ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ […]
ଭୁବନେଶ୍ବର : ବାତ୍ୟା ଆମ୍ପାନ୍ ମୁକାବିଲା ସମୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ 60ଟି ପ୍ରସବ କରାଯାଇଛି । ସମସ୍ତ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ 218 ଜଣ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର […]
ଭୁବନେଶ୍ବର : ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଆମ୍ପାନ ପରବର୍ତ୍ତୀ ପରସ୍ଥିତିର ମୁକାବିଲା ଜାରି ରହିଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନବ୍ୟବସ୍ଥିତ ପ୍ରକ୍ରିୟା ଜାରି ରହିଛି। ପାରାଦୀପ-କଟକ ରାଜ୍ୟ ରାଜପଥକୁ ସଫା କରାଯାଇଥିବା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନୂତନ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ଜୀବିକା […]
ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁଚନା ଦିଆଯାଇଛି। ୩୬ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, […]
ଭୁବନେଶ୍ବର : ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରୁ ନୂତନ ୧୧ ପଜିଟିଭ ବାହାରିଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ଏଇ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ରହିଛି। ୧୦ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦ୍ୱୀପଠାରୁ ଦୂରେଇ ଯାଉଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଆଡକୁ ଗତି କରୁଥିବାବେଳେ ଓଡିଶାର ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା ଏବେ ଦକ୍ଷିଣରୁ ଉତ୍ତର […]
ଭୁବନେଶ୍ବର: ରାଜ୍ୟରେ ଆଉ 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 74 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ସର୍ବାଧିକ 28, ଗଞ୍ଜାମରୁ 6, ଖୋର୍ଦ୍ଧାରୁ 7, […]
ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ଖୋର୍ଦ୍ଧାର ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣା ପଡିଛି। ଏବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ହୋଇଛି। […]
ଭୁବନେଶ୍ବର, ଗତକାଲି ରାତିରୁ ଓଡିଶାର ଉପକୂଳ ଜିଲ୍ଲାରେ ଅମ୍ପାନ ବାତ୍ୟାର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ଚାଳ ଛପର ଘର ଉଡିଯାଇଛି। ଗତକାଲି ରାତି 12ଟାରୁ ଧିରେ […]
ଭୁବନେଶ୍ବର : ବାତ୍ୟା ଆମ୍ଫାନ ପ୍ରଭାବ ରେ ଭୁବେନଶ୍ବରରେ ରାତି ତମାମ ପବନ ଓ ଝିପିଝିପି ବର୍ଷା ଲାଗିରହିଛି। ରାତି ସାରା ଏହି ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇଛି। ଏବେ ଭୁବନେଶ୍ଵର ରେ ୫୫ ରୁ ୬୫ କିମି ବେଗ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୨୫ କିମି ଦୂରରେ ରହିଛି । ପଶ୍ଚିମବଙ୍ଗ ଦିଘାଠାରୁ ୨୪୦ କିମି ଓ ବାଂଲାଦେଶ ଠାରୁ ଏହା ୩୯୫ କିମି ଦୂରରେ ରହିଛି ଆମ୍ଫାନ। ଗତ ୬ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୮୦ କିମି ଦୂରରେ ଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି, ଦୀଘାଠୁ […]
ବବ୍ଲୁ ସାହୁ କଳାହାଣ୍ଡି : ଲକ୍ଡାଉନ୍ କାରଣରୁ ନିଜର ଜୀବନ ଜୀବିକା ହରାଇ ରାଜ୍ୟକୁ ଫେରୁଛନ୍ତି ଲକ୍ଷାଧିକ ଶ୍ରମିକ । ଅନେକ ଶ୍ରମିକ ଖାଲିପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ଶ୍ରମିକ ବସ୍ ଏବଂ ଟ୍ରେନ୍ରେ ଯାତ୍ରା […]
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍ର ପରବର୍ତ୍ତୀ ସମୟରେ ସମସ୍ତ ବ୍ୟାଙ୍କ ଗୁଡିକରେ ପର୍ଯ୍ୟାପ୍ତ ଟଙ୍କା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଅର୍ଥ ପଠାଯାଇଥିବା ବେଳେ ଲୋକ ଯେପରି ପଇସା […]
ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ 15ଟି ଏନ୍ଡିଆର୍ଏଫ୍ ଏବଂ 16ଟି ଓଡ୍ରାଫ୍ ଟିମ୍ ପଠାଯାଇଥିବା ବେଳେ 217ଟି ଅଗ୍ନିଶମ […]
ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ଲୋକଙ୍କ ଶିକ୍ଷା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଏଆଇଏସଏଫ୍ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ଏକ ପ୍ରଦର୍ଶନ […]
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍ରେ ପ୍ରଭାବିତ ହେବ ନାହିଁ ମୋବାଇଲ୍ ସେବା । ଏନେଇ ରାଜ୍ୟର ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ସହ ସରକାରଙ୍କ ଆଲୋଚନା ହୋଇଛି । ଡିଜି ସହିତ ସମସ୍ତ କମ୍ପାନୀ ପ୍ରସ୍ତୁତ ଅଛନ୍ତି । […]
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସମୁଦ୍ର ମଧ୍ୟରେ କ୍ରମଶଃ ଦୁର୍ବଳ ହେବା ସହିତ ଏହି ବାତ୍ୟାଟି ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ […]