କେରଳ : ଭାରତରେ କରୋନା ଭାଇରସ୍ର ମାମଲା ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଡା ଦୃଷ୍ଟି ରଖିଥିବା ସତ୍ତ୍ବେ କିଛି ଲୋକଙ୍କ ଦାୟିତ୍ବହୀନତା ମଧ୍ୟ ଦେଖିବାକୁ […]
ନୂଆଦିଲ୍ଲୀ : ଚୀନ୍ର ବୁହାନ ସହରରୁ କରୋନା ଭାଇରସ୍ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ 157 ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ […]
ଗଂଜାମ, ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ପିଠରେ ଆସନ୍ତା ମଙ୍ଗଳବାରରେ ହେବାକୁ ଥିବା ଚଇତି ପର୍ବ ଜାକଜମକରେ କରାଯିବ ନାହିଁ। କେବଳ ମାଙ୍କ ସ୍ବତନ୍ତ୍ର ପୂଜାବିଧି କରାଯାଇ ଚଇତ ପର୍ବର କାମ ଶେଷ କରାଯିବ। କୋରୋନା ଭୟରେ ସରକାର ବର୍ତ୍ତମାନ ଏକାଠି […]
ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ […]
ଭୋପାଳ : ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ୍ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ […]
ନୂଆଦିଲ୍ଲୀ : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ରାଜନୀତି ମଇଦାନରେ ପାଦ ଥାପିଛନ୍ତି । ରବିବାର ଆଜାଦ୍ ନିଜର ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି । ନୋଇଡାର ସେକ୍ଟର 70 ଅନ୍ତର୍ଗତ ବସାଇ ଗ୍ରାମରେ ଆଜାଦ ନିଜର […]
ଆଗ୍ରା: ଜଣେ କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାୟର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ହୋଥିବାର ସୂଚନା ରହିଛି। କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ଆଗ୍ରା ଜିଲ୍ଲା […]
ଭୋପାଳ: ଚାରିଜଣ ସ୍ଵାଧୀନ ବିଧାୟକଙ୍କ ସହ ମୋଟ ୯୪ ଜଣ କଂଗ୍ରେସ ବିଧାୟକ ଆଜି ଜୟପୁରରୁ ଭୋପାଳ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେମାନଙ୍କୁ ଚାରିଟି ବିଳାସପୂର୍ଣ୍ଣ କୋଚରେ ଏକ ହୋଟେଲକୁ ନିଆଯାଇଛି। ଏହି ହୋଟେଲଟି ବିଧାନସଭା ଠାରୁ ପ୍ରାୟ ତିନି କିଲୋମିଟର […]
ହାଇଦ୍ରାବାଦ: କରୋନାଭାଇରସର ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ହାଇଦ୍ରାବାଦ ପୋଲିସ ଚେତାବନୀ ଦେଇଛି। କରୋନାଭାଇରସ୍ କୁ ପ୍ରତିରୋଧ ପାଇଁ ରାଜ୍ୟ ସରକାର ବନ୍ଦ ଘୋଷଣା କରିଥିବାବେଳେ ତେଲେଙ୍ଗନା […]
ନୂଆଦିଲ୍ଲୀ: କରୋନାଭାଇରସ୍ ରେ ପ୍ରଭାବିତ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ ଆଜି ଭାରତରେ ପହଞ୍ଚିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଚରେ ୧୩୧ ଜଣ ଛାତ୍ର ଏବଂ ୧୦୩ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ ଜଣେ ନକଲି ଗଡମ୍ୟାନ ତଥା “କରୋନା ୱାଲ ବାବା” କୁ ଗିରଫ କରିଛି। ଏହି ନକଲି ଗଡମ୍ୟାନ ତଥା “କରୋନା ୱାଲ ବାବା” ହେଉଛି ଡାଲିଗଞ୍ଜ ଅଞ୍ଚଳର ଅହମ୍ମଦ ସିଦ୍ଦିକି। ସେ ତାଙ୍କ ଦୋକାନ ବାହାରେ ଏକ ବୋର୍ଡ […]
ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଛାଡିବା ବଦଳରେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ପୋଲିସ କନଷ୍ଟେବଳ ତଥା ଜଣେ ଓକିଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ହାଭିଲଦାରଙ୍କ ନାମ ସତ୍ୟ […]
ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ ପଜିଟିଭ୍ ମାମଲା ସଂଖ୍ୟା ୩୧ କୁ ବୃଦ୍ଧି ପାଇଥିବାର ସୂଚନା ରହିଛି। ମହାରାଷ୍ଟ୍ର ଦେଶରେ କରୋନାଭାଇରସ୍ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ଉଭା ହୋଇଛି। ଶନିବାର ବିଳମ୍ବିତ ରାତିରେ ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡରେ ପାଞ୍ଚଟି […]
ଭୋପାଳ: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂକଟରେ ଫସିଯାଇଛି । ଏହାରି ମଧ୍ୟରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ମାର୍ଚ୍ଚ ୧୬ ଅର୍ଥାତ ସୋମବାର ବିଧାନସଭାରେ ଶକ୍ତିପରୀକ୍ଷା ଦେବା ପାଇଁ ରାଜ୍ୟସରକାରଙ୍କୁ ଆଦେଶ ଦେଇଛନ୍ତି […]
ମୁମ୍ବାଇ : ଦେଶର ଅର୍ଥନୀତି ତଳୁଆ ରହିଥିବା ବେଳେ ପୁଣଗି ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଲଦି ଦିଆଯାଇଛି । ମୋବାଇଲ ଦର ବୃଦ୍ଧି ନବେଇ ଶନିବାର ଘୋଷଣା କରାଯାଇଛି । ଶନିବାର ଦିନ […]
ମୁମ୍ବାଇ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ବ୍ୟାଙ୍କର ପ୍ରଶାନ୍ତ […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଶନିବାର ପୋଲିସ୍ 5 ଜଣଙ୍କୁ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ଆପ୍ କାଉନ୍ସିଲର୍ ତାହିର ହୁସେନ୍ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ଆହୁରି […]
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କୋରୋନା ଭାଇରସ୍ର ପ୍ରଭାବ ବଢୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ସଙ୍କଟ ବା ମହାମାରୀ ଭାବରେ ଘୋଷଣା କରାଯାଇଛି । କୋରୋନା ପ୍ରଭାବରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ 4 ଲକ୍ଷର […]
ଛତିଶଗଡ : ଛତିଶଗଡରେ ନକ୍ସଲ ଆକ୍ରମଣରେ ତିନି ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଛତିଶଗଡର ବସ୍ତର ଜିଲ୍ଲାରେ ଶନିବାର ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯିବା କାରଣରୁ ତିନି ଜଣ ପୋଲିସ୍ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ସିଆରପିଏଫ୍ […]
ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଇବା ସହିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା […]
ଜୟପୁର : ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜନୈକ ନବଦମ୍ପତ୍ତିଙ୍କ ସମେତ 11 ଜଣ ପ୍ରାଣ ହରାଇଛନ୍ତି । ଯୋଧପୁରର ଶେଗଡ ନିକଟସ୍ଥ ସୋଇଁତାରା ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା । ନବଦମ୍ପତିଙ୍କ ସହିତ […]