ଭୁବନେଶ୍ବର : ‘ମୋ ସରକାର’ରେ ସାମିଲ୍ ହେବ କୋଭିଡ୍ ପରିଚାଳନା ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍ ପରିଚାଳନାକୁ ଅଧିକ […]
ଭୁବନେଶ୍ବର : ମୈତ୍ରୀବିହାର ଅଞ୍ଚଳରେ ଥିବା ଟେକ୍ ମହିନ୍ଦ୍ରା ଅଫିସ୍କୁ ସିଲ୍ କରିଛି ବିଏମ୍ସି । କୋଭିଡ୍ ଗାଇଡଳାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ରହିଛି । ସମ୍ପୃକ୍ତ ସଂସ୍ଥାର 7 ଜଣ କର୍ମଚାରୀ କରୋନା […]
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁ […]
ପୁରୀ, ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ, ସେଥିପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଧୋନିଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ହେଲେ ସୁଦର୍ଶନଙ୍କ ଏହି ବାଲୁକା […]
ଭୁବନେଶ୍ବର : ସ୍ବେଚ୍ଛାସେବୀ ଆଦିତ ଦାସଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ଜଣାଶୁଣା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ରେଳଲାଇନ କଡରୁ ଉଦ୍ଧାର ହୋଇଛି। ଗତ ମାସ 9 ତାରିଖରେ କଟକର ଖପୁରିଆଠାରେ ଆଦିତ୍ୟ ଦାସ ବିବାହ […]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଡାକ୍ତରଜଣକ ହେଉଛନ୍ତି ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି […]
କଟକ : କଟକ ଜିଲ୍ଲାର ନୂଆ 29 ଆକ୍ରାନ୍ତଙ୍କ ମଧ୍ୟରୁ ସିଏମ୍ସିରୁ 5 ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀରୁ ଜଣେ ରହିଥବାବେଳେ କଟକ ସଦରରୁ ଜଣେ, ବାଙ୍କୀରୁ 12 ଜଣ, ବଡ଼ମ୍ବାରୁ 5 […]
ଭୁବନେଶ୍ବର : ଆଜି ରାଜ୍ୟରୁ ଚାରିଜଣଙ୍କର ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଥିବାବେଳେ କଟକରୁ ଜଣେ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଗଞ୍ଜାମରୁ ମୃତ୍ୟୁବରଣ […]
ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ଜିଲ୍ଲାରୁ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 273 ଚିହ୍ନଟ ହୋଇଥିବାବେଳେ ଗଜପତିରୁ 56, ସୁନ୍ଦରଗଡରୁ 51, ଖୋର୍ଦ୍ଧାରୁ 37, […]
ଭୁବନେଶ୍ବର : ରାଜ୍ୟରେ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 403 ଜଣ ଚିହ୍ନଟ ହୋଇଥିବାବେଳେ […]
ରାଉରକେଲା : କରୋନା ପାଇଁ ରାଉରକେଲା ମହାନଗର ନିଗମ ଅଫିସ୍ରେ କଟକଣା ଲାଗୁ କରାଯାଇଛି । ଆସନ୍ତା 31 ପର୍ଯ୍ୟନ୍ତ ଆରଏମ୍ସି ନ ଆସିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି । ଆପ୍ଲିକେସନ/ ଅଭିଯୋଗ ଇମେଲ୍ ଯୋଗେ ପଠାଇବାକୁ ନିର୍ଦ୍ଦେଶ ରହିଛି […]
ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ […]
ଦେବଗଡ଼ :ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ ପୌର ପରିଷଦର ଜଣେ ନିର୍ବାହୀ ଅଧିକାରୀ । ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ […]
କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ ଏସ୍ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ ଏସ୍ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର […]
କନ୍ଦର୍ପ ବେହେରା ରେଢାଖୋଲ: ପହିଲି ଆଷାଢରେ ବର୍ଷା ହେଉଥିଲା ଜୋରଜାର। ପ୍ରଥମ ବର୍ଷାରେ ମାଛ ମାରିବାର ଯେଉଁ ଆନନ୍ଦଥାଏ ତାକୁ ଉପଭୋଗ କରିବା ପାଇଁ କଦଳିଗଡ ପଂଚାୟତର ସମାସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ(୬୦) ହାତରେ ଜାଲ ଧରି ବାହାରି ପଡିଲେ ମାଛ […]
ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ […]
ଭୁବନେଶ୍ବର, ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଜିତିବାକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଇଛନ୍ତି। କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ପରାମର୍ଶ ଦେଇ […]
ଭୁବନେଶ୍ବର, ଆଜି ସୋମବାର ରାଜ୍ୟରେ ଆଉ 262 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 73, ଗଜପତିରୁ 49, ଜଗତସିଂହପୁରରୁ 25, ରାୟଗଡ଼ାରୁ 16, କଟକରୁ 15, ବରଗଡ଼ରୁ 14, ଖୋର୍ଦ୍ଧାରୁ 13, ଭଦ୍ରକରୁ 12 ଜଣ କରୋନା ଆକ୍ରାନ୍ତ […]
ସମ୍ବଲପୁର : ଆସନ୍ତା 13 ତାରିଖ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ । କାଲିଠାରୁ 13 ତାରିଖ ଯାଏ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର ଓ ବୁର୍ଲାରେ କରୋନା ରୋଗୀ ବଢୁଥିବାରୁ ପ୍ରତିଷେଧକ ବ୍ୟବସ୍ଥା […]
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଗୁଡିଏ କଲ୍ୟାଣମୂଳକ ଯୋଜନା କରିଛନ୍ତି । ଏହି ଯୋଜନା ଜରିଆରେ ପ୍ରକୃତ ହିତାଧିକାରୀ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ସରକାରଙ୍କ […]
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 17 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 10 ଜଣ ଲୋକାଲ୍ କେସ୍ ଥିବାବେଳେ 5 ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ଦୁଇ ଜଣ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା […]