ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଆଉ ନୂଆ ରୋଗୀ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁନ୍ତି। ପୂର୍ବରୁ ଯେଉଁ ଦୁଇଜଣ ଥିଲେ ତାହା ହିଁ ରହିଛି। ଆଜି ଦିନ 12ଟା ସୁଦ୍ଧା 190ଟି ସାମ୍ପୁଲ କୋଭିଡ19 ଟେଷ୍ଟ ପାଇଁ ପଠାଯାଇଥିଲା। ସେସବୁର ପରୀକ୍ଷା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଜୀବନ କାର୍ଯ୍ୟକ୍ରମ’ର ଆରମ୍ଭ କରିଛନ୍ତି। ଘରୁ ବାହାରକୁ ନ ବାହାରିବାକୁ ବ୍ୟକ୍ତିଗତ ଶପଥ ନେବାକୁ କହିଛନ୍ତି ନବୀନ। ଜରୁରୀ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଲକ୍ ଡାଉନ୍ ବେଳେ ଆତଯାତ ପାଇଁ ପୋଲିସ୍ ପାସ୍ ପ୍ରସଙ୍ଗକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ ଯୋଗେ ସୂଚନା ଦେଇ ଏହାକୁ ସ୍ଥଗିତ ରଖାଯାଇଥିବାର କହିଛନ୍ତି । ପାସ୍ ପାଇଁ ଲୋକେ ଭିଡ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସତର୍କତା ପାଇଁ ରାଜ୍ୟ ସରକାର ଆଜି ସମ୍ପୂର୍ଣ୍ଣ ଜିଲ୍ଲାକୁ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଆଜି ମଧ୍ୟ ରାତ୍ରିରୁ ସମ୍ପୂର୍ଣ୍ଣ 30 ଟି ଜିଲ୍ଲାକୁ ଲକ୍ ଡାଉନ୍ କରାଯିବ । ପୂର୍ବରୁ 5ଟି ଜିଲ୍ଲାକୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍ ଡାଉନ୍ର ଘୋଷଣା କଲେ ରାଜ୍ୟ ସରକାର । ସମସ୍ତ 30 ଜିଲ୍ଲା ଲକ୍ ଡାଉନ୍ ନେଇ ସରକାର […]
ସମୀକ୍ଷା ବ୍ୟୁରୋ ଅନୁଗୁଳ : ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏନଏଚ୍-55 ଜରପଡା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ବାଇକ୍ରେ ଯାଉଥିବାବେଳେ ଏହି ଦୁର୍ଘଟଣା […]
ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ପରିେ ପ୍ରକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଗୁଡିକ ହେଲା 1- ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ନରେ ଏକ ମୃତ ତିମି ଠାବ କରାଯାଇଛି । 2ଟନ୍ ଓଜନର ଏହି ତିମିଟି 16 ଫୁଟ୍ 4 ଇଞ୍ଚ ବୋଲି ଜଣାପଡିଛି । ଗୋପାଳପୁରର ନୂଆବକ୍ସିପଲ୍ଲୀରେ ସମୁଦ୍ର ଭିତରକୁ ଯାଇଥିବା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କଟ ଭୟଙ୍କର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ଜିଲ୍ଲାରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ବେତନ ପ୍ରଦାନ କରିଛନ୍ତି । […]
ରମେଶ ଚନ୍ଦ୍ର ମହାନ୍ତି ଜଗତସିଂହପୁର: ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଅଭାବି ଗରିବ ଲୋକମାନଙ୍କ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ନେଇ ରାଜ୍ୟ ସରକାର ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଲକ୍ ଡାଉନ୍କୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ନିୟମ ଭଙ୍ଗ ହେଲେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ରାଜ୍ୟ ସରକାର ବେଶ୍ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବାବେଳେ କାଲିଠାରୁ ବସ୍ ଚଳାଚଳ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ଆସନ୍ତାକାଲି ଦିନ […]
ସମୀକ୍ଷା ବ୍ୟୁରୋ ଭଦ୍ରକ : ଲକ୍ଡାଉନ୍ କଟକଣା ଭାଙ୍ଗିବାରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଟାଉନ୍ ପୋଲିସ୍ ଦ୍ବାରା ଗବସାହି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବାରଣ ସତ୍ତ୍ବେ ସିମେଣ୍ଟ ଦୋକାନ ଖୋଲିଥିବାରୁ ତାଙ୍କୁ ଗିରଫ କରାଯାଇଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସାରା ବିଶ୍ବରେ ଏବେ କରୋନାକୁ ନେଇ ସ୍ଥିତି ବେଶ୍ ସଂକଟପୂର୍ଣ୍ଣ । ଭାରତରେ ମଧ୍ୟ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରରେ ଦୁଇ କରୋନା ରୋଗୀଙ୍କ ସମ୍ପର୍କରେ ଜଣାପଡିବା ପରେ ରାଜ୍ୟ ସରକାର […]
ସମୀକ୍ଷା ବ୍ୟୁରୋ ଚୌଦ୍ବାର : ଗତକାଲି ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବାବେଳେ ଚୌଦ୍ବାର ଓଟିଏମ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମନ୍ୟ ଅର୍ଥକୁ ନେଇ ଜଣେ ପୁଅ ବାପାକୁ ମାରି ଶେଷରେ ନିଜେ ଆତ୍ମହତ୍ୟା କରିଛି। ଅର୍ଥକୁ ନେଇ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କରୋନା ସତର୍କତା ପାଇଁ ରାଜ୍ୟସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି। କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍। ସେହିପରି […]
ଭୁବନେଶ୍ବର: ବର୍ତ୍ତମାନ କରୋନା ଯୋଗୁଁ ଚାରିଆଡେ ରାସ୍ତାଘାଟ ବନ୍ଦ। ଉଠା ଦୋକାନୀଠାରୁ ଆରମ୍ଭ କରି ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ତେବେ ଏହି ବନ୍ଦ ଲୋକଙ୍କ ପାଇଁ ଭଲ ହୋଇଥିବା ବେଳେ ବୁଲା ପଶୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। […]
ଭୁବନେଶ୍ବର, ଆସନ୍ତା କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡ ସହ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ରାତିରେ ପ୍ରକାଶ ପାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏହି ବର୍ଷ ରାଜ୍ୟର ଛଅଟି ଜିଲ୍ଲାରେ ହେବାର ସମ୍ଭାବନା […]
କଲେ ଭୁବନେଶ୍ବର, ଆଜି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ନ ପାଞ୍ଚଟା […]
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ଦିନ ସାତ ଟାରୁ ରାତି ନଅ ଟା ପର୍ୟନ୍ତ ସ୍ଵେଚ୍ଛାରେ ପୂରା ଦେଶ ନିଜକୁ ଘର ଭିତରେ ବନ୍ଦୀ କରି ରଖିବ ବୋଲି ଆମେ ଆଶା କରୁଛୁ। ପ୍ରଧାନମନ୍ତ୍ରୀ ଏହାକୁ “ଜନତା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍ ଆତଙ୍କରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁର ଆହ୍ବାନ ଦେଇଛନ୍ତି । ଏହାର ପ୍ରଭାବରେ ଦେଶବ୍ୟାପୀ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ […]