ଭୁବନେଶ୍ବର, ରାଜ୍ୟର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଠଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ପରୀକ୍ଷାର୍ଥୀ ଆସୁଥିବାରୁ ରେଳବାଇ ଏହି ପଦକ୍ଷେପ ନେଇଛି। ଏହି ଟ୍ରେନଗୁଡିକ ଭୁବନେଶ୍ବର, ରାୟଗଡା, […]
ନୂଆଦିଲ୍ଲୀ, ବଦଳିଲେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ । ନୂଆ ପ୍ରଭାରୀ ହେବେ ତାମିଲନାଡୁର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ହେଲେ ଡ. ଚେଲ୍ଲାକୁମାର। ବର୍ତ୍ତମାନ କଂଗ୍ରେସ ପ୍ରଭାରୀ ଭାବେ ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ କାର୍ଯ୍ୟ […]
ଭୁବନେଶ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଆଜି କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ନମୂନା ପରୀକ୍ଷା […]
ଭୁବନେଶ୍ବର, ଅନୁଭବ ମହାନ୍ତି ଏବଂ ବର୍ଷା ମଧ୍ୟରେ ବିବାଦ ଛିଡିବା ବଦଳେ ବଢିବାରେ ଲାଗିଛି। ଏ ନେଇ ଅନୁଭବ ମହାନ୍ତି ବାରମ୍ବାର ଟୁଇଟ୍ କରି ତାଙ୍କର କ୍ଷୋଭ ଗାଳିବାରେ ଲାଗିଛନ୍ତି। ବର୍ତ୍ତମାନ ଅନୁଭବ ଏକ ଟୁଇଟ କରି କହିଛନ୍ତି ଯେ, ମୁଁ […]
ଭୁବନେଶ୍ବର, ବବି ଦାସ ହେବେ ଓଡିଶାର ଉପମୁଖ୍ୟମନ୍ତ୍ରୀ। ଏପରି ଲେଖାଥିବା ଏକ ସୁନ୍ଦର ବ୍ୟାନର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏ ଖବରର କୌଣସି ସତ୍ୟତା ନ ଥିଲେ ମଧ୍ୟ ହେଲେ ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚା ବିଷୟ […]
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷୀ ଅନୁଷ୍ଠିତ ହେବ । ସେପ୍ଟେମ୍ବର 14ରୁ 24 ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ […]
ଭୁବନେଶ୍ୱର: ଆସନ୍ତା 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଲକଡାଉନ ହଟୁଥିବାରୁ ଏଣିକି ନିୟମିତ ଟ୍ରେନ ଚାଲିବ । ପୂର୍ବରୁ ବାତିଲ ଟ୍ରେନଗୁଡ଼ିକ ନିୟମିତ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ତଦନୁଯାୟୀ ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଟ୍ରେନ […]
ସୀତାରାମ ଅଗ୍ରଓ୍ବାଲ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ ବେହୁରିଆଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏନ.ଏ.ସି ସଭା ଗୃହରେ ଚିଲିକା ନିର୍ବାଚନମଣ୍ଡଳୀରେ ଦୁର୍ଗା ପୂଜା ପାଳନ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ବାଣପୁର ଏବଂ ବାଲୁଗାଁ […]
ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ବିଭିନ୍ନ ପରୀକ୍ଷା ଏବେ ବାଧାପ୍ରାପ୍ତ ହୋଇଛି । ପରୀକ୍ଷା ବିଳମ୍ବରେ ହେବା ସହ ଫଳ ବି ବିଳମ୍ବରେ ବାହାରୁଛି । ଏହାରି ଭିତରେ ବିପିୟୁଟି ପରୀକ୍ଷା ଅନୁଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ନିଷ୍ପତ୍ତି […]
ଭୁବନେଶ୍ବର : ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ । ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ, କିଛି ସ୍ଥି ର କରାଯାଇନାହିଁ ତେବେ ଅକ୍ଟୋବାରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି […]
ଭୁବନେଶ୍ବର : ନିଟ୍ ପରୀକ୍ଷା ପାଇଁ ଆସନ୍ତା ସେପ୍ଟେମ୍ବର 13 ତାରିଖ ଭୁବନେଶ୍ୱରର ଏକନମ୍ବର ହାଟ ବନ୍ଦ ରହିବ। ପରୀକ୍ଷାର୍ଥୀମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର 13 ତାରିଖରେ ଏକ ନମ୍ବର ହାଟ ପାଖରେ […]
କଟକ : ରାଜ୍ୟ ସରକାରଙ୍କ ପୂଜା ଗାଇଡ୍ଲାଇନ୍କୁ ଚାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚାଲେଂଜ କରି ମାମଲା ଦାୟର କରାଯାଇଛି । ସୂଚନାଯୋଗ୍ୟ […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜେ ଟୁକୁନି […]
ଭୁବନେଶ୍ବର : ଆଜି ରାଜ୍ୟରୁ 14 ଜଣଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 3ଜଣ ଓ ମୟୂରଭଞ୍ଜରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁର, କଟକ, କୋରାପୁଟର, […]
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 3 ହଜାର 996 ପଜିଟିଭ୍ ଚିହ୍ନଟ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ 606 ରହିଥିବାବେଳେ ଅନୁଗୁଳୁରୁ 138, ବାଲେଶ୍ବରରୁ 209, ବରଗଡରୁ 97, ଭଦ୍ରକରୁ 112, ବଲାଙ୍ଗିରରୁ 124, ବୌଦ୍ଧରୁ 39, କଟକରୁ 354, […]
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 996କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2359ଜଣ ଚିହ୍ନଟ ହୋଇଥିବାବେଳେ […]
ବିନିକା : ଆଜି ସକାଳ 6ଟାରୁ 72 ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍ ଘୋଷଣା କରାଯାଇଛି । ଶଟଡାଉନ୍ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗତ […]
ଭୁବନେଶ୍ବର : ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଫଳ । ଛାତ୍ରାତ୍ରୀମାନେ JEEMAIN.NTA.NIC.INରେ ଯାଇ ପରୀକ୍ଷା ଫଳ ଦେଖିପାରିବେ। ଜେଇଇ ମେନ୍ ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ ଜେଇଇ ଆଡଭାନ୍ସ […]
କଟକ, ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଫାଟକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ସାମାଜିକ କର୍ମି। ଆଜି ଅନୁଭବଙ୍କ ଘରେ ଏହି କର୍ମିମାନେ ଯାଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛନ୍ତି। ତେବେ ବର୍ଷାଙ୍କ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ୨ ଏସଓଜି ଯବାନ ସହୀଦ ହୋଇଥିବା ଜଣା ପଡ଼ିଛି। ତେବେ (ବୁଧବାର) ସକାଳ ୧୧ ବେଳେ ମାଓବାଦୀ […]
ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକରୁ ସର୍ବାଧିକ ୪୧୧ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, […]