କେଦାର ମିଶ୍ର “ଫନୀ” ଆସି ଅନେକ କିଛି ବିଗାଡି ଦେଇ ଯାଇଛି।ଘରଦ୍ଵାର, ଗଛପତ୍ର, ବିଜୁଳି, ଟେଲିଫୋନ ଇତ୍ୟାଦି ସବୁକିଛି ବିପର୍ଯସ୍ତ। ରିଲିଫ କ୍ୟାମ୍ପରେ ଲମ୍ବା ଧାଡି। ବାଲଟିଏ ପାଣି ଲାଗି ମରାମରି। ତାରି ଭିତରେ କିନ୍ତୁ ଗୋଟେ କଥା ସଜାଡି ହୋଇଯାଇଛି। […]
ଫନି ବାତ୍ୟା କଣ ଉଜାଡିଛି ତାହାର ହିସାବ ତ ପରେ ହେବ ହେଲେ ଜଣେ ମହିଳାଙ୍କ କୋଳରେ ଭରିଦେଇଛି ଏକ କନ୍ୟା ସନ୍ତାନ। ଠିକ୍ ଫନି ବାତ୍ୟା ପୁରୀରେ ଭୂମି ସ୍ପର୍ଶ କରୁଥିବା ବେଳେ ଏହି ମହିଳା ଜଣଙ୍କ ଜନ୍ମ ଦେଲେ […]
କେଦାର ମିଶ୍ର ଯେଉଁ ବ୍ୟକ୍ତି ସବୁଠୁ ଦୁଃଖଦ ପରିସ୍ଥିତିରେ ବି ହସି ପାରିବାର ସାହସ ରଖିଥାଏ, ସେ ଲୋକ ସହଜରେ ସବୁଠୁ ବଡ ବିପଦକୁ ଅତିକ୍ରମ କରିପାରେ। ଯେତେବେଳେ ଓଡିଶା କଥା ଉଠେ, ସେତେବେଳେ ଆମକୁ ଗୋଟିଏ କଥା ସ୍ଵୀକାର କରିବାକୁ […]
କେଦାର ମିଶ୍ର ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ […]
ରଙ୍ଗାଚରଣ ପ୍ରଧାନ କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, […]
ସମୀକ୍ଷାବ୍ୟୁରୋ ଭାରତର ସପ୍ତଦଶ ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଇତିମଧ୍ୟରେ ସମାପ୍ତ ହୋଇଗଲାଣି। ଏ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନୀ ପ୍ରକ୍ରିୟାରେ ସାରାଂଶ ଆମେ ଏଇୟା ଲକ୍ଷ୍ୟ କଲୁ ଯେ, ରାଜନୀତିରେ କୌଣସି ବ୍ୟକ୍ତିବିଶେଷ ବା କୌଣସି ଅନୁଷ୍ଠାନ ବିରୋଧରେ ଅଭିଯୋଗ କରିବା କୌଣସି ମୌଳିକ ବିଧିଶସ୍ତ୍ର ଭିତରେ […]
ସାଗରିକା ନାରୀ ଜୀବନର ପ୍ରତିଟି ପାହାଚରେ ନିଜକୁ ପ୍ରମାଣିତ କରି ଆସିଛି। ହାଣ୍ଡିଶାଳରୁ ଆରମ୍ଭ କରି ରାଜନୀତିର ପଶାପାଲିରେ ବାଜିମାତ୍ କରିଛି। ସାଧାରଣ ରୋଷେଇ ଘରରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରାଉଛି। ଠିକ୍ ସେହିପରି ଆଜିର ନିର୍ବାଚନରେ ମହିଳା […]
କେଦାର ମିଶ୍ର ଓଡିଶାରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ଯାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ଲୋକସଭା ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆସନ୍ତା ୧୮ ତାରିଖରେ ହେବ। ପ୍ରଥମ ପର୍ୟାୟ […]
କେଦାର ମିଶ୍ର ସମସ୍ତେ ଜାଣନ୍ତି, ବାବା ସାହେବ ଭୀମରାଓ ଆମ୍ବେଦକର ନିଜ ଦେହାବସାନର ମାତ୍ର ଦୁଇ ମାସ ଆଗରୁ ୧୪ ଅକ୍ଟୋବର ୧୯୫୬ରେ ହିନ୍ଦୁ ଧର୍ମକୁ ପ୍ରତ୍ୟାଖ୍ୟାନ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତେବେ ବିଧିବଦ୍ଧ ଭାବରେ ବୌଦ୍ଧ ଦୀକ୍ଷା […]
କେଦାର ମିଶ୍ର ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। […]
