ଭୁବନେଶ୍ବର: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଖୁସି ଖବର ଆଣିଛନ୍ତି। ଆସନ୍ତାକାଲି ଅକ୍ଷୟ ତୃତୀୟାରେ ହିତାଧିକାରୀଙ୍କ ଆକାଉଣ୍ଟରେ ରାଜ୍ୟ ସରକାର କାଳିଆ ଟଙ୍କା ଜମା କରିବେ। ହିତାଧିକାରୀଙ୍କୁ ରାଜ୍ୟସରକାର ଏକ ବର୍ଷର କାଳିଆ ଟଙ୍କା ପ୍ରଦାନ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏରିଆ କମିଟି ସମ୍ପାଦକ ତଥା ଓଡିଶା ରାଜ୍ୟ କମିଟି ବିଜିଏନ୍ ଡିଭିଜନ (CPI) ର ହାର୍ଡ କୋର୍ ମାଓବାଦୀ ଲାଲସୁ ଓରଫ ଲକ୍ଷ୍ମଣ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। କୋରାପୁଟ DIG ରାଜେଶ […]
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପାଠପଢ଼ା ଚାଲିବ। ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଏହି ଖରାକୁ […]
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖରୁ ଚାଲିଥିବା ଆଦିବାସୀ ମେଳା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଏହି ମେଳାରେ ରାଜ୍ୟର ଜନଜାତି ସ୍ୱୟଂ ସହାୟକ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି। ଏହି ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ […]
ଭୁବନେଶ୍ଵର: ବୀରଭୂମି ହିଂସା ଘଟଣାରେ ଆଜି ଭୁବନେଶ୍ଵରରେ ଏନଆଇଏ ଚଢାଉ କରିଛି। ଏହି ଚଢାଉ ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଏନଆଇଏ ହେପାଜତକୁ ନେଇଛି। ବୀରଭୂମି ହିଂସା ଘଟଣାରେ ୮ ଜଣଙ୍କୁ ଘରେ ବନ୍ଦୀ କରି ଜୀବନ୍ତ ଜାଳିଦିଆଯାଇଥିଲା। ପଶ୍ଚିମବଙ୍ଗର ବୀରଭୂମୀର […]
ଭୁବନେଶ୍ଵର: ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଆଜି ଦେବଗଡ ବିଧାୟକ ଗିରଫ ହୋଇଛନ୍ତି। ଦେବଗଡ ଆଦର୍ଶ ଥାନା ପୋଲିସ ଆଜି ସରକାରୀ ବାସଗୃହରୁ ବିଧାୟକଙ୍କୁ ଗିରଫ କରିଛି। ଗିରଫ ପରେ ବିଧାୟକଙ୍କୁ ପୋଲିସ ଦେବଗଡ ନେଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଛନ୍ତି। […]
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। […]
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନର ଡେଇଁ ପଡିଥିବାର ସୂଚନା ରହିଛି। ଏଥିରେ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ କିନ୍ନରଙ୍କ ପରିଚୟ ମିଳିଥିବା ବେଳେ ସେ ନିମାପଡାର ବଳରାମ ରାଉତ […]
ଭୁବନେଶ୍ବର: ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ଵର ସରକାରୀ ବାସଭବନରୁ ବିଧାୟକଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ଗିରଫ କରିଛି। ତିଲେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ବିଧାୟକଙ୍କ ସମେତ ତାଙ୍କ […]
ପୁରୀ: ପୁରୀରେ ଏଏସଆଇ ଟିମ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ୩ ଜଣିଆ ଏଏସଆଇ ଟିମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏହି ଉଚ୍ଚସ୍ତରୀୟ ଟିମ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏହି […]
ଭୁବନେଶ୍ବର: ଆଜିଠୁ ଓଡିଶାରେ ସକ୍ରିୟ ହେବ କାଳବୈଶାଖୀ ପ୍ରଭାବ। ଏହି କାଳବୈଶାଖୀ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇ ବିଜୁଳି ଘଡଘଡି ପରିଲକ୍ଷିତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ ୪୦ ରୁ ୫୦ କିମି ବେଗରେ […]
ଭୁବନେଶ୍ବର: ବର୍ତ୍ତମାନ କରୋନା ପରେ ଓଡିଶା ଗଣମାଧ୍ୟମ ଏକ ବଡ ବିପଦଜନକ ପରିସ୍ଥିତି ଦେଇ ଗତି କରୁଛି। କାରଣ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ ଯାଉଛି। ନିକଟରେ ଭାରତର ପ୍ରତିଷ୍ଠିତ ନ୍ୟୁଜ ନେଟୱେର୍କ ଜୀ ମିଡିଆ କରପୋର୍ରେସନ, ତାହାର […]
ଭୁବନେଶ୍ଵର: ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) ସଂସ୍ଥା […]
ଭୁବନେଶ୍ବର: ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡ଼ିଗ୍ରୀ ସହ ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ଏହି ସହରର ତାପମାତ୍ରା ଯେଉଁ ପରିମାଣର ବୃଦ୍ଧି ପାଇଛି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେଇଛି। ସେହିପରି ବୌଦ୍ଧର ତାପମାତ୍ରା […]
ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପକୁ ଦେଖି ସ୍କୁଲର ସକାଳୁଆ ପାଠପଢା ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ମେ ୨ ତାରିଖରୁ ସକାଳୁଆ ସ୍କୁଲର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ […]
ସୀତାରାମ ଅଗ୍ରୱାଲ ଟାଙ୍ଗି: ସହରରେ ପୋଲିସ୍ ର ବ୍ୟାପକ ଚଢାଉ ପରେ ଏବେ ରାଣୀ ମହୁମାଛିମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗାଁ ଗହଳିର ବିବାହିତା ମହିଳା, ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ସେମାନେ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି। ଏଭଳି ଘଟଣା […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ […]
ଭୁବନେଶ୍ୱର: କୃଷିକାର୍ଯ୍ୟରୁ ନିରନ୍ତର ଆୟବୃଦ୍ଧି ଦିଗରେ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ ଭାବେ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରଓ୍ୱେଲ୍ କାର୍ୟ୍ୟକ୍ରମକୁ ଅଧିକ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ […]
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀ ଆରମ୍ଭ ହୋଇଛି। ମେଳା ଖବର […]
ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମିଳିନଥିବାରୁ ଅସହ୍ୟ ତାତିରେ ଟ୍ରଲି ଦ୍ଵାରା ବୁହା ହେଲେ ରୋଗୀ। ସୂଚନା ଅନୁଯାୟୀ, ଚାନ୍ଦପୁର ଇନ୍ଦିରା ଆବାସ କଲୋନୀର ଯୁଗଳ କାଣ୍ଡି (୭୫)ଙ୍କ ହଠାତ […]