରମିକ ତଥା ଦିନ ମଜୁରିଆଙ୍କ ପାଇଁ ଭତ୍ତାର ଘୋଷଣା କରିଛନ୍ତି। […]
ଉତ୍ତରପ୍ରଦେଶ: ଭାରତରେ କରୋନା ଭାଇରସ୍ର ସଂକଟ ବଢିଚାଲିଥିବାବେଳେ ଏଥିରେ 5ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ବିଦେଶୀ ନାଗରିକ ରହିଛନ୍ତି । କରୋନାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । […]
ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଭୟଙ୍କର ଭାବରେ ବ୍ୟାପୁଥିବାବେଳେ ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 270ରେ ପହଞ୍ଚିଛି । ଆଜି ମହାରାଷ୍ଟ୍ରରୁ ନୂତନ 11ଟି ମାମଲା ସାମ୍ନାକୁ ଆସିଛି । […]
ଭୋପାଳ : ମଧ୍ୟପ୍ରଦେଶର ରାଜନୈତିକ ଛକାପଞ୍ଝା ପରେ କାଲି ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ କମଲନାଥଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢିବ ନା ପୁଣି ଥରେ ନିର୍ବାଚନ ହେବ, ସେଥିନେଇ ଆଶଙ୍କା […]
ଲକ୍ଷ୍ନୌ : ବଲିଉଡ ସିଙ୍ଗର କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯୋଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି […]
ରାଞ୍ଚି : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । […]
କର୍ଣ୍ଣାଲ : କୋରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଭାଇରସ୍ର ମୁକାବିଲା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାପାଳ […]
ଭୋପାଳ: ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ଇସ୍ତଫା ଦେବାପରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟିର ଅଙ୍କ କଷା ଆରମ୍ଭ ହୋଇଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁନେଇ ଚର୍ଚ୍ଚା ଜୋର ଧରିଛି। ତିନି ତିନି ଥର […]
ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରଦେଶର ସମସ୍ତ ମଲ୍କୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି । କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଦିଲ୍ଲୀର ସମସ୍ତ ମଲ୍ ବନ୍ଦ ରହିବ । […]
ଲକ୍ଷ୍ନୌ : ବଲିଉଡ୍ର ଲୋକପ୍ରିୟ ଗାୟିକା କନିକା କପୁର୍ ଏବେ କରୋନା ପଜିଟିଭି । ମାର୍ଚ୍ଚ 15 ତାରିଖରୁ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ। ସେ ବିମାନ ବନ୍ଦରରୁ ବିନା ଯାଞ୍ଚରେ ବାହାରକୁ ଆସିଥିଲେ ବୋଲି ଅଭିଯୋଗ ରହିଛି। ଅପରପକ୍ଷରେ କନିକା କପୁର୍ […]
ମୁମ୍ବାଇ : କରୋନାକୁ ଦୃଷ୍ଟିରେ ମହାରାଷ୍ଟ୍ର ସରକାର ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ରର 4 ବଡ ସହରରେ ସମସ୍ତ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ […]
ଭୋପାଳ : ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ନାଟକରେ ନୂଆ ମୋଡ ଆସିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହା ସମ୍ପର୍କରେ ଘୋଷଣା […]
ଭୋପାଳ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଫ୍ଲୋର ଟେଷ୍ଟ ପୂର୍ବରୁ ସରେଣ୍ଡର କଲେ କମଲନାଥ। କମଲନାଥ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ଶୁକ୍ରବାର ଅର୍ଥାତ୍ ଆଜି ସନ୍ଧ୍ୟା 5ଟା ଭିତରେ ଶକ୍ତିପରୀକ୍ଷା କରାଯାଇଥାନ୍ତ। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରି ଚିଠି ଲେଖିଛନ୍ତି ନବୀନ। ଏପ୍ରିଲ୍ 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା […]
ରାଜସ୍ଥାନ : କରୋନା ଭାଇରସ୍କୁ ନେଇ ରାଜସ୍ଥାନର ଜୟପୁରରୁ ଏକ ବଡ ଖବର ଆସିଛି । ରାଜସ୍ଥାନର ପ୍ରଥମ କରେନା ପଜିଟିଭି ଇଟାଲୀୟ ନାଗରିକ ଏଣ୍ଡ୍ରି କାର୍ଲିଙ୍କ ମୃତ୍ୟୁ ହୋଇଛି । ଭାରତରେ ଆଜି ପଞ୍ଚମ ମୁଣ୍ଡ ନେଇଛି କରୋନା । […]
କରୋନା ଭାଇରସରେ ଏବେ ବିଶ୍ବ ଥରହର। ସାରା ବିଶ୍ବରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ଦଶହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ […]
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ସାରା ଦେଶ ଏବେ ସତର୍କରେ । ଏବେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 195ରେ ପହଞ୍ଚିଛି । ସେହିପରି 4ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି । କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର […]
ଭୋପାଳ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ସଂକଟର କଳା ବାଦଲ ଏବେ ଘୋଡେଇ ହୋଇ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ଆଜି ବିଧାନସଭା ଅଧ୍ୟକ୍ଷ ବିଶେଷ ଅଧିବେଶନ ଡକାଇଛନ୍ତି। ଆଜି ବିଧାନସଭାରେ ଶକ୍ତିପରୀକ୍ଷା ହେବା। ସୁପ୍ରିମ୍କୋର୍ଟ ଗୁରୁବାର ଦିନ ଏହି ପ୍ରକ୍ରିୟାକୁ […]
ନୂଆଦିଲ୍ଲୀ : 2012 ମସିହାରେ ସେଇ ଡିସେମ୍ବର 16 ତାରିଖର କଥା ମନେ ପଡିଲେ ସମସ୍ତ ଦେହ ଶୀତେଇ ଉଠିବ । ଏକ ଶୀତୁଆ ରାତ୍ରିରେ ଅମାନୁଷିକ କାଣ୍ଡ ଘଟାଇଥିଲେ ନରରୂପୀ ପିଶାଚମାନେ । ଚଳନ୍ତା ବସ୍ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରି […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଫନ୍ଦରୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଏପି ସିଂହ ବହୁ ପ୍ରଚେଷ୍ଟା କରିଥିଲେ। ଚାରି ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଏପି ସିଂହ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇ ଆଇନର ବିଭିନ୍ନ […]
ନୂଆଦିଲ୍ଲୀ : ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀରେ ଝୁଲିଲେ ଚାରି ଦୋଷୀ । ଦିଲ୍ଲୀର ତିହାର୍ ଜେଲ୍ରେ ସକାଳ 5.30ରେ ନରହନ୍ତାଙ୍କୁ ମିଳିଲା ଫାଶୀ । ନିର୍ଭୟା ଦୋଷୀମାନଙ୍କୁ ଫାଶୀ ହେବା ପରେ ଭାରତୀୟ […]