ରାଜ୍ୟ ଖବର

ଭୁବନେଶ୍ବର, ଆଜି ଅପରାହ୍ନରେ ଭାରତ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ନେଇ ଘୋଷଣା ହେବାର ସମ୍ଭାବନା…

ଭୁବନେଶ୍ବର, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଅସ୍ତରଂଗର ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କୁ ବିବାହ କରିଛନ୍ତି। ଗତକାଲି…

ଭୁବନେଶ୍ବର: ଆଜି ବିଧାନସଭାରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ରାଜ୍ୟରେ ଧାନ ମଣ୍ଡି ସମସ୍ୟାକୁ ନେଇ ଦେବଗଡ ବିଧାୟକ ଆତ୍ମହତ୍ୟା କରିବେ ବୋଲି…

ଗୁଣପୁର/ ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ-‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ  ବୁଧବାର ଦିନ ହୋଇଥିବା ନିର୍ବାଚନର ଗତକାଲି ଶାନ୍ତି ଶୃଙ୍ଖଳାର ସହ…

ରାୟପୁର/ମାଲକାନଗିରି: ସୁରକ୍ଷା କର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଅପରେସନରେ ୭ ଟି ମାଓବାଦୀ କ୍ୟାମ୍ପ ଧ୍ଵଂସ ହୋଇଥିବା ସୂଚନା ମିଳିଛି। ମାତ୍ର ତିନି ଦିନ…

ସୀତାରମ ଅଗ୍ରୱାଲ ବାଲୁଗାଁ: ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ମିଶି  ବୋହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ…

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ଏକ ରାଜ୍ୟସ୍ତରୀୟ ବୈଠକ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ…

ଭୁବନେଶ୍ବର, ଭୁବନେଶ୍ୱର ମହାନଗର ନିଗମାଂଚଳରେ ଥିବା ସମସ୍ତ ଘର ମାଲିକ ଏବଂ ବ୍ୟବସାୟୀ ମାନଙ୍କ ସୁବିଧା ଦୃଷ୍ଟିରୁ ତା ୨୭.୦୨.୨୦୨୧ ରିଖ ଠାରୁ ତା ୨୮.୦୩.୨୦୨୧ ରିଖ…

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଦେଶରେ ବଢିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ ସମଗ୍ର ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଏହି ଷ୍ଟ୍ରେନକୁ ରୋକିବା…

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ କେଉଁଝର ଜିଲ୍ଲା ପାଇଁ ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏଥିରେ କେଉଁଝର ସଦର ସଭାପତି ଭାବେ ମାଧବ ସର୍ଦ୍ଦାରଙ୍କୁ…

କଂରଜିଆ, ମୟୁରଭଂଜ ଜିଲ୍ଲା କରଂଜିଆ ଠାରେ ଏକ ମିଶ୍ରଣ ପର୍ବରେ ଜିଲ୍ଲାର ବରିଷ୍ଠ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀ ରୁକ୍ମଣୀ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତ୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି। କୋରାପୁଟ ଜିଲ୍ଲାର କୋଟିଆ ପରି ମୟରୁଭଂଜ ଜିଲ୍ଲାର ରରୁଆ…

ଭୁବନେଶ୍ୱର, ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆର ଆହ୍ୱାନ କ୍ରମେ ୫ମ ସିନିୟର ନାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ୨୦୨୧ (ପୁରୁଷ) ଚଣ୍ଡିଗଡ଼ରେ ଚଳିତ ମାସ ୨୫ରୁ…

ଭୁବନେଶ୍ୱର: ଜିଏସ୍‌ଟି ବ୍ୟବସ୍ଥାର ବାରମ୍ବାର ପରିବର୍ତ୍ତନ ଓ ଜିଏସ୍‌ଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆସନ୍ତା ୨୬ ଭାରତ ବନ୍ଦ ଡ଼ାକରା…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ…

ଭୁବନେଶ୍ୱର, ଓଡ଼ିଶା ବିଧାନସଭାର ଦୈନନ୍ଦିନ ବୈଠକରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ଏହାକୁ ଇ-ବିଧାନସଭାରେ ପରିଣତ କରିବାକୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ…

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳ ପାଖାପାଖି ୧୧.୩୦ ଘଟିକା ସମୟରେ ରେଢାଖୋଲ ଥାନା ତଣ୍ଡାବିରା ଗ୍ରାମର ଜଣେ ବୃଦ୍ଧ ଡଇଁଚା ବଜାରକୁ ଆସୁଥିବା ବେଳେ ଅଜଣା…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଯାତ୍ରୀଙ୍କୁ ଝଟକା ଲାଗିଛି। ରେଳବାଇ ଦ୍ଵାରା ଜାରି ହୋଇଥିବା ସୂଚନା ଅନୁସାରେ ଟ୍ରେନ ଟିକେଟର ଦାମକୁ ବୃଦ୍ଧି କରାଯାଇଛି। କମ…