ବ୍ରିସବେନ: ପୁଣି ଭାରତୀୟ ଖେଳାଳିଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ। ବ୍ରିସବେନରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ କିଛି ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କିଛି ଦର୍ଶକ ୱାସିଙ୍ଗଟନ […]
ବ୍ରିସବେନ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୭୪ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଛନ୍ତି। […]
ସିଡନୀ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ଲେଜିଙ୍ଗ କରିଥିଲେ। ଏହି ଘଟଣାରେ ଅଧିନାୟକ ଟିମ ପେନଙ୍କ ଉପରେ ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ରାଷ୍ଟ୍ରୀୟ ଦଳର ଅଧିନାୟକଙ୍କୁ […]
ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଶ୍ରେଷ୍ଠ ଖେଳାଳି ଚୟନ ଲାଗି ଏକ ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲି ଏବଂ ପାକିସ୍ଥାନର ପୂର୍ବତନ ଅଧିନାୟକ ତଥା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କଡା ଟକ୍କର […]
ସିଡନୀ:ଆହତ ସମସ୍ୟାରେ ଗତି କରୁଥିବା ଭାରତୀୟ ଦଳଙ୍କୁ ପୁଣି ଥରେ ବଡ ଝଟକା ଲାଗିଛି। ଦ୍ରୁତ ବୋଲର ଜସପ୍ରିତ ବୁମରା ଆହତ ହୋଇ ଚତୁର୍ଥ ଟେଷ୍ଟରୁ ବିଦା ହୋଇଛନ୍ତି। କେବଳ ସେତିକି ନୁହେଁ, ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରି ଦଳକୁ […]
ବ୍ୟାଙ୍କକ: ଭାରତୀୟ ବ୍ୟାଡମେଣ୍ଟନ ଖେଳାଳି ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସାଇନା ବ୍ୟାଡମେଣ୍ଟନ ଖେଳିବା ଲାଗି ଥାଇଲାଣ୍ଡ ଯାଇଥିଲେ। ସେଠାରେ ତାଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ଆସନ୍ତା ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୟୋନେକ୍ସ ଥାଇଲାଣ୍ଡ ଓପନ […]
ସିଡନୀ: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଡ୍ର ହୋଇଛି। ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ଵିନୀ ଭାରତକୁ ଏକ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି। ଉଭୟଙ୍କ ଲଢୁଆ ବ୍ୟାଟିଂ ବଳରେ ଏହି ଟେଷ୍ଟ କୁ ଡ୍ର କରିବାରେ ସମର୍ଥ ହୋଇଛନ୍ତି। […]
ସିଡନୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ଆହତ ସମସ୍ୟା କମିବାର ନାଁ ଧରୁନି। ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳି ଆହତ ହୋଇ ସିରିଜରୁ ବାଦ ପଡ଼ୁଛନ୍ତି। ମହମ୍ମଦ ଶମୀ, ଉମେଶ ଯାଦବ ଏବଂ କେଏଲ ରାହୁଲଙ୍କ ପରେ […]
ନୂଆଦିଲ୍ଲୀ: ଆଗାମୀ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗ) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଆଇପିଏଲର ପରିଚାଳନା ପରିଷଦ ସଦସ୍ୟ ଏବଂ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି […]
ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଛି। ଆଜି ଦ୍ଵିତୀୟ ଦିନରେ କଙ୍ଗାରୁ ଦଳ ୩୩୮ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି। ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି। […]
ସିଡନୀ: ସିଡନୀରେ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ମାତ୍ର ୨ ୱିକେଟ୍ ହରାଇ ୧୬୬ ରନ ସଂଗ୍ରହ କରିନେଇଛି। ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ […]
ସିଡନୀ: ସିଡନୀଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ଜାରି ରହିଛି। ଏହି ମ୍ୟାଚରେ ଖେଳ ପରିଚାଳନା କରୁଛନ୍ତି ଜଣେ ମହିଳା। ଆନ୍ତର୍ଜାତୀୟ ଟେଷ୍ଟ ପରିଚାଳନ କରିବା ପ୍ରଥମ ମହିଳା ଅଧିକାରୀ ଭାବେ କ୍ଲେୟାର ପୋଲୋସାକ ଗୌରବ ଲାଭ […]
ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ସିଡନୀ ଠାରେ ଖେଳିବ। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଚୁଡାନ୍ତ ଏକାଦଶ ଘୋଷଣା କରିଛି। ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵରେ ଦଳ ପୁଣି ଥରେ ସିଡନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ […]
ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳ ଲାଗି ଅର୍ଜ୍ଜୁନ ମନୋନୀତ ହୋଇଛନ୍ତି। ଜାନୁଆରୀ ୧୦ରୁ ଆରମ୍ଭ ହେବାକୁ […]
ମେଲବର୍ଣ୍ଣ: ଜାନୁଆରୀ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ଏହା ଭିତରେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ସମସ୍ୟା ବଢିଯାଇଛି। ୫ ଜଣ ଖେଳାଳି ପୃଥକବାସରେ ରହିବା ନେଇ ସୂଚନା ରହିଛି। ରୋହିତ ଶର୍ମା, ପୃଥ୍ବୀ […]
ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଉଭୟ ଦଳର ଖେଳାଳି ମଧ୍ୟରେ ଆହତ ସମସ୍ୟା ଦେଖାଯାଇଛି। ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ଆହତ ହେବା କାରଣରୁ ସିରିଜରୁ ବାଦ ପଡିଥିବା ବେଳେ ଭାରତୀୟ ଦଳର ଖେଳାଳି ମଧ୍ୟ ଆହତ ହେଉଛନ୍ତି। ପୂର୍ବରୁ ଦ୍ରୁତ […]
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ବିଶ୍ଵର ସବୁ କ୍ଷେତ୍ର, ସବୁ ବର୍ଗର ଲୋକଙ୍କୁ ଅନେକ କ୍ଷତି ପହଞ୍ଚାଇଛି ଏହି ମହାମାରୀ। ଏହା ଯୋଗୁଁ ଖେଳାଳି ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ […]
ନୂଆଦିଲ୍ଲୀ: ଟେଷ୍ଟର ଶ୍ରେଷ୍ଠ ୧୦ ଖେଳାଳିଙ୍କ ନାମ ଆଇସିସି ଘୋଷଣା କରିଛି। ସଦ୍ୟ ପ୍ରକାଶିତ ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନ ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ପ୍ରଥମ ସ୍ଥାନକୁ ଉନ୍ନତି ହୋଇଥିବା ବେଳେ ଏବଂ ଶ୍ରେଷ୍ଠ ୧୦ ବୋଲର ତାଲିକାରେ ଅଷ୍ଟ୍ରେଲିଆର […]
ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି ଅଜିଙ୍କ୍ୟ ବାହିନୀ। ଏହି ଟେଷ୍ଟ ଚତୁର୍ଥ ଦିନରେ ଭାରତ ୮ ୱିକେଟ ରେ ବିଜୟ ହୋଇ ସିରିଜକୁ ୧-୧ ରେ ବରାବର କରିଛି। ଗତକାଲି ଅଷ୍ଟ୍ରେଲିଆ […]
ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ମଧ୍ୟ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଭଲ ପ୍ରଦର୍ଶନ ଦେଖାଇଛି। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିନ ଖେଳ ଶେଷ […]
କଟକ: ଆଜିଠାରୁ ଓଡିଶା କ୍ରିକେଟ୍ ଲିଗ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି। ଏଥିରେ ଓଡ଼ିଶା ଲାୟନ୍ସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପ୍ୟୁମାସ୍ ନାମରେ ୬ […]