ନୂଆଦିଲ୍ଲୀ : ଜୁଲାଇ 31ରେ ଦେଶରେ ଅନଲକ୍ -2 ଶେଷ ହେବାକୁ ଥିବାବେଳେ ଅନଲକ୍ -3 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନଲକ୍-3ରେ ସାମାଜିକ ଦୂରତ୍ବ ରଖି ସିନେମା ହଲ ଖୋଲିବା ନେଇ ପ୍ରସ୍ତାବ ରହିଛି […]
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ […]
ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 10 ଜଣଙ୍କ ମୁଣ୍ଡ ଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 140ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ଡେଇଁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ, […]
ମୁମ୍ବାଇ : ଦେଶରେ କରୋନା ସ୍ଥିତି ସଂକଟାପନ୍ନ ରହିଥିବାବେଳେ ରାଜନୀତି ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବୟାନ୍ ବେଶ୍ ଚର୍ଚ୍ଚାକୁ ଆସିଛି । ଉଦ୍ଧବ କହିଛନ୍ତି […]
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 48 ହଜାର 661ଜଣ ଆକ୍ରାନ୍ତ ହୋଇଥିବାବେଳେ 705 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର […]
କର୍ଣ୍ଣାଟକ : କୋଭିଡ୍ ଯୁଦ୍ଧରେ ଡାକ୍ତର, ନର୍ସ, ଆଶକର୍ମୀମାନେ କୋଭିଡ୍ ଯୋଦ୍ଧା ସାଜି ଜୀବନ ବଞ୍ଚାଉଛନ୍ତି । କେବଳ କୋଭିଡ୍ ମହାମାରୀ ନୁହେଁ, ଏହି ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି । କର୍ଣ୍ଣାଟକର ଜଣେ […]
ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି […]
ନୋଏଡା : ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ବାମୀ – ସ୍ତ୍ରୀଙ୍କ ଝଗଡାର ପରିଣାମ ମାତ୍ର 13 ମାସର ଶିଶୁକୁ ଭୋଗିବାକୁ ପଡିଛି । ସ୍ବାମୀ-ସ୍ତ୍ରୀଙ୍କ ଝଗଡା ଯୋଗୁଁ 13 ମାସ ଶିଶୁର ମୃତ୍ୟୁ […]
କର୍ଣ୍ଣାଟକ : ଭାରତରେ କରୋନାର ସ୍ଥିତି ବେଶ୍ ଗମ୍ଭୀର ଥିବାବେଳେ ଆଶ୍ବସ୍ତିକର ମାମଲା ଶୁଣିବାକୁ ମିଳିଛି । ଯଦିଓ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି । ତେବେ ସୁସ୍ଥ ହାର ମଧ୍ୟ ବେଶ୍ ଭଲ ରହିଛି […]
କୋଲକାତା, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ବଡ଼ ଭାଇ ସ୍ନେହାଶୀଷ କରୋନା ଆକ୍ରାନ୍ତ ହେବା ପରେ ଗାଙ୍ଗୁଲି ପ୍ରାୟ ସପ୍ତାହେ ହେଲା ହୋମ୍ କ୍ବାରେଣ୍ଟିନରେ ଥିଲେ। ପ୍ରତିଷେଧକ ପଦକ୍ଷେପ ସ୍ବରୁପ ସେ ସ୍ବାବ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ସିଆରପିଏଫ ଇନ୍ସପେକ୍ଟର ଉପରକୁ ଗୁଳି କରିବା ପରେ ନିଜ ଉପରକୁ ଗୁଳି ଚଳାଇଛନ୍ତି ସିଆରପିଏଫ ସବ-ଇନ୍ସପେକ୍ଟର। ଘଟଣାରେ ଉଭୟ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ଦିଲ୍ଲୀର ପୋଶ ଲୋଧି ଇଷ୍ଟେଟ […]
