ରାଜ୍ୟ ଖବର

ଭୁବନେଶ୍ଵର: ବଲାଙ୍ଗିର ପୁଣି ଗନ୍ଧମାର୍ଦ୍ଦନ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଗର୍ନ୍ଧମାର୍ଦନ, ଚକରତାଣ୍ଡି ଓ ଖୁରିପାଣି ଜଙ୍ଗଳରେ ମାଓ ଗତିବିଧି ଥିବା ନେଇ ଗତକାଲି ପୋଲିସ ଖବର…

ଭୁବନେଶ୍ବର: ଆସନ୍ତା 21 ତାରିଖରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିବ। ରାଜଭବନ ସମ୍ମୁଖରେ ଦଳର ନେତା ଓ କର୍ମୀ ଧାରଣା ଦେବେ। ଏ ନେଇ ଦଳ ତରଫରୁ…

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୭୧ ଗୋଟି ପ୍ରକଳ୍ପରେ ୧୩୫ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଡବଲ ଇଞ୍ଜିନ…

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ। ଆଜି ବିଏମସି ମୁଖ୍ୟାଳୟ ରେ ମେୟର ଶ୍ରୀମତୀ ସୁଲୋଚନା ଦାସ ଶ୍ବାନ ଉଦ୍ଧାର ଗାଡି…

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି…

ଭୁବନେଶ୍ବର: ହାଓଡ଼ା ଏବଂ ପୁରୀ ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ…

ଭୁବନେଶ୍ବର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ…

ସମୀକ୍ଷା ବ୍ୟୁରୋ: ରାଜ୍ୟରେ ଆସନ୍ତା ୨ ରୁ ୩ ଘଣ୍ଟାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ବିଭାଗ…

ସମ୍ବଲପୁର: ସମ୍ବଲପୁର ସ୍ଥିତ ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟରେ ଉଦଘାଟିତ ନୂତନ ଅତ୍ୟାଧୁନିକ ସଭାଗୃହ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବା ସହ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ…

ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଠାରେ ‘ଅପରେସନ ସିନ୍ଦୂର’ର ସଫଳତା ତଥା ଭାରତର ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ‘ପରାକ୍ରମ…

ବାଣପୁର: ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ପାନୀୟ ଜଳ ଯୋଗାଣ ଓ ନୂତନ ନଳକୂପ ଖନନ, ନଳକୂପର ମରାମତି ସମ୍ବନ୍ଧୀୟ…

ଭୁବନେଶ୍ବର: ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍ ଦଳୀୟ ନିଷ୍ପତି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦଳ ଭିତରେ ଯେପରି କାର୍ଯ୍ୟ ଚାଲିଛି ତାହାକୁ…

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ…

ନୂଆଦିଲ୍ଲୀ: ଭାରତର ବିଶାଳ ଅସଂଗଠିତ ଶ୍ରମଶକ୍ତି ମଧ୍ୟରେ ବଢିଚାଲିଥିବା ଆୟୁ ଏବଂ ଅବସର ସୁରକ୍ଷାର ଅଭାବ ଭଳି ଦ୍ବୈତ ଚ୍ୟାଲେଞ୍ଜର ମୁକାବିଲା ପାଇଁ, ଭାରତ ସରକାର ୯…

Savitri Vrat 2025: ବୈଦିକ କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ପବିତ୍ର ତିଥିରେ, ବଟବୃକ୍ଷକୁ ପୂଜା…

ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ସମୟ ସମୟରେ ଭଗବାନଙ୍କ ପାଇଁ ଅନେକ ପ୍ରକାରର ଉପବାସ ରଖାଯାଏ। ନବରାତ୍ରୀ ହେଉ କିମ୍ବା କରଭା ଚୌଥ, ଜନମାଷ୍ଟମୀ ହେଉ କିମ୍ବା ସୋମବାର, ମଙ୍ଗଳବାର…

ଭୁବନେଶ୍ବର: କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ…

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ…

ଭୁବନେଶ୍ୱର: ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ…

ଭୁବନେଶ୍ବର: ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ପ୍ରତିଶ୍ରୁତି କେନ୍ଦ୍ରରୁ ମିଳିଛି। ଏହା ଏକ ସର୍ବକାଳୀନ ରେକର୍ଡ ଏବଂ…

ଭୁବନେଶ୍ୱର: ଆଜି ରାଜ୍ଯ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ତରଫରୁ ଇନ୍ଦିରା ଗାନ୍ଧୀ ଙ୍କୁ ମନେ ପକାଇ “ ଶକ୍ତି…