ନୂଆଦିଲ୍ଲୀ : ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ […]
ନୂଆଦିଲ୍ଲୀ : ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ ଏହି ସହାୟତା ରାଶି ଘୋଷଣା କରିଛନ୍ତି […]
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍ ବୋଲି ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାର ଚିତ୍କାର ସ୍ବର ଏବେ ସଂସଦ ଭବନରେ ଗୁଞ୍ଜରିତ ହେଉଛି । ଆଜି ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ହିଂସାକୁ ନେଇ ଜୋରସୋରରେ ହଙ୍ଗାମା ହୋଇଛି । ଦିଲ୍ଲୀ ହିଂସା ନେଇ ଉଭୟ […]
ମୁଜାଫରନଗର: ଟିକ୍ଟକ୍ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍ଟିକ୍ କରିବା ବେଶ ମହାଙ୍ଗା ସାବ୍ୟସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ 18 ବର୍ଷୀୟ ଜଣେ ଯୁବକ ଟିକ୍ […]
ଦୀଘା : ମତ୍ସଜୀବୀଙ୍କ ଜାଲରେ ପଡିଲା 900 କିଲେଗ୍ରାମର ମାଛ । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ […]
ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନଙ୍କୁ ସୁପ୍ରିମ୍କୋର୍ଟଙ୍କୁ ବଡ ଝଟ୍କା ମିଳିଛି । ସୁପ୍ରିମ୍କୋର୍ଟ ପଓ୍ବନ କୁମାରଙ୍କ କ୍ୟୁରେଟିଭ୍ ପିଟିସନ୍କୁ ଖାରଜ କରିଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲ୍ ଦଣ୍ଡ କରିବାକୁ ଆବେଦନ କରିଥିଲା । ଜଷ୍ଟିସ୍ ଏନ୍ବି […]
ଆଲିଗଡ : ମା’ର ସଂଜ୍ଞା ତିଆରି କରିବା ବଡ କଷ୍ଟକର । ସନ୍ତାନକୁ ଜନ୍ମ ଦେଇ ବଢେଇ କୁଢେଇ ମଣିଷ ତିଆରି କରିଥାଏ ମା’ । ମା’ ଭୂମିକାର ଜଟିଳ ପଣ ତଥା ନିଆରାପଣର ସଂଜ୍ଞା କିଛି ନାହିଁ । ଦୁନିଆର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭାରତୀୟ ରେଳବାଇ ତରଫରୁ ସୋମବାର ଅର୍ଥାତ୍ ମାର୍ଚ୍ଚ ଦୁଇ ତାରିଖରେ ବାତିଲ୍ ହେବାକୁ ଥିବା ଟ୍ରେନ୍ର ସୂଚନା ଜାରି କରିଛନ୍ତି। ରେଳବାଇ ସୂଚନା ଅନୁସାରେ ସୋମବାର ଦିନ 821ଟି ଟ୍ରେନ୍ ବାତିଲ୍ ହେବ। ବାତିଲ୍ ହୋଇଥିବା […]
ଜମ୍ମୁ : ଜମ୍ମୁ ନଗର ନିଗମ ସହରର କିଛି ଛକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ଅଧୀନରେ ସହରର ଲୋକପ୍ରିୟ ତଥା ଐତିହାସିକ ସିଟି ଛକର ନାମକୁ ବଦଳାଇ ଭାରତ ମାତା ଛକ କରିଛି । […]
ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ୍ ପାଓ୍ବାର ନାଗରିକତା ସଂଶୋଧନ ଆଇନକୁ ନେଇ ଏକ ବୟାନ ଦେଇଛନ୍ତି । ଅଜିତ୍ କହିଛନ୍ତି ଯେ, ସିଏଏ, ଏନ୍ଆରସି, ଏନପିଆରକୁ ନେଇ ରାଜ୍ୟର ଲୋକଙ୍କୁ କିଛି […]