ଭୁବନେଶ୍ବର, ଜୁଲାଇ ମାସ ୨୫ ତାରିଖ ଓ ୨୯ ତାରିଖ କୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି।ଏଥିପାଇଁ କେତେକ ଟ୍ରେନ କୁ ବାତିଲ କରାଯାଇଥିବା ବେଳେ କେତେକର ଆଂଶିକ ବାତିଲ ଓ ରହଣି ଅପସାରଣ କରାଯାଇଅଛି। ବାତିଲ […]
ମୁମ୍ବାଇ : ବଲିଉଡ୍ର ସବୁଠୁ ଲୋକପ୍ରିୟ ରିଲ୍ ଯୋଡି ଭାବରେ ସଲ୍ଲୁ ଓ କ୍ୟାଟ୍ରିନା ପ୍ରାୟ ସମସ୍ତଙ୍କର ପସନ୍ଦ । ଏହି ଯୋଡିଙ୍କ ଫିଲ୍ମକୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ତେବେ ଦୁହିଁଙ୍କ ଅଭିନୀତ ଟାଇଗର୍ ସିରିଜ୍ ମଧ୍ୟ ବେଶ୍ […]
ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମରେ 400 ବର୍ଷ ତଳର ପୁରୁଣା ଏକ ବରଗଛ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ଗଛ ପାଇଁ ଏବେ ଜାତୀୟ ରାଜପଥର ନକ୍ସାକୁ ପରିବର୍ତ୍ତନ କରାଯାଇଛି । ନିର୍ମାଣଧୀନ […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ସେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏନେଇ ସୂଚନା ଦେବା ସହିତ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମେସ୍ତ ନିଜ ଘରେ ରହୁଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟକୁ ନେଇ ଅନ୍ଲାଇନ୍ ଅର୍ଡରର ଡିମାଣ୍ଡ ବଢିଛି। ତେବେ ଅନ୍ଲାଇନ୍ ଫୁ୍ଡ୍ ଡେଲଭରୀ ସଂସ୍ଥା ସ୍ବିଗିର ସର୍ଭେ ଅନୁସାରେ ଏହି ଅନ୍ଲାଇନ୍ ଫୁଡ୍ ଅର୍ଡରରେ ବିରିୟାନ୍ […]
ବିହାର : ବିହାରରେ ଲକ୍ଡାଉନ୍ ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ଥିବାବେଳେ ଏହି ଜିଲ୍ଲାରୁ ମିଛ ବାହାଘର ପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ସୁପୌଲ୍ ଜିଲ୍ଲାରେ ଥିବା ହୁଲାସ୍ ଗ୍ରାମରେ ଜଣେ ଯୁବକ ମିଛ […]
ମୁମ୍ବାଇ, ଭାରତର ପ୍ରସିଦ୍ଧ ଔଷଧ ନିର୍ମାତା କଂପାନୀ ସିପ୍ଲା ଆଣିଲା ନୂଆ କୋଭିଡ19 ନିରାକରଣ ଔଷଧ। ଯାହାର ନାମ ରହିଛି ଫାଭିପିରାଭିର, ହେଲେ ଏହା ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ଏହା ଟାବଲେଟ୍ ଭାବେ ବଜାରରେ ମିଳିବ। ଏଥିପାଇଁ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 31 ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ […]
ନୂଆଦିଲ୍ଲୀ : ଦିଲ୍ଲୀର ଛତରପୁର ଅଞ୍ଚଳରେ ସର୍ଦ୍ଦାର ପଟେଲ୍ କୋଭିଡ୍ ସେଣ୍ଟରରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଭ୍କ ବୟସ 14 ବର୍ଷ ହୋଇଥିବାବେଳେ ଅଭିଯୁକ୍ତଙ୍କ ବୟସ 19 ବର୍ଷ ବୋଲି ସୂଚନା ରହିଛି । ଦୁହେଁ କୋଭିଡ୍ […]
ତାମିଲନାଡୁ : ପକ୍ଷୀରାଜନ୍ଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି […]