ଜାତୀୟ ଖବର

ନୂଆଦିଲ୍ଲୀ: ନଭେମ୍ବର ୨୦୨୧ରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ପରିମାଣ ୨୩,୯୭୮ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୧,୧୨୭…

ନୂଆଦିଲ୍ଲୀ: ଶିରୋମଣୀ ଅକାଳୀ ଦଳ ନେତା ମଞ୍ଜିନ୍ଦର ସିଂ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ମୁମ୍ବାଇ: ମୁମ୍ବାଇରେ ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା, ପୂର୍ବତନ ହାଇକୋର୍ଟର ବିଚାରପତି ତଥା ସେଲିବ୍ରିଟିଙ୍କ ଉପସ୍ଥିତିରେ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇଛନ୍ତି। ସେ ବଲିଉଡ ତାରକା ଶାହରୁଖ…

ନୂଆଦିଲ୍ଲୀ: ପୁଣିଥରେ ବିମାନ ସେବା ବାଧା ପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହେଲାଣି। କାରଣ ବିଦେଶରେ ନୂଆ କରୋନା ଭାରିୟାଣ୍ଟ ଗୁରୁତର ଅବସ୍ଥା ସୃଷ୍ଟି କରିବାରେ ଲାଗିଛି।…

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ଚାଷୀଙ୍କୁ ଦୁଇ ଭାଗରେ ବିଭକ୍ତ ହୋଇଥିବା ପରି ମନେହୁଏ। ଆନ୍ଦୋଳନକୁ ସମାପ୍ତ କରାଯିବ କି ନାହିଁ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି…

ଶ୍ରୀନଗର: ଗତ ଏକ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ଆତଙ୍କବାଦୀମାନେ ହତାଶ ହୋଇ…

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପର୍କରେ ଏବଂ ସେମାନଙ୍କ ବିରୋଧରେ ପଞ୍ଜୀକୃତ ମାମଲା ସମ୍ପର୍କରେ ସୂଚନା ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।…

ନୂଆଦିଲ୍ଲୀ: ପେଟ୍ରୋଲ ଦର ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଦିଲ୍ଲୀ ସରକାର ବଡ ଆଶ୍ଵସ୍ତି ଦେଇଛନ୍ତି। ଆଜିଠାରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଉପରେ ରାଜ୍ୟ ସରକାର ଭ୍ୟାଟ୍ ହ୍ରାସ…

କୋଣାର୍କ: ଆଜିଠାରୁ କୋଣାର୍କ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେଉଛି କୋଣାର୍କ ଉତ୍ସବ। ଏହି ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ମଧ୍ୟ ଆରମ୍ଭ ହେଉଛି ବାଲୁକାକଳା ଉତ୍ସବ। ଏହି…

ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କର ମୁକ୍ତାକାଶ ରଂଗମଞ୍ଚରେ ଆୟୋଜିତ ହେବ କୋଣାର୍କ ଉତ୍ସବ। କୋଭିଡ କଟକଣା ଭିତରେ ଏହି ଉତ୍ସବର ଆୟୋଜନ କରୁଛନ୍ତି ରାଜ୍ୟ ପର୍ଯ୍ୟଟନ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୨ ର ମେଗା ନିଲାମ ପୂର୍ବରୁ, ଲିଗ୍ ର ସମସ୍ତ ୮ ଟି ଫ୍ରାଞ୍ଚାଇଜ୍ ସେମାନଙ୍କ ମନୋନୀତ ଖେଳାଳିଙ୍କୁ ରଖିବାକୁ ଘୋଷଣା କରିଛନ୍ତି। ଏହା…

ନୂଆଦିଲ୍ଲୀ: ଆଜି ଦେଶରୁ ୮ ହଜାର ୯୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୬୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା…

ନୂଆଦିଲ୍ଲୀ: ଶନି ଦେବଙ୍କୁ ପୂଜା କରିବା କଠିନ ଉପାସନା ଆବଶ୍ୟକ କରେ। ବିଶେଷକରି ଯେଉଁମାନେ ଶନିଙ୍କ କୋପ ଯୋଗୁଁ ଦୀର୍ଘ ବର୍ଷ ଧରି ଅସୁବିଧାରେ ପଡ଼ିଛନ୍ତି ସେମାନେ…

ନୂଆଦିଲ୍ଲୀ: କାନପୁରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡ୍ର ରହିଥିଲା। ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହାସଲ କରିବା…

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଏମଏସପି ସମେତ ଅନେକ ପ୍ରସଙ୍ଗରେ କମିଟି ଗଠନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଠାରୁ ପାଞ୍ଚଟି ନାମ ମାଗିଛନ୍ତି।…

ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର…

ନୂଆଦିଲ୍ଲୀ:  ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ କୋଭିଶିଲ୍ଡ ଟିକା କରୋନାର ଓମିକ୍ରନ୍ ଭାରିୟାଣ୍ଟ ଉପରେ କେତେ ପ୍ରଭାବଶାଳୀ, ଏହା ଆସନ୍ତା…

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାକିରୀ କରୁଥିବା ଲୋକଙ୍କ ପାଇଁ ଏକ ଭଲ ଖବର ଅଛି। ଯଦି ଆପଣ ମଧ୍ୟ PF ସୁଧର ଟଙ୍କାକୁ ଅପେକ୍ଷା କରଛନ୍ତି,…

ନୂଆଦିଲ୍ଲୀ: ଡିସେମ୍ବର ୧ ତାରିଖରୁ ଅନେକ ଜିନିଷର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି, ତେଣୁ ଅନେକ ଜିନିଷ ମହଙ୍ଗା ହେବ। କିଛି ସାମ୍ପ୍ରତିକ ଅଫର୍ ମିଆଦ ପୂର୍ଣ୍ଣ…

ସୀତାରାମ ଅଗ୍ରୱାଲ ବାଣପୁର: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଶେଷଦେବ ବେହେରା।…