ରାଜସ୍ଥାନ : ବିଗତ କିଛି ବର୍ଷ ଧରି ଦେଶରେ ପିଲା ଚୋର ନାମରେ ମବ୍ ଲିଚିଂ ଘଟଣା ସାମ୍ନାକୁ ଆସୁଛି। ସଚେତନତା କରାଯିବା ପରେ ବି ଏହି ମାମଲାଗୁଡିକ କମିବାର ନାଁ ନେଉନାହିଁ। ରାଜସ୍ଥାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। […]
ଆଗ୍ରା : ପରକୀୟା ପ୍ରୀତି ଲୁଚାଇବା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ପାଲାମରେ ଏହି ଘଟଣା ଘଟିଛି । ପୋଲିସ୍ ଅଭିଯୁକ୍ତକୁ ନେତ୍ରପାଲ ସିଂ ବୋଲି ଚିହ୍ନଟ କରିଛି । ଘରେ […]
ପୋଲାଣ୍ଡ : ସାଧାରଣତଃ ଯୁବତୀମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ଥା’ନ୍ତି। ଏପରିକି ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ବହୁ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। ଏପରିକି ପ୍ଲାଷ୍ଟିକ୍ ସର୍ଜରୀଠାରୁ ଆରମ୍ଭ କରି ଆଖିର ରଙ୍ଗ ଓ ଦେହର ରଙ୍ଗ ପର୍ଯ୍ୟନ୍ତ […]
ଭୋପାଳ : ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଛି । ଏନ୍ଟିପିସିର ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିବା ସହିତ ଶତାଧିକ ରେଳବାଇ କର୍ମଚାରୀ […]
ନୂଆଦିଲ୍ଲୀ : ପ୍ରାୟତଃ ଗୋଡ ଉପରେ ଗୋଡ ପକାଇବାକୁ ପସନ୍ଦ କରିଥା’ନ୍ତି । ଏହା ବେଶ୍ ଷ୍ଟାଇଲିସ୍ ଲାଗୁଥିବାରୁ ପ୍ରାୟତଃ ସମେସ୍ତ ଏପରି ଭାବରେ ବସିଥା’ନ୍ତି । କେହି କେହି ଏହାକୁ ଆତ୍ମବିଶ୍ବାସର ପ୍ରତୀକ ଭାବରେ ବିବେଚନା କରନ୍ତି । ଆପଣ […]
ବିହାର : ବାହାଘରରେ ଜଣେ ଜଣକର ଏହି ଜନ୍ମ ପାଇଁ ସାତ ଜନ୍ମ ପାଇଁ ସାଥୀ ହୋଇଥା’ନ୍ତି। କିନ୍ତୁ ବିହାରର ଗୋପାଳଗଞ୍ଜ ନିକଟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି। ବାହାଘରର ମାତ୍ର ଦୁଇ ଘଣ୍ଟା ପରେ ବର ଜଣକ ଆଉ […]
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହିନ୍ବାଗ୍ଠାରେ 144 ଧାରା ଲାଗୁ କରାଯାଇଛି। ଏହାସହ ପୋଲିସ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରିଛି। ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ […]
ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍ଲାର ଶିକର […]
ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ଦିଲ୍ଲୀ ହିଂସାରେ 167 ଏଫଆଇଆର ହୋଇଥିବା ବେଳେ 885 ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ମୃତକଙ୍କ ସଂଖ୍ୟା 43 ହୋଇଥିବା ବେଳେ ଜାତୀୟ ରାଜଧାନୀ ଅନ୍ତର୍ଗତ ଗୁରୁ ତେଗ […]
ନୂଆଦିଲ୍ଲୀ : ନିର୍ଭୟା ଦୋଷୀମାନେ ଆଇନର ଗଳା ବାଟ ଦେଇ ଫାଶୀ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଫାଶୀର ତିନି ଦିନ ପୂର୍ବରୁ ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ […]