ଭୁବନେଶ୍ବର : କାମାକ୍ଷା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୂଅରେ ପଡି 3 ବର୍ଷର ପୁଅ ସହିତ ମା’ ପ୍ରାଣ ହରାଇଛି । କାମାକ୍ଷାନଗରର ପର୍ଜଙ୍ଗ ଅନ୍ତର୍ଗତ ତୋରଡାନାଳି ଗ୍ରାମରେ ଏହି ଘଟଣା ଘଟିଛି । 3 ବର୍ଷର […]
ସୀତାରାମ ଅଗ୍ରଓ୍ବାଲ ଚିଲିକା: ତିନି ସେନା ବାହିନୀ ପକ୍ଷରୁ ଦେଶବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଇଏନ୍ଏସ୍ ଚିଲିକା ପକ୍ଷରୁ ଓଡିଶା ପୋଲିସ୍ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛି। କରୋନା ବିରୋଧରେ ନିଷ୍ଠାର ସହ ଲଢେଇ […]
ଭଦ୍ରକ : ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କୁ ହାଣି ଲୁଟ୍ ହୋଇଥିବାର ସୂଚନା ମିଳିଛି । ଭୁଜାଲିରେ ହାଣି ଲୁଟି ନେଲେ 10 ଲକ୍ଷ 80 ହଜାର ଟଙ୍କା । ତିହିଡିର ଗ୍ୟାସ୍ ଏଜେନ୍ସି କର୍ମଚାରୀ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ସମୟରେ […]
ଭୁବନେଶ୍ବର :ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି। କ୍ବାରେଣ୍ଟିନ୍ ନିୟମ ମାନିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ନିଜ ଓ ପରିବାରର ଜୀବନ […]
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ ଜଣକ ରାଉରକେଲା ନାଲାରୋଡ୍ର 29 ବର୍ଷୀୟା ମହିଳା। କଣ୍ଟେନେମଣ୍ଟ ଜୋନ୍ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ। ସୁନ୍ଦରଗଡରୁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ […]
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି […]
ଭୁବନେଶ୍ବର : ରାଜ୍ୟ ପାଇଁ ଅଶ୍ବସ୍ତିକର ଖବର ଆସିଛି । ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭଦ୍ରକରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ବାଲେଶ୍ବରରୁ […]
ଭୁବନେଶ୍ବର : ଲକ୍ ଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡ୍ ଲାଇନ ଜାରି କରିଛନ୍ତି । ରେଡ୍ ଜୋନ୍ରେ ମଲ୍, ମାର୍କେଟ୍, କମ୍ପ୍ଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ । ସାଇକେଲ୍ ରିକ୍ସା ଓ ଅଟୋ […]
ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଏବେ ଇଣ୍ଟରନେଟ୍ରେ। ଗୋଟିଏ କ୍ଲିକ୍ରେ ଆପଣ ପାଇପାରିବେ ଏହି ପ୍ରସିଦ୍ଧ ସମାଲୋଚନା ମୂଳକ ପତ୍ରିକାର ପୃଷ୍ଠା। ଭୁବନେଶ୍ୱରର ସୃଜନିକା ନିଆଁଖୁଣ୍ଟାର ସଂଖ୍ୟାଗୁଡ଼ିକୁ ଡିଜିଟାଇଜ୍ କରିଛି। ଏହା ଓଡ଼ିଆ ବିଭବ ୱେବ୍ସାଇଟ୍ […]
ସଞ୍ଜୟ କୁମାର କର ଖୋର୍ଦ୍ଧା : କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ରାଜ୍ୟରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ । ପ୍ରାୟ 1200 ଓଡିଆଙ୍କୁ ନେଇ କୋଚିର ଆଲୁଭାରୁ ଛାଡିଥିବା ଟ୍ରେନ୍ଟି ରବିବାର ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିଥିଲା । ଖୋର୍ଦ୍ଧା […]
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ମୋହନା ପୋଲିସ୍କୁ ମିଳିଛି ବଡ ସଫଳତା । ବିଗତ ଦିନରେ ଏକ ମୋବାଇଲ୍ ଦୋକାନରୁ ଚୋରି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ୍ ସକ୍ଷମ ହୋଇଛି । ଗଜପତି ଜିଲ୍ଲାର ମୋହନା […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କ୍ବାରେଣ୍ଟାଇନ୍ ସେଣ୍ଟରରେ ଭଙ୍ଗାରୁଜା କରି ପଳାୟନ କରିଥିବା ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଫେରିଛନ୍ତି। ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ଏବଂ ଜନତା ହାଇ ସ୍କୁଲରେ ୫୬ ଜଣ ସୁରତ […]
ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ […]
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । କେନ୍ଦୁଝରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 162ରେ ପହଞ୍ଚିଛି । କେନ୍ଦୁଝରରୁ ଚିହ୍ନଟ ଏହି ବ୍ୟକ୍ତିଙ୍କ ବୟସ 30 […]
ଭୀଷ୍ମ ସାହୁ କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମରେ ଶନିବାର ଦିନ କୂଅରେ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ୧୧ଟା ସମୟରେ ଉକ୍ତ ଗ୍ରାମର ଗୁଡ଼ ସାହୁଙ୍କ ପୁଅ ପଙ୍କଜ […]
ବବ୍ଲୁ ସାହୁ କଳାହାଣ୍ଡି : କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର କାଉଡୋଳା ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ୱେବ ମିଡ଼ିଆରେ କାର୍ଯରତ ସାମ୍ବାଦିକ ଯୋଗୀନ୍ଦ୍ର କୁମାର ବାରିକ […]
ଭୁବନେଶ୍ବର : ବଲାଙ୍ଗିରରୁ ଚିହ୍ନଟ ହୋଇଥିବା 147 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ବଲାଙ୍ଗିରର 147 ନମ୍ବର ଆକ୍ରାନ୍ତ ସାଙ୍ଗଙ୍କ ସହ କ୍ରିକେଟ୍ ଖେଳିଥିଲେ । ମାର୍ଚ୍ଚ 16-17ରେ ଟ୍ରେନ୍ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ । […]
ଭୁବନେଶ୍ବର : ରାଜ୍ୟରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଚିହ୍ନଟ ହୋଇଥିବା ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 161ରେ ପହଞ୍ଚିଛି । ଚିହ୍ନଟଙ୍କ ବୟସ 34 ବର୍ଷ ଏବଂ ସେ […]
ଭୁବନେଶ୍ବର: କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ। ଗତକାଲି କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି […]
ଖଲ୍ଲିକୋଟ : 2ଟି କ୍ବାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା। ବେଗୁନିଆପଡା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟରୁ ପଳାଇଲେ । ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ବାରେଣ୍ଟିନ୍ କେନ୍ଦ୍ର ଛାଡିଥିବାର ସୂଚନା ମିଳିଛି । […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢି ଚାଲିଛି। ମହାରାଷ୍ଟ୍ର ପରେ ଭାରତରେ ଦ୍ବିତୀୟ ହଟସ୍ପଟ୍ ଭାବରେ ଗୁଜୁରାଟ ଚିହ୍ନଟ ହୋଇଛି। ଦେଶରେ କରୋନା ସଂକ୍ରମିତ ମାମଲା 39 ହଜାର 980ରେ ପହଞ୍ଚିଛି। ସେହିପରି 1301ଜଣଙ୍କର ମୃତ୍ୟୁ […]