ଜ୍ୟୋତି ନନ୍ଦ ଗୋଟିଏ ଦଳୀୟ ବିଜ୍ଞାପନ ଉପରେ କିଛି ବିଚାରକୁ ଆପଣମାନଙ୍କ ସହ ସହଭାଗ କରିବାକୁ ଇଚ୍ଛାପ୍ରକାଶ କରୁଛି। ଆଶା ଏହି ନିର୍ବାଚନ ସମୟରେ ଯେତେବେଳେ ସବୁଦଳ ନିଜନିଜର କ୍ଷେତ୍ରଫଳକୁ ସଜାଡିନେବାରେ ବ୍ୟସ୍ତ ଅଛନ୍ତି ଠିକ୍ ସେତେବେଳେ ଆମକୁ ନିଜନିଜର ଖୁଆଡମନସ୍କତାରୁ […]
କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ ହୁଏତ ପୂର୍ଣ୍ଣ ବହୁମତ […]
କେଦାର ମିଶ୍ର ଓଡିଶାରେ ଯେଉଁ ସଂବାଦପତ୍ର ବା ଟେଲିଭିଜନ ଚାନେଲର ମାଲିକଙ୍କ ନାଁ ନେବେ, ସେ କୌଣସି ନା କୌଣସି ରାଜନୈତିକ ଦଳ ସହ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ। କେବଳ ସଂପୃକ୍ତି ନୁହେଁ, ଏମାନେ ସିଧାସଳଖ ରାଜନୈତିକ କ୍ଷମତା କେନ୍ଦ୍ରର ଜଣେ […]
କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ […]
କେଦାର ମିଶ୍ର ରାଫାଲେ କିଣା ମାମଲାରେ ଦିନକୁ ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଚିତ୍ର ସ୍ଵରୂପ ଲୋକଲୋଚନକୁ ଆସୁଛି। ଦେଶପ୍ରେମ ଓ ପାକିସ୍ତାନ ବିରୋଧୀ ହାୱା ସୃଷ୍ଟି କରି ରାଫାଲେ ଦୁର୍ନୀତି ମାମଲାରୁ ଲୋକଙ୍କ ନଜର ହଟାଇବାକୁ ମୋଦୀ ସରକାର ବହୁ […]
ପ୍ରଶାନ୍ତ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ […]
ଜ୍ୟୋତି ନନ୍ଦ ଏଇ ସ୍ଥାପତ୍ୟ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ୟାନ” ବା “ଏକୋଇଶ ର ଉଦ୍ୟାନ” […]
ଜ୍ୟୋତି ନନ୍ଦ ପୁଲବାମାର ଦୁଃଖଦ ଘଟଣାର ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଏକ ସର୍ବଦଳୀୟ ବୈଠକର ଆହ୍ବାନ କରିଥିଲେ ଯେଉଁଠି ସମସ୍ତେ ଦଳମତ ନିର୍ବିଶେଷରେ ଭାରତୀୟ ସେନା ଓ କେନ୍ଦ୍ର ସରକାରଙ୍କ ପଛରେ ଦୃଢ ଭାବର ଠିଆହୋଇଛନ୍ତି ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ।ଏହା ଆମର […]
କେଦାର ମିଶ୍ର ଚାଳିଶ ଟି ଅମୂଲ୍ୟ ଜୀବନର ଭରଣା କେବେ ବି ହୋଇପାରିନ ନାହିଁ। ଗତ ୧୪ ତାରିଖ ଦିନ ସାରା ଦେଶ ଯେତେବେଳେ ପ୍ରେମର ଦିବସ ପାଳୁଥିଲା, ସେତେବେଳେ ଚରମ ସନ୍ତ୍ରାସର ଶୀକାର ହୋଇ ଆମର କେନ୍ଦ୍ରୀୟ ସ୍ଵତନ୍ତ୍ର ସୁରକ୍ଷା […]
ଲଷ୍ମୀପ୍ରିୟା ଓଝା ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ […]
କେଦାର ମିଶ୍ର ଏ ବାବୁ ତାଙ୍କ ଶ୍ଵଶୁରଙ୍କ ସହିତ ବିଶ୍ଵାସଘାତକତା କରିଥିଲେ ଓ ତାଙ୍କୁ ପିଠିରେ ଛୁରି ମାରିଥିଲେ। ଏ ବାବୁ ମୋଠୁ ବିଶ୍ଵାସଘାତକତାରେ ବେଶ ବରିଷ୍ଠ। – ଏହା କୌଣସି ନାଟକର ସଂଳାପ ନୁହେଁ। ଏ ଦେଶର ସମ୍ମାନନୀୟ ପ୍ରଧାନମନ୍ତ୍ରୀ […]