ମୁମ୍ବାଇ: ମହାମାରୀ କରୋନା ଭାରତରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି। ଏପର୍ଯ୍ୟନ୍ତ ଦେଶରେ 147ଟି ମାମଲା ଦେଖିବାକୁ ମିଳିଛି। କରୋନା ଭାଇରସ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡୁଛି । ଭାରତରେ ଆୟୁର୍ବେଦିକ ପରମ୍ପରା ଅନ୍ତର୍ଗତ […]
ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଚାଲିଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଭାରତରେ ସର୍ବମୋଟ ୧୪୭ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ରୋଗରୁ ଭଲ ହୋଇଥିବା ରୋଗୀଙ୍କ […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଚୀନ୍ରୁ ବୁହାନ ସହରରୁ ଏହା ବ୍ୟାପି ଆଜି ବିଶ୍ବର ୧୬୬ଟି ଦେଶରେ ପହଞ୍ଚିଛି। ଚୀନ୍ ପରେ ଏହା ଇଟାଲୀ, ଇରାନ୍ ଓ ସ୍ବେନ୍ର ବିଶେଷ ଭାବରେ ବ୍ୟାପି ଚାଲିଛି। […]
ନୂଆଦିଲ୍ଲୀ : ସାର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ଭାରତରେ ସର୍ବମୋଟ 147ଜଣ ଏହି ରୋଗରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି । କରୋନା ପାଇଁ ସରକାର ବେଶ୍ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୋଦି […]
ନୂଆଦିଲ୍ଲୀ : କରୋନାକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ ଥିବାବେଳେ ଭାରତରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି 10ଟି ନୂତନ ମାମଲା ସାମ୍ନାକୁ ଆସିଛି । ଭାରତରେ ମୋଟ କରୋନ ପୀଡ଼ିତଙ୍କ ସଂଖ୍ୟା 147ରେ ପହଞ୍ଚିଛି […]
ଗୁଜୁରାଟ, ବରୋଦା ଜିଲ୍ଲାର ଜିଲ୍ଲାପାଳଙ୍କ ୱାର୍ଡ ତଦାରଖ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କୋରୋନା ଭାଇରସ ନେଇ ଚାରିଆଡେ ଆତଙ୍କ ଖେଳିଯାଇଥିବା ବେଳେ ବରୋଦା ଜିଲ୍ଲାପାଳ […]
ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ […]
କୋଲକାତା : ଗୋମୂତ୍ରରେ ଆରୋଗ୍ୟ ହେଉଛି କୋରୋନା ଭାଇରସ୍ । ଏପରି ଗୁଜବ ସୃଷ୍ଟି କରି ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ଯୁବକ । କୋରୋନା ଭାଇରସ୍ରୁ ଆରୋଗ୍ୟ ପାଇଁ ରସୁଣ, ତୁଳସୀ ପତ୍ରର ବ୍ୟବହାର ପରି ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍ […]
ପାଟନା : ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିହାର ସରକାରଙ୍କ ପକ୍ଷରୁ ହୋଟେଲ ପାଟଳୀପୁତ୍ରକୁ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯାଇଛି । ମଙ୍ଗଳବାର ଦିନ ବିହାର ସରକାରଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ସାବ୍ୟସ୍ତଙ୍କ ପତ୍ନୀ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଦୋଷୀ ଅକ୍ଷୟ କୁମାର ସିଂଙ୍କ ପତ୍ନୀ ଏହି ଆବେଦନ କରିଛନ୍ତି। ସେ ବିହାରର ଔରଙ୍ଗାବାଦର ସ୍ଥାନୀୟ କୋର୍ଟରେ କରିଛନ୍ତି। ସେ କହିଛନ୍ତି ଯେ ମାର୍ଚ୍ଚ […]
ନୂଆଦିଲ୍ଲୀ : ନୌସେନାରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି । ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି ମିଳିବା ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ନୌସେନାରେ ପୁରୁଷ ଅଫିସରଙ୍କ […]
ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦେଶରେ ରହିଥିବା ସମସ୍ତ ଐତିହାସିକ ସ୍ଥଳୀ ତଥା ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ କରାଯିବାର ଘୋଷଣା କରାଯାଇଛି । […]
ମୁମ୍ବାଇ : ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା। ସାରା ବିଶ୍ବରେ ଛଅ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁବରଣ କରିଛନ୍ତି। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା […]
ନୋଏଡା : ନୋଏଡାଠାରେ ଅଭିନବ ଉପାୟରେ ଏକ ବିଏମ୍ଡବ୍ଲ୍ୟୁ ଚୋରି ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଷ୍ଟକ୍ ବ୍ରୋକର୍ ନିଶାରେ କାର୍ ଚଳାଇ ଘରକୁ ଫେରୁଥିବାବେଳେ ପରିସ୍ରା କରିବା ପାଇଁ ରାସ୍ତା କଡରେ ଗାଡିକୁ […]
ନୂଆଦିଲ୍ଲୀ, ବର୍ତମାନ ସୁଦ୍ଧା ଦେଶରେ ୧୧୪ ଜଣ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଦ୍ୟସୂଚନା ଅନୁଯାୟୀ ଓଡ଼ିଶା, ଜମ୍ମୁ କଶ୍ମୀର, କେରଳ ଓ ଲଦାଖରେ ଗୋଟିଏ ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା […]
ଗୁଜରାଟ : ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି […]
ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ମନୋନୀତ ସଦସ୍ୟ ଭାବରେ ଦେଶର 46 ତମ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନୋନୟନ ନେଇ ସୋମବାର ଦିନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ […]
ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି। ଅବସର […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲବ, […]
ଚୀନ୍ : ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ସାରା ଦେଶରେ ସଂକଟ ସୃଷ୍ଟି କରିଥିବାବେଳେ ଇତିମଧ୍ୟରେ ବିବାହ ବିଚ୍ଛେଦ ଯୋଡ଼ିଙ୍କ ସଂଖ୍ୟା ବଢିବାରେ ଜଣାପଡିଛି । ଚୀନ୍ର ମ୍ୟାରେଜ୍ ରେଜିଷ୍ଟର୍ ଅନୁସାରେ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ଡ୍ରାମାରେ ଆଜି ଟୁଇଷ୍ଟ୍ ଦେଖିବାକୁ ମିଳିଛି । ଶକ୍ତି ପରୀକ୍ଷା ଦେବା ଆଗରୁ ବିଧାନସଭା ମୁଲତବୀ ହୋଇଛି । କମଲନାଥ ସରକାରଙ୍କ ଉପରେ ରହିଥିବା ସଂକଟ ଏବେ କିଛି ଦିନ ପାଇଁ ଟଳି […]