ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀଠାରେ ଶନିବାର ଦିନ ଝମାଝମ୍ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘନ ବାଦଲ ଯୋଗୁଁ ଦ୍ବିପ୍ରହର ସମୟଟି ଅନ୍ଧକାର ପରି ଦୃଶ୍ୟମାନ ହୋଇଥିଲା । ଜୋର୍ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଏବେ ଆଇପିଏଲ୍ରେ ଲାଗିଛି ଗ୍ରହଣ । ଆଜି ମୁମ୍ବାଇଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗଭର୍ଣ୍ଣିଂ କାଉନ୍ସିଲିଂ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କରୋନା ଭାଇରସ୍ ଯୋଗୁଁ ଚଳିତ ସିଜିନ୍ରେ କିଛି ବଡ […]
ରାଜସ୍ଥାନ : ରାଜସ୍ଥାନର ଯୋଧପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲୋତରା ଓ ଫଲୋଦି ହାଇଓ୍ବେ ଉପରେ ଟ୍ରକ୍ ଓ ଜିପ୍ ମଧ୍ୟରେ ଧକ୍କା ହେବା ଫଳରେ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ […]
ଭୋପାଳ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପି ସାମିଲ୍ ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ପରିଶେଷରେ ନିଜର ନିରବତା ଭଙ୍ଗ କରିଛନ୍ତି । ଦିଗ୍ବିଜୟ ଟୁଇଟ୍ କରି କହିଛନ୍ତି ଯେ, ମହାରାଜଙ୍କଠାରୁ ଏପରି ଧୋକ୍କା […]
ଗତକାଲି ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୂତାଣୁ ଯୋଗୁଁ ଜଣେ ୬୮ ବର୍ଷ ବୟସ୍କ ମହିଳା ପ୍ରାଣ ହରାଇଛନ୍ତି। ମହିଳାଜଣଙ୍କର ପୁଅ ଇଟାଲି ଓ ସ୍ଵିଜରଲାଣ୍ଡରେ ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିଲେ। ଗତ ମାର୍ଚ୍ଚ ୭ ତାରିଖ ଦିନ ତାଙ୍କୁ ଦିଲ୍ଲୀ […]
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏହା ସହିତ ରାଣା କପୁରଙ୍କ ବାସଗୃହ […]
ଭୋପାଳ : 6 ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପରାମର୍ଶ କ୍ରମେ ଶୁକ୍ରବାର ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଭେଟିବା […]
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସ୍ବିଆଇ ନେତୃତ୍ବରେ ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍ ମୋହର ମିଳିଥିବା ସମ୍ପର୍କରେ ସୀତାରମଣ ଘୋଷଣା କରିଛନ୍ତି । ସେହିପରି ୟେସ୍ ବ୍ୟାଙ୍କ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ 4ଜି ଇଣ୍ଟରନେଟ୍ ସେବା ପୁନର୍ବ୍ୟବସ୍ଥିତ ହେବାକୁ ଯାଉଛି । ଶୁକ୍ରବାର ମଧ୍ୟରାତ୍ରରୁ 4ଜି ସେବା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । କୋରୋନା ଭାଇରସ୍ ପ୍ରଭାବରେ ସମଗ୍ର ଦେଶ ପ୍ରଭାବିତ ହୋଇଥିବା ବେଳେ ଜମ୍ମୁ […]
ଶ୍ରୀନଗର : ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘ ସାତ ମାସ ଧରି ଗୃହବନ୍ଦୀ ରହିବା ପରେ ଗୁରୁବାର ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି […]
ନୂଆଦିଲ୍ଲୀ : କୋରୋନେ ଭାଇରସ୍ ପ୍ରଭାବରେ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ନହେବା ନେଇ ଘୋଷଣା କରାଯାଇଛି । ଦିଲ୍ଲୀରୁ ମ୍ୟାଚ୍ ସ୍ଥାନାନ୍ତର ହେବା ପାଇଁ ଶୁକ୍ରବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି । ଆସନ୍ତା 13 ମାର୍ଚ୍ଚ […]
ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସେନ୍ଗାରଙ୍କୁ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପୀଡିତାଙ୍କ ପିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଏବଂ ମାମଲାର ଅନ୍ୟତମ ସହ […]
ନୂଆଦିଲ୍ଲୀ : ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଇରଫାନ୍ ଖାନ୍ ଷ୍ଟାରର ଫିଲ୍ମ ’ଅଂଗ୍ରେଜୀ ମିଡିୟମ୍’ । ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍’ର ସ୍ବିକେଲ୍ ହେଉଛି ‘ଅଂଗ୍ରେଜୀ ମିଡିୟମ୍’। ଏହି ଫିଲ୍ମରେ ଇରଫାନ୍ଙ୍କ ବ୍ୟତୀତ କରୀନା କପୁର୍ ଖାନ୍, […]
ଆଲିଗଡ : ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି । ନିଜ ଘରେ ଭଡ଼ାରେ ରହୁଥିବା ମହିଳାଙ୍କ ସହ ତାଙ୍କ ସ୍ତ୍ରୀ ସମଲିଙ୍ଗୀ […]
ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଧିରେ ଧିରେ ଭାରତରେ ନିୟନ୍ତ୍ରଣ ବାହରକୁ ଯିବାରେ ଲାଗିଛି କରୋନା ଭାଇରସ । ପ୍ରତ୍ୟେକ ଦିନ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ନୂଆ ନୂଆ ରୋଗୀଙ୍କ ସଂଖ୍ୟାରେ । କର୍ଣ୍ଣାଟକାରେ […]
ନୂଆଦିଲ୍ଲୀ: ଚଳିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ଶ୍ରୁଙ୍ଖଳର ଆଗାମୀ ଦୁଇଟି ମ୍ୟାଚ ଦର୍ଶକ ଶୂନ୍ୟ ହୋଇପାରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଏବଂ କୋଲକାତାରେ ଖେଳାଯିବ। କରୋନାଭାଇରସ୍ କାରଣରୁ […]
ଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ହଲ ବନ୍ଦ ରହିବା ନେଇ ଆଦେଶ ଦେଇଛନ୍ତି। ଯେଉଁ ସ୍କୁଲରେ କୌଣସି ପରୀକ୍ଷା ଚାଲିନାହିଁ […]
ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବା ପରେ ଏହାକୁ ନେଇ ବୟାନ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି । ସିନ୍ଧିଆଙ୍କୁ ଟାର୍ଗେଟ୍ କରି ରାହୁଲ୍ କହିଛନ୍ତି ଯେ, ଏହା ଏକ ବିଚାରଧାରର ଲଢେଇ। […]
ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀରେ ସମସ୍ତ ସିନେମା ହଲ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କରୋନା ଭାଇରସର ଭୟାବହତାକୁ ଦେଖି […]
ପୁଣେ : ଭାରତର କିଛି ସହରରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ 11ଟି କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାକୁ ଦେଖି ମହାରାଷ୍ଟ୍ର ସରକାର ସତର୍କ ହୋଇଛନ୍ତି। ଏହା ସହିତ ନେତାମାନେ […]
ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ।ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ ଏବଂ ସସ୍ମିତ ପାତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି 114 ୟୁଏଲ୍ବି ସମ୍ବନ୍ଧରେ ଓଡିଶାକୁ ବିଚାରାଧୀନ […]