ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୨୮/୧୨: ହିଞ୍ଜିଳିକାଟୁରେ ଏକ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ତ୍ରିରଙ୍ଗା ସେବା ସଙ୍ଘ ଓ ଏଚସିଜି ପଣ୍ଡା ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ମାଗଣା କ୍ୟାନସର […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୨୮/୧୨: ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ-ଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଫାଇଭ-ଟି ଅଧୀନରେ ଆସିବା ଦିନଠାରୁ ବର୍ତ୍ତମାନ ପ୍ରଶାସକ ମାନେ ଗାଁ ମୁହାଁ ହୋଇଛନ୍ତି। ଏହି […]
ସମୀକ୍ଷା ବ୍ୟୁରୋ ରାଉରକେଲା, 28/12 :ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍ ଜବତ ହୋଇଛି । ଏହା ସହିତ କମ୍ପାନୀର 4 ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ […]
ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁରର ସେଣ୍ଟ ଜାଭିୟର ହାଇସ୍କୁଲର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଗର୍ଗ ଜ୍ୟୋତିଷର ସଭାପତି ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଏବଂ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଭାବେ ବଦଳି କରାଯାଇଛି । ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଏସିଏସଟି ବିଭାଗର ନିର୍ଦ୍ଦେଶକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତା ମାର୍ଚ୍ଚା 3 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ବିଜ୍ଞାନ ପରୀକ୍ଷା- ମାର୍ଚ୍ଚ 3 ତାରିଖରୁ […]
ସମୀକ୍ଷା ବ୍ୟୁରୋ ବଲାଙ୍ଗୀର: ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଟେଲି କନ୍ଫରେନସିଂ ଜରିଆରେ ଉପରାଷ୍ଟ୍ରପତି ଉଦ୍ବୋଧନ ଦେଇଛନ୍ତି। ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି […]
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୨୭/୧୨: ପ୍ରଭୁ ଯୀଶୁଙ୍କ ଜନ୍ମଦିବସ ଅର୍ଥାତ୍ ବଡଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଏସଏଫଏସ୍। ଅନାଥ ଶିଶୁମାନଙ୍କ ବଡଦିନ ପାଳନ କରି ଏକ ଏହି ଶିଶୁମାନଙ୍କ ମୁହଁରେ ହସ ଫୁଟାଇବାର ଏକ ନିଆରା ପ୍ରୟାସ କରିଛନ୍ତି […]
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ତରଫରୁ ବାଲୁଗାଁ ବିଜ୍ଞାପିତ ପରିଷଦ (କଲ୍ୟାଣ ମଣ୍ଡପ) ପରିସରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 27/12: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି। ଘନ କୁହୁଡ଼ି ଓ ଖରାପ ପାଗ କାରଣରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗସ୍ତ ବାତିଲ ହୋଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଆଜି ବଲାଙ୍ଗୀର ସହର […]
ସମୀକ୍ଷା ବ୍ୟୁରୋ ତିର୍ତ୍ତୋଲ୍, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୍ ବର୍ତ୍ତି କଲେଜ ପଡିଆରେ ମଧ୍ୟ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ […]
ସମୀକ୍ଷାବ୍ୟୁରୋ ବାଣପୁର, ୨୭/୧୨: ବାଣପୁର ନୂଆଗାଁଠାରେ ୪୦ବସ୍ତା ଧାନ ପୋଡ଼ି ଯାଇଥିବାର ସୂଚନା ମିଳିଛି। ବାଣପୁର ଏନଏସି ୬ନଂ ୱାର୍ଡ ନୂଆଗାଁର ବାସିନ୍ଦା ଶଙ୍କର ପ୍ରଧାନଙ୍କର ଗୁରୁବାର ରାତିରେ ୪୦ବସ୍ତା ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ଗୁରୁବାର ଦିନ ଧାନ ଅମଳ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବ। […]
ଭୁବନେଶ୍ବର, 26/12: ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ଆରମ୍ଭ ହୋଇସାରିଲାଣି । ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତର କିଛି ସ୍ଥାନଗୁଡ଼ିକରେ ବଳୟ ସୂର୍ଯ୍ୟପରାଗ ଦେଖାଯାଇଛି । ତେବେ ଏହି ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି । ଖାଲି […]
ନବରଙ୍ଗପୁର,26/12 : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସଫଳ ରହିଛି […]
ସମୀକ୍ଷା ବ୍ୟୁରୋ ବାଣପୁର/ନାଚୁଣୀ, ୨୫/୧୨: ଦେଶରେ ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଉଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି […]
ସମୀକ୍ଷା ବ୍ୟୁରୋ ତିର୍ତ୍ତୋଲ, 25/12 : ତିର୍ତ୍ତୋଲର ମଣିଜଙ୍ଗା ସବ୍ଡିଭିଜନ ଅନ୍ତର୍ଗତ ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଖୋସାଲପୁର ବ୍ରିଜ୍ ଠାରୁ ତେରଣପୁର ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାରେ ନିମ୍ନମାନର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ଏଣିକି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଗାଡ଼ି ଆସିବା ନେଇ ଜାରି ହୋଇଛି କଟକଣା। କମ ବୟସର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ […]