ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶେଷରେ ହାରିଯାଇଛନ୍ତି। ଭଦ୍ରକ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ […]
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେଡି ମାତ୍ର 51ଟି ଆସନରେ ବିଜୟ ଲାଭ କରି ସତ୍ତାରୁ ଓହରିଯାଇଛି। ତେବେ ଏହି ଭିତରେ ଦଳର ଟାଣୁଆ 12 ଜଣ ମନ୍ତ୍ରୀ ସେମାନେ ମଧ୍ୟ ହାରିଯାଇଛନ୍ତି। […]
ଭୁବନେଶ୍ବର: ନିଜର ଦୀର୍ଘ ରାଜନୈତିକ ଜୀବନରେ କେବେ ବି ହାରି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ସେ ହାରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିଲେ। ଗୋଟିଏ ଥିଲା ତାଙ୍କର ପାରଂପାରିକ ହିଞ୍ଜିଳି […]
ଭୁବନେଶ୍ବର: ଓଡିଶା ବିଧାନସଭାର ପ୍ରାୟ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁମାନେ ବିଜୟ ଲାଭ କରିଛନ୍ତି ସେମାନଙ୍କ ନାମ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ପ୍ରକାଶ କରିଛନ୍ତି। ସେହି ଅନୁସାରେ ବିଜେତା ପ୍ରାର୍ଥୀମାନେ ହେଲେ.. ବ୍ରଜରାଜନଗର-ସୁରେଶ ପୂଜାରୀ-ବିଜେପି ଝାରସୁଗୁଡା-ଟଙ୍କଧର […]
ଭୁବନେଶ୍ବର: ବାଲେଶ୍ଵର ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କଠାରୁ ୧ ଲକ୍ଷ ୧୫ ହଜାର ୮୮୨ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ… ୧- ଅନିତା ଶୁଭଦର୍ଶିନୀ, […]
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ବର୍ତ୍ତମାନ ସୁଦ୍ଧା ଗଣତି ଚାଲିଥିଲେ ମଧ୍ୟ ଯାହା ସ୍ଥିତି ଆସିଛି ତାହା କେହି କେବେ ଭାବି ନ ଥିଲେ। ଏତେ ସଂଖ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିବେ ତାହା […]
ଭୁବନେଶ୍ବର: ଯାଜପୁର ଲୋକସଭାରେ ବିଜେଡି ପ୍ରାର୍ଥୀ ଶର୍ମୀଷ୍ଠା ସେଠୀ ଆଗୁଆ ଅଛନ୍ତି। ସେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରୟଣ ବେହେରାଙ୍କଠାରୁ ୪ ହଜାର ୮୯୫ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ… ୧- ଅନିତା ଶୁଭଦର୍ଶିନୀ, ବିଜେପି- […]
ଭୁବନେଶ୍ବର: ଆସିକା ଲୋକସଭାରେ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କଠାରୁ ୬୮ ହଜାର ୪୧୩ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ… ୧- ଅନିତା ଶୁଭଦର୍ଶିନୀ, ବିଜେପି- ୩, […]
ଭୁବନେଶ୍ଵର: ଆଜି ଓଡିଶା ବିଧାନସଭା ଆସନ ପାଇଁ ଭୋଟ ଗଣତି ହୋଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ବିଜେପି ୭୯ ଟି ଆସନରେ ଆଗୁଆ ଥିବା ବେଳେ ୨ ଟି ଆସନରେ ବିଜୟ ଲାଭ କରିଛି। ଚିଲିକା, ବରଗଡ ଏବଂ […]
ଭୁବନେଶ୍ବର: ଆଜି ଓଡିଶା ବିଧାନସଭାର ଫଳାଫଳ ବଡ ରୋଚକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଯାହା କେହି କଳ୍ପନା କରି ନ ଥିଲେ ତାହା ଘଟିଛି। ବର୍ତ୍ତମାନ ବିଜେପି ସର୍ବାଧିକ ଆସନରେ ଆଗୁଆ ରହି ଜିତିବା ସ୍ଥିତିରେ ରହିଛି। ଏପରିକି ଦଳ ସରକାର […]
ଭୁବନେଶ୍ବର: ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୭୭ ହଜାର ୨୨୭ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ… ୧- ସମ୍ବିତ ପାତ୍ର, ବିଜେପି- ୪, […]
ଭୁବନେଶ୍ବର: ଚିଲିକା ବିଧାନସଭାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୫ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୪ ହଜାର ୫୨୦ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୫ ରାଉଣ୍ଡ […]
ଭୁବନେଶ୍ବର: ରଣପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରମା ପାଢି ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୬ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୧୫ ହଜାର ୧୯୪ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୬ ରାଣ୍ଡ […]
ଭୁବନେଶ୍ଵର: ଲୋକସଭା ନିର୍ବାଚନ ସହିତ ଓଡିଶାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଏହାର ନିର୍ବାଚନ ଫଳାଫଳ ପାଇଁ ଗଣତି ଜାରି ରହିଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ଭଲ ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ୭୫ ଆସନରେ ଆଗୁଆ ରହିଛି। […]
ଭୁବନେଶ୍ବର: ଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ ଅଛନ୍ତି। ମୋଟ 19 ରାଉଣ୍ଡ ମଧ୍ୟରୁ 10 ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ 4582 ଭୋଟ ଆଗରେ ଅଛନ୍ତି। ବିଭିନ୍ନ ପ୍ରାର୍ଥୀଙ୍କୁ 10 ରାଣ୍ଡରେ ଯେତେ […]
ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୩ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୩ ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଠାରୁ ବିଜେଡ଼ି ପ୍ରାର୍ଥୀ […]
ଭୁବନେଶ୍ବର: କେଉଁଝରର ଘସିପୁରା ବିଧାନସଭା ଆସନରେ ଏକ ଭିନ୍ନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରେ ନବୀନ ଏବଂ ମୋଦୀ ହ୍ୱାୱା ଚାଲିଥିବା ବେଳେ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ସୌମ୍ୟରଂଜନ ପଟ୍ଟନାୟକ 2110 […]
ଭୁବନେଶ୍ବର: ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଲୋକସଭା ଆସନ ପୁରୀରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅରୂପ ପଟ୍ଟନାୟକଙ୍କଠାରୁ ବେଶ ଆଗରେ ରହିଛନ୍ତି। ଗଣତି ଅନୁସାରେ 43118 ଖଣ୍ଡ ଭୋଟରେ ସମ୍ବିତ ଆଗରେ […]
ଭୁବନେଶ୍ବର: ଓଡିଶାରେ ସବୁଠାରୁ ବଡ ଲଢେଇ ସମ୍ବଲପୁର ଲୋକସଭାରେ ହେଉଥିଲା। ତେବେ ଗଣତି ପରେ ସେଠାରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ରହିଛନ୍ତି। ସେ 36501 ଭୋଟରେ ଆଗରେ ରହିଛନ୍ତି। ପଛରେ ପଡିଯାଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। […]
ଭୁବନେଶ୍ବର: ଓଡିଶାର ବିଭିନ୍ନ ଆସନରେ ବିଜେପି ଅଗ୍ରସର ହେବାରେ ଲାଗିଛି। ସେହି ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି। ସେ 8781 ଭୋଟରେ ଆଗୁଆ ଅଛନ୍ତି। ବିଭିନ୍ନ ପ୍ରାର୍ଥୀ ପାଇଥିବା ଭୋଟ ହେଲା 1- […]
ଭୁବନେଶ୍ବର: ବର୍ତ୍ତମାନ ଭୋଟ ଗଣତି ଟ୍ରେଣ୍ଡ ଅନୁସାରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପଥରେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି। ବର୍ତ୍ତମାନ ଭୋଟ ଗଣତିରୁ ବିଜେପି ଆଗରେ ରହିଥିବା ବେଳେ ବିଜେଡି ପଛରେ ପଡିଛି। ଗଣତି ଅନୁସାରେ ବିଜେପି- […]