ଜାତୀୟ ଖବର

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକାଶ ପରଠାରୁ ବିରୋଧୀ ଦଳ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବାକୁ ଦାବି କରିଆସୁଛନ୍ତି। ଅନେକ…

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାରେ ଏକ ଗାଡ଼ି ଭିତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କଶ୍ମୀରକୁ ସଂଯୋଗ କରୁଥିବା…

ନୂଆଦିଲ୍ଲୀ: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ଯଦିଓ…

ନୂଆଦିଲ୍ଲୀ: ମେଘାଳୟର ୧୨ ଜଣ ୟୁଡିପି ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଜେପିରେ ଯୋଗ ଦେଇଛନ୍ତି। ଖଲିହିୟାତ ବିଧାୟକ କିୟରମେନ୍ ଶ୍ୟାଲାଙ୍କ ନେତୃତ୍ୱରେ ବିଧାୟକମାନେ ବିଜେପି ନେତୃତ୍ୱକୁ…

ଲଣ୍ଡନ: ଇଂଲଣ୍ଡର ବୃତ୍ତପ୍ରବୃତ୍ତ ଫାଷ୍ଟ୍ ବୋଲର୍ ମାର୍କ ଉଡ୍ ୩୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ନିଜର ୧୧ ବର୍ଷର ଚିତ୍ତାକର୍ଷକ କ୍ୟାରିୟର୍‌ରେ…

ନୂଆଦିଲ୍ଲୀ: ‘ବିଶ୍ୱ ଗଣ୍ଡା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାନ ‘ଏକ-ଶିଙ୍ଘୀ ଗଣ୍ଡା’ର ପ୍ରଶଂସା କରିବା ସହ ସେମାନଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ…

ନୂଆଦିଲ୍ଲୀ: ‘ସ୍ୱଚ୍ଛତା ହିଁ ସେବା’ (ଏସ୍‌ଏଚ୍‌ଏସ୍‌) ୨୦୨୬ ଅନ୍ତର୍ଗତ, ଆଜି ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ମିଡିଆ ସେଣ୍ଟରଠାରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଦିଲ୍ଲୀର ଅଧିକାରୀ/କର୍ମଚାରୀ ଏବଂ ସଫେଇ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ଏ. ଏନ୍. ଟି. ଏଫ୍.) ର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ…

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି) ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଆସାମ ଦିଗବୋଇସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ)ର…

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗୁଜରାଟର ଏକତା ନଗରଠାରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର ଜଗତର ପୁରସ୍କାର ବିଜେତାମାନଙ୍କୁ…

ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ…

ଭୁବନେଶ୍ୱର: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବର୍ଗରେ ‘ଲହରୀ’ ପୁରସ୍କୃତ ହୋଇଛି। ଗୁଜରାଟର ଏକତା ନଗରଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ…

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କହିଛନ୍ତି ଯେ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଆୟୋଜନ କରାଯିବ।…

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ଆଜି ଜାପାନ ବିପକ୍ଷରେ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ତା’ର ୨୦୦ତମ ଟି-୨୦ ଆନ୍ତର୍ଜାତୀୟ ବିଜୟ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରୁବେଲା ମାମଲା ରିପୋର୍ଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ଏହି ଋତୁରେ ରାଜ୍ୟରେ ରୁବେଲା ସଂକ୍ରମଣର ଏହା ପ୍ରଥମ ମାମଲା। ସିମଡେଗା…

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ର ଚତୁର୍ଥ ଦିନରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ପୁଲ୍ A ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ…

ନୂଆଦିଲ୍ଲୀ: ବିହାରର ସମ୍ରାଟ ଚୌଧୁରୀ ସରକାର ରାଜ୍ୟର ଭୂମିହୀନ ପରିବାରକୁ ବାସଗୃହ ଯୋଗାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। “ବସେରା” ଅଭିଯାନ ଅଧୀନରେ ଆଜିଠାରୁ ସମସ୍ତ…

ନୂଆଦିଲ୍ଲୀ: ଭାରତର ମହିଳା କ୍ରିକେଟ୍ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି। ହରମନପ୍ରୀତ କୌର ଏବଂ ତାଙ୍କ ଦଳ ଫାଇନାଲରେ ଶ୍ରୀଲଙ୍କାକୁ…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହିତ ଜଡିତ ପୁରୁଣା ଭୋଟର ତାଲିକା ମାମଲା ସମ୍ପର୍କରେ ରାହୁଲ ଗାନ୍ଧୀଙ୍କଠାରୁ ବିଜେପି ସ୍ପଷ୍ଟୀକରଣ ଦାବି କରିଛି। ବିଜେପି…

ନୂଆଦିଲ୍ଲୀ: ନୂତନ ଶିକ୍ଷା ଅଧିବେଶନରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି ଏବଂ ପାଠ୍ୟକ୍ରମ ପରିବର୍ତ୍ତନ କରିବା ଦିଗରେ ଏନସିଇଆରଟି ଆଉ ଏକ ପଦକ୍ଷେପ ନେଇଛି।…

ନୂଆଦିଲ୍ଲୀ: ବନ୍ଦେ ମାତରମ୍ ର ଛଅଟି ପଦ ଗାନକୁ ବାଧ୍ୟତାମୂଳକ କରିବା ଆଇନକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।…