ଜାତୀୟ ଖବର

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ ର ପ୍ରସାରଣରେ ଓଡିଶାର ଔଷଧୀୟ ବୃକ୍ଷ ଚାଷୀ ପଟାୟତ ସାହୁଙ୍କୁ ପ୍ରଶଂସା କରିଛନ୍ତି। ଏକ ଲମ୍ବା…

ନୂଆଦିଲ୍ଲୀ: ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ। ଡିସେମ୍ବର ୨୦୧୯ ରେ କରୋନା…

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ହେବ। ଏ ନେଇ ୟୁପି ଗଣମାଧ୍ୟମରେ ଜୋରଯାର ପ୍ରଚାର ଚାଲିଛି। Nଭାରତ ସମାଚାର ଟିଭି ଚ୍ୟାନେଲ ଅନୁସାରେ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୧ ର ଫାଇନାଲ୍ ପାଇଁ ପ୍ରାୟ ୨୦ ଦିନ ବାକି ଅଛି। କିନ୍ତୁ ବର୍ତ୍ତମାନ ପ୍ଲେ ଅଫ୍ ର ଚିତ୍ର ସ୍ପଷ୍ଟ ଦେଖାଯାଉଛି।…

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10…

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏଠାରେ ଏକ ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

ନୂଆଦିଲ୍ଲୀ: ନ୍ୟାସନାଲ କନଫେରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ତାଲିବାନ ସହ ଆଲୋଚନା କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ…

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ…

ନୂଆଦିଲ୍ଲୀ: ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା। ସୌଭ।ଗ୍ୟ ଯୋଜନା ପ୍ରବର୍ତ୍ତିତ ହେବା ପରଠ।ରୁ ଚଳିତବର୍ଷ ମ।ର୍ଚ୍ଚ ମ।ସ ସୁଦ୍ଧ। ୨. ୮୨ କୋଟି ଘରକୁ ବିଦ୍ୟୁତ…

ମିଳିତ ଜାତିସଂଘ: ପାକିସ୍ତାନ ପୁଣିଥରେ କାଶ୍ମୀରକୁ ନେଇ ୟୁଏନଜିଏ ବୈଠକରେ କୁମ୍ଭୀର କାନ୍ଦଣା କରିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ଗୋଟିଏ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ…

ନୂଆଦିଲ୍ଲୀ: ହିମାଲୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉଦଘାଟନ କରିଛନ୍ତି । ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ଉଦ୍ଘାଟନ ସମାରୋହରେ ଚଳଚ୍ଚିତ୍ର ଜଗତର…

ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍‌କ ବିଶେଷ କରି ଟସର ପ୍ରଜାତି ସିଲ୍‌କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକ କରୁଛନ୍ତି।ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଥମ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୋର୍ଟକୁ ଆସିଥିବା ଜିତେନ୍ଦ୍ର ଗୋଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ଏବଂ ନିଶାଦ ପାର୍ଟି ମଧ୍ୟରେ ବୁଝାମଣା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ଆଜି ସଞ୍ଜୟ ନିଶାଦଙ୍କୁ ଭେଟିଛନ୍ତି। ଏହା ପରେ ଉଭୟ ଦଳ ଏକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆଜି ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତାହା ପୂର୍ବରୁ କୃଷକ ନେତା…

ମୁମ୍ବାଇ: ଭାରତୀୟ ଷ୍ଟକ ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସ ୬୦ ହଜାର ସଂଖ୍ୟାକୁ…

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏବଂ ଭବାନୀପୁର ବିଧାନସଭା ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ସମେତ ଅନେକ ନେତାଙ୍କ ବିରୋଧରେ କୋଲକାତା ପୋଲିସ ମାମଲା…